ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୩ )

କୁମାର ଉତ୍ସବ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ନୁତୟନଙ୍କ ଦ୍ୱାରା ପରିବେଷଣ କରାଯାଇଛି

ଗ୍ରାହକମାନେ କାର୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଆମିଷ ବଜାରରେ ଲାଇନ୍ କରି ଛିଡାହୋଇଛନ୍ତି

ଜଣେ ଶିଳ୍ପୀ କଟକସ୍ଥିତ କୁମ୍ଭାର ସାହିରେ ଦେବୀ ଗଜଲକ୍ଷ୍ମୀଙ୍କର ଏକ ମାଟି ପ୍ରତିମାକୁ ସଜାଇବାରେ ବ୍ୟସ୍ତ

ଭୁବନେଶ୍ୱରର କଳିଙ୍ଗ ବିହାରରେ ଜଣେ କଳାକାର ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି

ଭୁବନେଶ୍ୱରରେ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ୨,୦୦୦ ଟଙ୍କା ନୋଟ୍ ବଦଳାଇବା ପାଇଁ ଲୋକମାନଙ୍କର ଲମ୍ବା ଧାଡି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୬ ଜୁନ, ୨୦୨୪)

ଭୁବନେଶ୍ୱରର ପାନ୍ଥନିବାସ ଠାରେ ରଜର ଶେଷ ଦିନ ମହାଆଡମ୍ବରରେ ପାଳନ କରାଯାଇଛି ଶେଷ ରଜ ଓ ରବିବାରରେ କୃଷକ ବଜ଼ାର ଆମିଷ ମାର୍କେଟରେ ଆମିଷ କିଣିବା...

ଓଡ଼ିଶା: ଆଜିର ଫଟୋ ( ୧୫ ଜୁନ, ୨୦୨୪)

କଟକ ଚାଉଳିଆଗଞ୍ଜ ଖେଳ ପଡିଆରେ ଅନୁଷ୍ଠିତ ରଜ ମହୋତ୍ସବରେ ଯୁବତୀ ମାନେ ଦୋଳି ଓ ପୁଚି ଖେଳୁଛନ୍ତି     କଟକ ଡଗରପରା ହନୁମାନ ମନ୍ଦିର...

ଓଡ଼ିଶା: ଆଜିର ଫଟୋ (୧୪ ଜୁନ, ୨୦୨୪)

ପହିଲି ରଜରେ ରାଜଧାନୀରେ ବର୍ଷା ପରସ୍ପରକୁ ପୋଡା ପିଠା ଖୁଆଇ ଦେଉଥିବା ଯୁବତୀ   କଟକ ବଳଭଦ୍ରପୁର ଅଂଚଳ ରେ ଅନୁଷ୍ଠିତ ରଜ ଉତ୍ସବ ସେଲ୍ଫି...

ଓଡ଼ିଶା: ଆଜିର ଫଟୋ (୧୩ ଜୁନ, ୨୦୨୪)

ଭୁବନେଶ୍ୱର ଓଟିଡିସି ତରଫରୁ ପାନ୍ଥନିବାସ ଠାରେ ରଜ ପର୍ବ ପାଳନ ଭୁବନେଶ୍ୱର ରସୁଲଗଡ ଛକରେ ପ୍ରବଳ ଟ୍ରାଫିକ ଜାମ ରଜ ପାଇଁ ସଜବାଜ

ଓଡ଼ିଶା: ଆଜିର ଫଟୋ ( ୧୨ ଜୁନ, ୨୦୨୪)

ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଓ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ଶପଥ ପାଠ କରୁଛନ୍ତି    ...

ଓଡ଼ିଶା: ଆଜିର ଫଟୋ ( ୧୧ ଜୁନ, ୨୦୨୪)

ଶ୍ରୀ ଲିଙ୍ଗରାଜ ଶିବ ବିବାହ ପାଇଁ ଶୋଭାଯାତ୍ରାରେ ଯାଉଛନ୍ତି       କଟକ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିର ଠାରେ ରଥ ଯାତ୍ରା ପାଇଁ...

ଓଡ଼ିଶା: ଆଜିର ଫଟୋ (୧୦ ଜୁନ, ୨୦୨୪)

ରାଜଧାନୀରେ ପ୍ରବଳ ଖରା

ଓଡ଼ିଶା: ଆଜିର ଫଟୋ ( ୯ ଜୁନ, ୨୦୨୪)

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ଅବସରରେ ପୂତିମୂର୍ତ୍ତିରେ ମାଲ୍ୟାର୍ପଣ।     କଟକ ଅନ୍ନପୂର୍ଣ୍ଣା ଥିଏଟରରେ ନିଖିଳ ଉତ୍କଳ କଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri