Odisha Elections 2024

ଏହି ୪ ରାଶିର ଯୁବତୀ ହୋଇଥାନ୍ତି ବେଶ୍‌ ରୋମାଣ୍ଟିକ୍‌; ଜୀବନସାଥୀଙ୍କୁ ରଖିଥାନ୍ତି ଖୁସିରେ…

କିଛି ଲୋକଙ୍କ ପାଇଁ ପ୍ରେମର ସମ୍ପର୍କ ବହୁତ ଗୁରୁତ୍ୱ ରଖିଥାଏ। ଏମାନେ ନିଜ ପାର୍ଟନରଙ୍କୁ ବେଶ ଭଲପାଇଥାନ୍ତି। ତାଙ୍କର ଛୋଟବଡ଼ କଥା ପ୍ରତି ଯତ୍ନବାନ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ସେଭଳି ରାଶି ରହିଛି ଯେଉଁଥିରେ ଜନ୍ମିତ ଯୁବତୀମାନେ ବେଶ୍‌ ରୋମାଣ୍ଟିକ୍‌ ହୋଇଥାନ୍ତି। ଭଲପାଇବା ଦେଇ ଏମାନେ ସାଥୀଙ୍କୁ ଖୁସି କରିବାର ସମସ୍ତ ପ୍ରଚେଷ୍ଟା କରିଥାନ୍ତି। ଏଣୁ ସେମାନଙ୍କ ଜୀବନସାଥୀଙ୍କୁ ଭାଗ୍ୟବାନ ବୋଲି କୁହାଯାଇଥାଏ।

କର୍କଟ: ଏହି ରାଶିରେ ଜନ୍ମିତ ଯୁବତୀମାନେ ଯତ୍ନବାନ ହୋଇଥାନ୍ତି। ସେମାନେ ନିଜର ଜୀବନସାଥିଙ୍କୁ ବହୁତ ଭଲ ପାଇଥାନ୍ତି। ତାଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି। ନିଜର ସମ୍ପର୍କକୁ ନେଇ ଏମାନେ ବହୁତ ସଚ୍ଚୋଟ, ଭାବପ୍ରବଣ ହୋଇଥାନ୍ତି। ବିଶେଷକରି ଏମାନଙ୍କର ରୋମାଣ୍ଟିକ୍‌ ସ୍ବଭାବ ପ୍ରେମ ସମ୍ପର୍କକୁ ସବୁଦିନ ତାଜା ରଖିଥାଏ।

ତୁଳା: ତୁଳା ରାଶିର ଯୁବତୀମାନେ ବେଶ୍‌ ରୋମାଣ୍ଟିକ୍‌ ହେବା ସହ ସମସ୍ତଙ୍କର ଯତ୍ନ ନେଇଥାନ୍ତି। ସାଥୀଙ୍କୁ କିଭଳି ଖୁସି ରଖିବେ ତାଙ୍କୁ ଭଲ ଭାବେ ଜଣାଥାଏ। ସୁଖ ହେଉ ଅବା ଦୁଃଖ ସେ ସର୍ବଦା ଜୀବନସାଥୀଙ୍କ ସହ ଛିଡ଼ା ହୋଇଥାନ୍ତି। ଜୀବନସାଥୀଙ୍କ ସୁଖ ହିଁ ତାଙ୍କର ପ୍ରାଥମିକତା ହୋଇଥାଏ।

କୁମ୍ଭ: ଏହି ରାଶିର ଯୁବତୀମାନେ ଜୀବନସାଥୀଙ୍କ ସବୁ କଥାକୁ ଶୁଣିଥାନ୍ତି। ସେମାନଙ୍କ ସ୍ବଭାବ ସ୍ନେହୀ ହୋଇଥାଏ। ଏମାନେ ପାର୍ଟନରଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି। ଏମାନେ ବେଷ୍ଟ ଓ୍ବାଇଫ୍‌ ମଧ୍ୟ ହୋଇଥାନ୍ତି। ତାଙ୍କ ପାଇଁ ପରିବାରରେ ସର୍ବଦା ସୁଖ ଶାନ୍ତି ଭରି ହୋଇ ରହିଥାଏ।

ମୀନ: ମୀନ ରାଶିର ଯୁବତୀମାନେ ବେଶ୍‌ ସମ୍ବେଦନଶୀଳ। ଏମାନେ ପାର୍ଟନରଙ୍କୁ ଖୁସି କରିବାର ସମସ୍ତ ପ୍ରଚେଷ୍ଟା କରିଥାନ୍ତି। ସେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବନସାଥୀଙ୍କ ଉପରେ କୌଣସି ପ୍ରକାର ବିପଦ ଆସିବାକୁ ଦେଇ ନ ଥାନ୍ତି। ଏମାନଙ୍କ ସ୍ବେହୀ ଏବଂ ରୋମାଣ୍ଟିକ୍‌ ସ୍ବଭାବ ଯୋଗୁ ସମ୍ପର୍କ ମଜଭୂତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଋତୁରେ ଦେଖାଯିବେ ଷ୍ଟାଇଲିଶ୍‌: ଆପଣାନ୍ତୁ ଏହି ଟିପ୍ସ

ଖରାଦିନରେ ଆପଣଙ୍କ ସ୍କିନ୍‌ର ଦେଖାଶୁଣା ବହୁତ ଆବଶ୍ୟକ। ତା’ ସହ ଏହିଦିନରେ ଆପଣ କେଉଁ ପ୍ରକାର କପଡ଼ା ପିନ୍ଧୁଛନ୍ତି ଏହାଦ୍ୱାରା ବି ଆପଣଙ୍କ ତ୍ୱଚା ଉପରେ...

ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଏହି ୫ କଥା ମାନନ୍ତୁ

”ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟେ ସ୍ବାମୀସ୍ତ୍ରୀଙ୍କ ଆତ୍ମବିଶ୍ୱାସ ଦୃଢ଼ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର...

ବିଲୁପ୍ତି ପଥେ କାଳବୈଶାଖୀ

ସତର୍କତା : କାଳବୈଶାଖୀ ପ୍ରବାହ ସମୟରେ ପବନ ଜୋର୍‌ରେ ବହୁଥିବାରୁ ପୁରୁଣା ଚାଳଘର ପରିବର୍ତ୍ତେ କୋଠାଘରେ ଆଶ୍ରୟ ନେବା ଉଚିତ। ପବନରେ ଗଛ ଡାଳ ଭାଙ୍ଗି...

ମହାକାଶର ଆରମ୍ଭ

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କୃତ୍ରିମ ଉପଗ୍ରହ ଏବଂ ମହାକାଶ ଯାନ ଅନ୍ତରୀକ୍ଷକୁ ଯିବା ପରେ ମହାକାଶ ଯୁଗର ଆରମ୍ଭ ହେଲା। ବର୍ତ୍ତମାନ ଅନେକ ଦେଶ ମହାକାଶରେ...

ଘରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ବଢ଼ିବ ଅଶାନ୍ତି…

ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ...

ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍‌ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…

ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍‌ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ,...

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri