Posted inଫୁରସତ

ମାଟି ତଳ ଗାଁ

ସାଧାରଣତଃ ଗାଁ ମାଟି ଉପରେ ବା କେବେ କେବେ ପାହାଡ ଉପରେ ଗଢି ଉଠିଥିବା ସମସ୍ତେ ଜାଣିଥିବେ । ହେଲେ ବିଶ୍ୱରେ ଏମିତି ଏକ ଗାଁ ରହିଛି ଯାହା ମାଟିତଳେ । ଏଠାରେ ସବୁକିଛି ମିଳିବ ହେଲେ ଅଣ୍ଡରଗ୍ରାଉଣ୍ଡ । ଏଠାରେ ଘର, ଦୋକାନ, ଚର୍ଚ୍ଚ, ମଲ, ହୋଟେଲ, ସ୍କୁଲ ସବୁକିଛି ରହିଛି ମାଟିତଳେ । ଦକ୍ଷିଣ ଅଷ୍ଟ୍ରେଲିଆରେ ରହିଥିବା ଏହି ଗାଁର ନାଁ କୁବର ପେଡି । ଏଠାକାର ଅଧିକାଂଶ ଲୋକେ ମାଟିତଳେ ରହି ଥାଆନ୍ତି । ଏଠାକାର ଅଧିକାଂଶ ସିଷ୍ଟମ ଖୋଳାଯାଇ ନିର୍ମାଣ କରାଯାଇଛି । ମାଟିତଳେ ଥିବା ଘର ଗୁଡିକରେ ସମସ୍ତ ପ୍ରକାର ସୁବିଧା ରହିଛି ଏଠାରେ ପାଖାପାଖି ୧୫୦୦ ଘର ରହିଛି । ଯେଉଁଠି କିଛି ହଲିଉଡ୍ ଫିଲ୍ମର ଶୁଟିଂ ବି କରାଯାଇଛି ।

କୁହାଯାଏ ଏହି ମାଟିତଳ ଗାଁରେ ୧୯୧୫ରେ ଖଣି କାମ ଆରମ୍ଭ କରାଯାଇଥିଲା । କୁବେର ପେଡି ଏକ ମରୁଭୂମି ଅଞ୍ଚଳ ହୋଇଥିବାରୁ ଏଠାରେ ଗରମ ଦିନେ ପ୍ରବଳ ଗରମ ହୋଇଥାଏ ଓ ଶୀତଦିନେ ବହୁତ ଥଣ୍ଡା ଲାଗିଥାଏ । ସେଥିପାଇଁ ଏଠାରେ ଲୋକେ ବହୁ ସମସ୍ୟା ଭୋଗ କରନ୍ତି । ଖରାଦିନେ ଏଠାକାର ତାପମାତ୍ରା ପାଖାପାଖି ୧୨୦ ଡିଗ୍ରୀ ହୋଇଯାଇଥାଏ । ଏଠାରେ ମାଟିତଳୁ ଆସିଥିବା କିଛି ଚିମନି ରହିଛି । ସେଥିପାଇଁ ଏହାକୁ ସାଇନ ବୋର୍ଡ ମାଧ୍ୟମରେ ସତର୍କ କରାଯାଇଛି । କାରଣ କେହି ଚାଲି ଚାଲି ଯାଉ ଯାଉ ଏଥିରେ ପଡି ନ ଯାଉ । ମାଟିତଳେ ଗଢି ଉଠିଥିବା ଏହି ଗାଁରେ ଇଣ୍ଟନେଟଠାରୁ ଆରମ୍ଭ କରି ପାଣି, ଇଲେକ୍ଟ୍ରିସିଟି ସବୁ ସୁବିଧା ରହିଛି । କେବଳ ସୂର୍ଯ୍ୟ କିରଣ ଏଠାରେ ଅଭାବ ରହିଛି । ଏଠାରେ ଥିବା ହୋଟେଲରେ ବି ଚାହିଁଲେ ରାତି କାଟିହେବ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri