ରାତାରାତି ଫଲୋଅର୍ସ ଗାଏବ୍‌, ଚିନ୍ତାରେ କୋହଲିଙ୍କ ସମେତ ଏହି ଷ୍ଟାର୍‌, ଜାଣନ୍ତୁ କାହିଁକି

ସୋସିଆଲ ମିଡିଆ ଜଗତରୁ ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାତାରାତି ଅନେକ ପ୍ରମୁଖ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟାରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ବିରାଟ କୋହଲି, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ,ଲକ୍ଷ ଲକ୍ଷ ଫଲୋଅର୍ସ ସେମାନଙ୍କ ନିଜ ନିଜ ଆକାଉଣ୍ଟରୁ ଗାଏବ ହୋଇଯାଇଛନ୍ତି।

ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଆପରୁ ବହୁ ସଂଖ୍ୟକ ଫେକ୍‌, ଇନ୍‌ଆକ୍ଟିଭ୍‌ ଏବଂ ବଟ୍ସ ଆକାଉଣ୍ଟକୁ ହଟାଇଛି। ଫଳସ୍ବରୂପ ସେଲିବ୍ରିଟିଙ୍କ ଆକାଉଣ୍ଟଗୁଡ଼ିକ ସାମୂହିକ ଭାବରେ ଲକ୍ଷ ଲକ୍ଷ ଫଲୋଅର୍ସ ହରାଇଛନ୍ତି।

ଫଲୋଅର୍ସଙ୍କ ସଂଖ୍ୟାରେ ଏହି ହଠାତ୍‌ ହ୍ରାସ ପରେ ଅନେକ ପ୍ରଥମେ ସନ୍ଦେହ କରିଥିଲେ ଯେ, ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇପାରେ। ଏବେ ଏହା ନିଶ୍ଚିତ ହୋଇଛି ଯେ, ମେଟାର ଚାଲୁଥିବା ‘ପ୍ରାମାଣିକତା ଅଭିଯାନ’ ର ଅଂଶ ଭାବରେ ଅନେକ ଆକାଉଣ୍ଟକୁ ହଟାଯାଇଥିଲା।

ଫଲୋଅର୍ସ ହରାଇଥିବା ସେଲିବ୍ରିଟି

କ୍ରିଷ୍ଟିଆନୋ ରୋନାଲ୍ଡୋ-୬.୬ ମିଲିୟନ ଫଲୋଅର୍ସ 

ମେସି -୪.୮ ମିଲିୟନ

ଜଷ୍ଟିନ ବିବର -୪.୩ ମିଲିୟନ

ବିରାଟ କୋହଲି -୨ ମିଲିୟନ

ପ୍ରିୟଙ୍କା ଚୋପ୍ରା -୧.୧ ମିଲିୟନ

ଶ୍ରଦ୍ଧା କପୁର -୧ ମିଲିୟନ

ଆଲିଆ ଭଟ୍ଟ  -୧ ମିଲିୟନ

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ପରେ ପ୍ରଥମଥର ସତ ଓଗାଳିଲା ଚାଇନା: ଭାରତ ବିରୋଧରେ…

ବେଜିଂ,୯।୫: ପ୍ରଥମଥର ପାଇଁ ଚାଇନା ଅପରେଶନ ସିନ୍ଦୂରକୁ ନେଇ ସତ ସ୍ବୀକାର କରିଛି। ଗତ ବର୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦ ସମୟରେ ଭାରତରେ…

ଭାଜପାର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ କିଏ? ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଘଟିବାକୁ ଯାଉଛି। ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଠନ ହେବାକୁ ଯାଉଛି । ଭବାନୀପୁର…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଜାଣନ୍ତୁ କେଉଁ ଜିଲାରୁ କିଏ ପାଇଲେ ଦାୟିତ୍ୱ

ଭୁବନେଶ୍ୱର,୯।୫: ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା କରିଛନ୍ତି।…

ଶପଥ ନେବା ପୂର୍ବରୁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ଅଧିକାରୀ: ଆଜିଠାରୁ ଆରମ୍ଭ ହେବ…

କୋଲକାତା,୯।୫: ବରିଷ୍ଠ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ପଶ୍ଚିମବଙ୍ଗ ଭାଜପା ବିଧାୟକ ଦଳ ନେତା ନିର୍ବାଚିତ ହେବା ସହ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ…

ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଭୋଳି ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା…

ଦେଶରେ ବଢ଼ିବ ପେଟ୍ରୋଲ-ଡିଜେଲର ମୂଲ୍ୟ, ୩୦ହଜାର କୋଟି କ୍ଷତି ସହୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୯।୫:  ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ପରେ, ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଏହି ସଂଘର୍ଷ…

ଅବିନାଶ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ…

ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବାପରେ ଆସିଲା ଶେଖ ହସିନାଙ୍କ ପ୍ରତିକ୍ରିୟା: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗରେ ବିଜେପିର ନବନିର୍ବାଚିତ ବିଧାୟକ ଦଳର ଏକ ବୈଠକ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ପଦ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri