Posted inଫୁରସତ

୧୧୧ ବର୍ଷରେ ବି ଫିଟ୍‌ ଅଛନ୍ତି ଏହି ବ୍ୟକ୍ତି: ଖାଉଛନ୍ତି ଏହି ଖାସ୍‌ ଖାଦ୍ୟ

ସାଧାରଣତଃ ମଣିଷ ୯୦ କିମ୍ବା ୧୦୦ ବର୍ଷ ହୋଇଗଲେ ନିଜକୁ ଅନ୍‌ଫିଟ ଭାବିନେଇଥାଏ। କିନ୍ତୁ ଅଷ୍ଟ୍ରେଲିଆର ଲେଖକ ଡେକ୍ସଟର୍‌ କ୍ରୁଗର କ୍ଷେତ୍ରରେ ଏହା ଟିକେ ଭିନ୍ନ। ସେ ୧୧୧ ବର୍ଷ ବୟସରେ ମଧ୍ୟ ସେ ଫିଟ୍‌ ଅଛନ୍ତି। କ୍ରୁଗର ନିଜ ଜୀବନର ୧୧୧ବର୍ଷର ୧୨୪ ଦିନ ଅତିବାହିତ କରିସାରିଛନ୍ତି। ଏକ ସାକ୍ଷାତକାରରେ କ୍ରୁଗର କହିଛନ୍ତି ଯେ, ଚିକେନ ମୁଣ୍ଡରେ ଥିବା ଏକ ଛୋଟ ଜିନିଷ ତାଙ୍କ ଦୀର୍ଘାୟୁରେ ସହାୟକ ହୋଇଛି। କୁକୁଡ଼ାର ମସ୍ତିସ୍କରେ ଏକ ଛୋଟ ଅଂଶ ଅଛି। ତାହା ଖାଇବାକୁ ଭାରି ବହୁତ ସ୍ବାଦିଷ୍ଟ । ଏହା ମୁଁ ଦୀର୍ଘାୟୁ ରହିବାର ମୂଳ କାରଣ ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିୟ ବୁକ ଅଫ ରେକର୍ଡସର ପ୍ରତିଷ୍ଠାତା ଜନ ଟେଲର ନିଶ୍ଚିତ କରିଛନ୍ତି ଯେ, କ୍ରୁଗର ସବୁଠୁ ବୟସ୍କ ଅଷ୍ଟ୍ରେଲୀୟ ବ୍ୟକ୍ତି। କ୍ରୁଗରଙ୍କ ୭୪ ବର୍ଷର ପୁଅ ଗ୍ରେଗ ତାଙ୍କ ପିତାଙ୍କ ସରଳ ଜୀବନଶେଳୀକୁ ତାଙ୍କର ଦୀର୍ଘ ଜୀବନ ପାଇଁ ଶ୍ରେୟ ଦେଇଛନ୍ତି। ଏ ପର୍ଯ୍ୟନ୍ତ ସର୍ବ ପୁରାତନ ଅଷ୍ଟ୍ରେଲୀୟ ଥିଲେ କ୍ରିଷ୍ଟିନା କୁକ, ଯିଏକି ୨୦୦୨ରେ ୧୧୪ ଏବଂ ୧୪୮ ଦିନ ବୟସରେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri