

କଟକସ୍ଥିତ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ଅତିଥିବୃନ୍ଦ ଯୋଗ ଦେବା ସହ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରୁଛନ୍ତି

କଟକ ମହାନଗର ନିଗମ ପକ୍ଷରୁ ଦୟା ଆଶ୍ରମ ରୋଡ ପାର୍ଶ୍ୱରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ଅବସରରେ ଯୋଗ ଦେଇଥିବା ଅତିଥି ଏବଂ ବୁଦ୍ଧିଜୀବୀ ଗଣ
ବିଦ୍ୟାଳୟକୁ ଅନୁଦାନ, ପେନଶନ, ଅବସରକାଳୀନ ସୁବିଧା ଓ ଅନ୍ୟାନ୍ୟ ଦାବିରେ ଗୁରୁଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ବିଶାଳ ସମାବେଶ

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ‘Artificial Intelligence For All’ ଶୁଭାରମ୍ଭ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭୁବନେଶ୍ୱରସ୍ଥିତ RMNH ପରିସରରେ ଓଡ଼ିଶା ପରିବେଶ କଂଗ୍ରେସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଭୁବନେଶ୍ୱରର IMMTରେ SSEPD ବିଭାଗ ଦ୍ୱାରା ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ




ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଶ୍ରୀଜନ ଦ୍ୱାରା ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ – ୨୦୨୬ ଆୟୋଜିତ

