ଆବଶ୍ୟକତାଠାରୁ ଅଧିକ ବୋଲ୍ଡ ଉର୍ଫି ଜାଭେଦଙ୍କ ଡେବ୍ୟୁ ମୁଭି

ମୁମ୍ବାଇ: ମାର୍ଚ୍ଚ ୧୯, ୨୦୧୦ରେ ମୁକ୍ତିଲାଭ କରିଥିବା ‘ଏଲଏସଡି’ କାଫି ବୋଲ୍ଡ ଏବଂ ଆଡଲ୍ଟ କଣ୍ଟେଣ୍ଟରେ ଭରପୁର ମୁଭି। ମୁଭିରେ ସମୟର ପରିବର୍ତ୍ତନଶୀଳ ଜିନିଷ ଏବଂ ଯୁବକମାନଙ୍କ ଉପରେ ଏହାର ପ୍ରଭାବ ଦେଖାଯାଇଥିଲା । କିନ୍ତୁ ଏହି ମୁଭି ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲା । ୧୪ ବର୍ଷ ପରେ ନିର୍ମାତାମାନେ ଏହାର ସିକ୍ୱେଲ ଉପସ୍ଥାପନ କରିବାକୁ ପ୍ରସ୍ତୁତ। ଏବେ ‘LSD 2’ ର ବୋଲ୍ଡ ଟିଜର ରିଲିଜ ହୋଇଛି।
‘LSD 2’ ର କାହାଣୀ ଇଣ୍ଟରନେଟ ଯୁଗରେ ହେଉଥିବା ପ୍ରେମ ଦେଖାଏ। ଆଜିକାଲି ଯୁବକମାନେ, ପ୍ରେମ ଏବଂ ଲୋଭ ମଧ୍ୟରେ ପାର୍ଥକ୍ୟ ବୁଝି ନ ପାରି, ସମ୍ପର୍କ ନାମରେ କିଛି ବି କରିବାକୁ ପ୍ରସ୍ତୁତ। ଏହାର ଥିମ ଏବଂ କନସେପ୍ଟ ସହିତ ରହି ନିର୍ମାତାମାନେ ‘LSD 2’ ର ସବୁଠାରୁ ବୋଲ୍ଡ ଏବଂ ସବୁଠାରୁ ଆକର୍ଷଣୀୟ ଟିଜର ରିଲିଜ କରିଛନ୍ତି।
ତିନୋଟି କାହାଣୀ ଟିଜରରେ ଏକାଠି ପ୍ରଦର୍ଶିତ ହୋଇଛି। ଏହା ଦର୍ଶାଏ ଯେ ଡିଜିଟାଲ ଦୁନିଆରେ ବଢୁଥିବା ପ୍ରେମରେ ଲୋକମାନେ କ’ଣ ସୀମା ଅତିକ୍ରମ କରନ୍ତି । ଆଜିର ଦୁନିଆର ବାସ୍ତବତା ଦେଖାଇବାକୁ ଚେଷ୍ଟା କରି ନିର୍ମାତା ‘LSD 2’ ର ଏକ ଟିଜର ରିଲିଜ କରିଛନ୍ତି ଯାହା ବୋଲ୍ଡ ଏବଂ ଖତରନାକ ଅଟେ।
ପ୍ରଶଂସକମାନେ ‘LSD 2’ ର ଟିଜରକୁ ନେଇ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଏହି ମୁଭିରେ ଅନେକ ଆଡଲ୍ଟ ଏବଂ ବିବ୍ରତ ବିଷୟବସ୍ତୁ ଦେଖାଯାଇଛି, ଯେଉଁଥିରେ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଟିରୁ ଅପମାନଜନକ ଭାଷା ଛଡା ଆଉ କିଛି ବାହାରି ନାହିଁ। କେହି ଜଣେ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ଆମପାଖରେ ଟ୍ବିଏଲଭଥ ଫେଲ, ଆଟର୍ଇକଲ ୩୭୦,ବଧ, ଶୈତାନ ଭଳି ଚଳଚ୍ଚିତ୍ର ଥାଏ, ସେତେବେଳେ ଆମକୁ ଏପରି ଚଳଚ୍ଚିତ୍ର ଦରକାର କି?’ ଜଣେ ମନ୍ତବ୍ୟ ଦେଇଛନ୍ତି, ସତରେ କ’ଣ ତୁମର ପ୍ରଡକସନ ପ୍ରକୃତରେ ଏପରି ଚଳଚ୍ଚିତ୍ର ନିର୍ମାଣ କରେ କି।’ ସୂଚନାଯୋଗ୍ୟ, ୧୯ ଏପ୍ରିଲରେ ଏହି ବିବାଦୀୟ ମୁଭି ‘LSD 2’ ରିଲିଜ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri