ଖରାଦିନେ ପିଅନ୍ତୁ ଏପରି ଜୁସ୍‌ : ମିଳିବ ଅନେକ…

ଖରାଦିନେ ଗରମ ହେବା ସହିତ ସ୍ବାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଏହା ଉପରେ ପ୍ରଥମରୁ ଧ୍ୟାନଦେବା ଉଚିତ। ଖରାଦିନେ ଆମକୁ ଥଣ୍ଡା ପାନୀୟ ଅଧିକ ପସନ୍ଦ ହୋଇଥାଏ। ଫଳରେ ଆମେ ବଜାରରେ ମିଳୁଥିବା କେମିକାଲ ଜାତୀୟ ପାନୀୟ ପିଇଥାଉ, ଯାହାକି ଅନେକାଂଶରେ ସ୍ବାସ୍ଥ୍ୟର କ୍ଷତି ଘଟାଇଥାଏ। ତେବେ ଏହି ଗରମରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଜୁସ୍‌ ସମ୍ପର୍କରେ, ଯାହାକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ।

କଞ୍ଚା ଆମ୍ବ ଜୁସ୍‌- କଞ୍ଚା ଆମ୍ବରେ ପ୍ରସ୍ତୁତ ଏହି ଜୁସ୍‌ ଖରାଦିନେ ପେଟ ଥଣ୍ଡା ରଖିଥାଏ। ପାଣିରେ କିଛି କଞ୍ଚା କଟାଆମ୍ବ, ପୋଦିନା, ଅଳ୍ପ ଲୁଣ ସ୍ବାଦ ଅନୁସାରେ ଚିନି ପକାଇ ମିକ୍ସ କରି ଏହାକୁ ପ୍ରସ୍ତୁତ କରନ୍ତୁ।

ଲେମ୍ବୁ ଜୁସ୍‌ – ଲେମ୍ବୁ ପାଣିରେ କିଛି ପରିମାଣରେ ଅଙ୍ଗୁର ରସ ଓ ଚିନି ମିଶାଇ ଅଳ୍ପ ଲୁଣ ପକାଇ ପ୍ରସ୍ତୁତ କରନ୍ତୁ।

ଘୁରି ଜୁସ୍‌- ମହାରାଷ୍ଟ୍ରର କୋରାକୁ ଜନଜାତି ଘୁରି ଜୁସ୍‌ ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ଖରାଦିନେ ପିଇଥାନ୍ତି। ଯାହା ଆମ୍ବ, ପୋଦିନା, ଲେମ୍ବୁ, ଧନିଆ ମିଶାଇ ପ୍ରସ୍ତୁତ କରାଯାଏ। ଏହାକୁ ଖରାବେଳେ ଖାଇସାରିବା ପରେ ପିଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri