Posted inଫୁରସତ

ଅମ୍ବାନୀ ପରିବାରରେ ଧୂମ୍‌ଧାମରେ ପାଳିତ ହେଲା ନବରାତ୍ରି, ଦୁଇ ବୋହୂଙ୍କ ସହ ଏମିତି ନଜର ଆସିଲେ ନୀତା ଅମ୍ବାନୀ

ନବରାତ୍ରିରେ ଭକ୍ତିରେ ବୁଡ଼ି ରହିଥିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର। ଆଣ୍ଟିଲିଆକୁ ସୁନ୍ଦର ଭାବରେ ସଜା ଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଦାଣ୍ଡିଆ ଖେଳିଥିଲେ। ନୀତା ଅମ୍ବାନୀ ଦୁଇ ବୋହୂ ରାଧିକା ଏବଂ ଶ୍ଲୋକାଙ୍କ ସହ ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଏବେ ଚର୍ଚ୍ଚାରେ ରହିଛି।

ନୀତା ଅମ୍ବାନୀ ଏକ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ, ଦେବୀଙ୍କ ଭକ୍ତିରେ ସେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଦେଖାଯାଇଥିଲା।ଆକାଶ ଅମ୍ବାନୀ ପୂରା ପରିବାର ସହିତ ଆରତି କରିଥିଲେ। ମୁକେଶ ଏବଂ ନୀତା ଅମ୍ବାନୀ ପୂର୍ଣ୍ଣ ରୀତିନୀତି ସହିତ ଦେବୀଙ୍କ ପୂଜା କରିଥିଲେ। ସମସ୍ତେ ପାରମ୍ପରିକ ପୋଷାକରେ ନଜର ଆସିଥିଲେ। ଅମ୍ବାନୀ ପରିବାର ସେମାନଙ୍କ ଘର ଆଣ୍ଟିଲିଆରେ ଏହି ନବରାତ୍ରି ପାଳନ କରିଥିଲେ। ନୀତା ଅମ୍ବାନୀ ଏବଂ ତାଙ୍କ ପୁତ୍ରବଧୂଙ୍କ ଲୁକ୍‌ ଅଧିକ ଚର୍ଚ୍ଚାରେ ରହିଛି। ଈଶା ଅମ୍ବାନୀ ଏକ ବଡ଼ ବିନ୍ଦି ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ତାଙ୍କ ଲେହେଙ୍ଗା ସହିତ ଏକ ଭାରୀ ହାର ମଧ୍ୟ ପିନ୍ଧିଥିଲେ। ଶ୍ଲୋକା ମେହେଟ୍ଟା ମଧ୍ୟ ଲେହେଙ୍ଗା ପିନ୍ଧିଥିଲେ। ସେ ଖୋଲା କେଶରେ ତାଙ୍କର ଲୁକ୍‌ କମ୍ପ୍ଲିଟ୍‌ କରିଥିଲେ। ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

ରାଧିକା ମର୍ଚ୍ଚାଣ୍ଟ ମଧ୍ୟ ଏକ ମଲ୍ଟି କଲର ଲେହେଙ୍ଗାରେ ନଜର ଆସିଥିଲେ। ପୂଜା ପରେ ନୀତା ଅମ୍ବାନୀ, ଇଶା ଅମ୍ବାନୀ, ଶ୍ଲୋକା ମେହେଟ୍ଟା ଏବଂ ରାଧିକା ମର୍ଚ୍ଚାଣ୍ଟ ଏକାଠି ନାଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri