ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା କଲା ଭାଜପା: ଜାଣନ୍ତୁ କେଉଁ ଜିଲାରୁ କିଏ ପାଇଲେ ଦାୟିତ୍ୱ

ଭୁବନେଶ୍ୱର,୯।୫: ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା କରିଛନ୍ତି। ୨୬ଟି ଜିଲା ପାଇଁ ନାଁ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଭୋଳି ସାହୁଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ନିଯୁକ୍ତି ଦିଆଯାଇଛି। କଳାହାଣ୍ଡି ଜିଲା ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ କାଞ୍ଚନ ବାଗଙ୍କ ନାମ ରହିଛି। ସେହିପରି ବଲାଙ୍ଗୀର ପାଇଁ ରଞ୍ଜିତା ପାଣିଗ୍ରାହୀ , ବରଗଡ ପାଇଁ ବିଶାଖା  ଅଗ୍ରଓ୍‌ବାଲଙ୍କ ନାଁ ରହିଛି। ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ…

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଡ଼ୁଆରେ ଏହି ୨ କ୍ରିକେଟର୍‌: ଡୋପ୍‌ ଟେଷ୍ଟ ପାଇଁ ହେଲେନି ହାଜର

ନୂଆଦିଲ୍ଲୀ,୯।୫: ଡୋପ ଟେଷ୍ଟ ପାଇଁ ଉପସ୍ଥିତ ନ ହେବା ପାଇଁ NADA ଭାରତୀୟ କ୍ରିକେଟ ଦଳର ଦୁଇ ଉଦୀୟମାନ ଖେଳାଳିଙ୍କୁ ନୋଟିସ ଜାରି କରିଛି। ଏହି ଖେଳାଳିମାନେ…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ହର୍ମୁଜରେ ଆମେରିକା-ଇରାନ ବିବାଦ ଥମିବାର ନା ନେଉନାହିଁ; ପୁଣି ହେଲା କ୍ଷେପଣାସ୍ତ୍ର ସହ ଡ୍ରୋନ ଆକ୍ରମଣ

ତେହରାନ,୯।୫: ଗୁରୁବାର ବିଳମ୍ବିତ ରାତିରେ ଆମେରିକା ନୌସେନା ଦୁଇଟି ଇରାନୀ ଜାହାଜ ଏବଂ ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ କରି ଉପସାଗରରେ ଉତ୍ତେଜନା…

ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ କଥା କହିଲେ ସାଙ୍ଗ ଓମ୍‌, ଯୁବତୀଙ୍କୁ ମାଡ଼ ମାରିଥିଲେ ହେଲେ…

ଭୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଖୁଲାସ କଲେ ସାଙ୍ଗ ଓମ ପ୍ରକାଶ। ଦୁଇ ଯୁବତୀ ଆଣିଥିବା ଅଭିଯୋଗକୁ ଓମ୍‌ ଖଣ୍ଡନ କରିଛନ୍ତି। ତେବେ…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

ବଙ୍ଗଳାରେ ଶୁଭେନ୍ଦୁ ସରକାର ହେଲେ ମମତାଙ୍କ X ଆକାଉଣ୍ଟରେ ହଲଚଲ, ବାୟୋରେ ଲେଖିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୯।୫: ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରାଜ୍ୟରେ ଏହି କ୍ଷମତା ପରିବର୍ତ୍ତନ ମଧ୍ୟରେ,…

ଶୁଭେନ୍ଦୁଙ୍କ ଶପଥ ସମାରୋହରେ କାହିଁକି ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି, ଚାହିଁ ରହିଲେ…

କୋଲକାତା,୯।୫: ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ପରେ, ରାଜ୍ୟରେ ଭାଜପାର  ପ୍ରଥମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଲକାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri