ରବିଧାନ ସଂଗ୍ରହ କମିଟି ବୈଠକ: ମେ’ ୧୧ରୁ ରବିଧାନ କିଣାବିକା

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ’ ୧୧ତାରିଖରୁ ଜିଲାରେ ରବିଧାନ କିଣାବିକା ଆରମ୍ଭ ହେବ ବୋଲି ବୈଠକରେ…

ଯାହା ଡଙ୍ଗାରେ ବସିଥିଲେ ମୋଦି, ସାମ୍ନାକୁ ଆସିଲା ନାଉରିଆଙ୍କ ପ୍ରତିକ୍ରିୟା, କହିଲେ ଆମକୁ ୫ମିନିଟ୍‌ ପୂର୍ୱରୁ…

କୋଲକାତା,୨୪।୪: ପଶ୍ଚିମବଙ୍ଗର ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଗୁରୁବାର (୨୩ ଏପ୍ରିଲ) ଦିନ ହୋଇଥିଲା। ଭୋଟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗଙ୍ଗା କୂଳରେ ପହଞ୍ଚିଥିଲେ। ତାଙ୍କ ଗସ୍ତ…

ନିର୍ବାଚନ ହେବ, କିନ୍ତୁ ସେମାନେ ଭୋଟ ଦେଇପାରିବେ ନାହିଁ… ବଙ୍ଗଳାରେ ଭୋଟର ତାଲିକାରୁ ୬୫ ଜଣ ନିର୍ବାଚନ ଅଧିକାରୀଙ୍କ ନାମ ବାଦ ପଡ଼ିଲା

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR)କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୬୫ ଜଣ ଅଧିକାରୀଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏଥିରେ କ୍ଷୁବ୍ଧ…

Bihar Politics: ଫ୍ଲୋର ଟେଷ୍ଟରେ ପାସ୍‌ କଲେ ସମ୍ରାଟ ଚୌଧୁରୀ ସରକାର, ଭଏସ୍‌ ଭୋଟରେ ହୋଇଥିଲା ଭୋଟିଂ

ପାଟନା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ଅଭିଭାଷଣ ସମୟରେ ସେ ନୀତୀଶ କୁମାରଙ୍କ କାର୍ଯ୍ୟକାଳର ପ୍ରଶଂସା କରିଥିଲେ। ସେ…

ହର୍ମୁଜ ପୂରା ବନ୍ଦ ହୋଇଗଲେ କେଉଁ ଦେଶ ହୋଇଯିବ ଧ୍ୱସଂ? ଜାଣନ୍ତୁ ଭାରତରେ ପଡିବ କି ପ୍ରଭାବ…

ନୂଆଦିଲ୍ଲୀ,୨୪।୪: ହର୍ମୁଜ ପ୍ରଣାଳୀ କେବଳ ଏକ ସଂକୀର୍ଣ୍ଣ ଜଳପଥ ନୁହେଁ; ଏହା ବିଶ୍ୱ ଅର୍ଥନୀତିର ପ୍ରାଥମିକ ଧମନୀ, ଯାହା ଉପରେ ବିଶ୍ୱର ଶକ୍ତି ସୁରକ୍ଷା ନିର୍ଭର କରେ। ହରମୁଜ ପ୍ରଣାଳୀର ସ୍ଥାୟୀ ବନ୍ଦ ହେବାର…

ପିଚୁ ରାସ୍ତା ଖୋଳି ପାଇପ୍‌ ଲାଇନ ବିଛାଉଛି କମ୍ପାନୀ, ବିନା ଅନୁମତିରେ…

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍‌ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା ବିନା ଅନୁମତିରେ ପିଚୁ ଓ କଂକ୍ରିଟ…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏହି ଦିନଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୪(ସୁନିତ ମିଶ୍ର): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ…

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଶାହାଙ୍କ ଭବିଷ୍ୟବାଣୀ: ହଟିବେ ଦିଦି, ଏଥର ମୁଖ୍ୟମନ୍ତ୍ରୀ ହେବେ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ୍‌ମିଟ୍‌ କରିଛନ୍ତି। ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା।  ୧୧୦ ସିଟ୍‌ରେ ଭାଜପା ବିଜୟ ହାସଲ କରିବା ନେଇ ଶାହା…

ହାତରେ DSLR କ୍ୟାମେରା, ଆଖିରେ କଳା ଚଷମା ପିନ୍ଧି କୋଲକାତାରେ ଫଟୋଶୁଟ୍‌ କଲେ ମୋଦି

କୋଲକାତା,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ପହଞ୍ଚି ହୁଗୁଳି ନଦୀକୂଳରେ କିଛି ସମୟ ବିତାଇଥିଲେ। ଏହି ସମୟରେ ଗଙ୍ଗାମାତାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ପ୍ରକାଶ କରିଥିଲେ। ଏଥିସହିତ ବଙ୍ଗଳାବାସୀଙ୍କ ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ। ସୋସିଆଲ…

ଟ୍ରମ୍ପଙ୍କୁ ଶୁଣାଇଦେଲା ଭାରତ, କହିଲା ଅଭଦ୍ର…

ଓ଼୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତକୁ “ନର୍କ” ବୋଲି ବର୍ଣ୍ଣନା କରିବା ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଟ୍ରମ୍ପଙ୍କ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ଏବଂ ବିବୃତ୍ତିକୁ “ଅଭଦ୍ର, ଅନୁପଯୁକ୍ତ ଏବଂ ଏକ ସଂକୀର୍ଣ୍ଣ ଏବଂ…

ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ: ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଘଟିଲା..

ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ ସକାଳୁ ପୋଲିସ କେତେକ ଚାଷୀନେତାଙ୍କୁ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିବା…

ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲଦଣ୍ଡ: ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଗୁରୁବାର…

ପ୍ରଥମେ ନର୍କ କହିଲେ ଏବେ ପ୍ରଶଂସା କଲେ, ଭାରତକୁ ସମାଲୋଚନା କରିବା ପରେ ନରମିଲା ଟ୍ରମ୍ପଙ୍କ ସ୍ବର

ଓ୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ରାଷ୍ଟ୍ରକୁ “ନର୍କଗହ୍ୱର” ବୋଲି ବର୍ଣ୍ଣନା କରିବା ନେଇ ଭାରତରେ ଏକ ବିବାଦ ଦେଖାଦେଇଛି । ଟ୍ରମ୍ପ ଏକ ବାର୍ତ୍ତାଳାପର ଏକ ଟ୍ରାନ୍ସକ୍ରିପ୍ଟ ସେୟାର କରିଥିଲେ ଯେଉଁଥିରେ ଭାରତ, ଚାଇନା ଏବଂ ଅନ୍ୟ ଅନେକ ଦେଶକୁ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୨୦ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୨୪।୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ…

ଏମିତି ଭୁଲ୍‌ କରି ମହିଳାଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ: ମହିଳାଙ୍କ ସହ…

ମୁମ୍ବାଇ,୨୪ା୪:ମୁମ୍ବାଇର ଓ୍ବର୍ଲି ଅଞ୍ଚଳରେ ଶାସକ ଭାଜପା ନେତୃତ୍ୱରେ ମହାମେଣ୍ଟ ପକ୍ଷରୁ ବୁଧବାର ଆୟୋଜିତ ଏକ ରାଲି ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁମ୍ବାଇର ଜଣେ ମହିଳା ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନଙ୍କ ସମେତ ସ୍ଥାନୀୟ ପୋଲିସ…

ଭାରତରେ ବଢୁଛିି ଅତି-ଧନୀଙ୍କ ସଂଖ୍ୟା: ଆସିଲା ଚକିତ କଲା ଭଳି ରିପୋର୍ଟ

ନୂଆଦିଲ୍ଲୀ, ୨୪ା୪ (ଆଇଏଏନ୍‌ଏସ୍‌):ଭାରତରେ ଅତି ଧନୀ ବ୍ୟକ୍ତି ବା ‘ଅଲଟ୍ରା-ରିଚ୍‌’ ଲୋକଙ୍କ ସଂଖ୍ୟାରେ ବଡ଼ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁରୁବାର ପ୍ରକାଶିତ ‘ନାଇଟ୍‌ ଫ୍ରାଙ୍କ୍‌’ ରିପୋର୍ଟ ଅନୁଯାୟୀ, ଭାରତରେ ଅଲଟ୍ରା-ହାଇ୍‌-ନିଟ୍‌-ଓ୍ବର୍ଥ ଇଣ୍ଡିଭିଜୁଆଲ (ୟୁଏଚ୍‌ଏନ୍‌ଡବ୍ଲ୍ୟୁଆଇ) ବ୍ୟକ୍ତିଙ୍କ ସଂଖ୍ୟା (ଯେଉଁମାନଙ୍କ ସମ୍ପତ୍ତି ପ୍ରାୟ ୨୫୦…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୨୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୫ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୧ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri