Posted inଫୁରସତ

ପତ୍ର ଖାଇ ପାରିଲାନି: ରାଗରେ ୩୮ ସେକେଣ୍ଡରେ ବିରାଟ ଗଛ ଉପାଡ଼ିଲା ହାତୀ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି, ଏକ ହାତୀ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡ଼ି ପକାଉଛି। ହାତୀର ଏପରି ଶକ୍ତି ଦେଖି ସୋସିଆଲ ମିଡିଆରେ କେହି କେହି ତାଙ୍କୁ ଜେସିବି ଏବଂ ବାହୁବଳି ବୋଲି କହୁଛନ୍ତି।

ଏହି ଭିଡିଓକୁ ପ୍ରଥମେ ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦା ଶେୟାର କରିଥିଲେ। ପରେ ଏହା ତୀବ୍ର ବେଗରେ ଭାଇରାଲ ହୋଇଥିଲା। ଏହି ୩୮ ସେକେଣ୍ଡର ଭିଡିଓରେ ହାତୀ ଏତେ ଶକ୍ତି ଦେଖାଇଥିଲା ଯେ, ପୂରା ଗଛଟି ଭୂମିରେ ଟଳି ପଡ଼ିଥିଲା। ଏହା ଦେଖି ସୋସିଆଲ ମିଡିଆରେ ୟୁଜରମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେ। ହାତୀଟି କାହିଁକି ଗଛକୁ ଉପାଡ଼ିଲା?

ଏହାର ଉତ୍ତରରେ ଅନ୍ୟ ଜଣେ ୟୁଜର କହିଛନ୍ତି, ଅନେକ ଲୋକ କହୁଛନ୍ତି ହାତୀ ସବୁଜ ପତ୍ର ଖାଇବା ପାଇଁ ଗଛ ଉପରକୁ ଚଢ଼ିବାକୁ ଚାହୁଁଥିଲା। କିନ୍ତୁ ସେତେବେଳେ ସେ ଚଢ଼ି ପାରି ନ ଥିଲା। ସେ ଶୁଣ୍ଢରେ ପତ୍ର ଭାଙ୍ଗିବାକୁ ଚେଷ୍ଟା କରିଥିଲା ମାତ୍ର ବିଫଳ ହୋଇଥିଲା। ଏଥିରେ ପ୍ରଚଣ୍ଡ ରାଗିଯାଇ ହାତୀଟି ଶୁଣ୍ଢରେ ଗଛଟିକୁ ହଲାଇ ହଲାଇ ପୂରା ଉପାଡ଼ି ଦେଇଛି। ଏତେ ରାଗିଥିଲା ଯେ, ଏହି ବିରାଟ ଗଛଟିକୁ ଉପାଡ଼ିବାକୁ ତାକୁ ମାତ୍ର ୩୮ ସେକେଣ୍ଡ ଲାଗିଥିଲା।

ହାତୀର ଏପରି ଶକ୍ତି ଦେଖି ଜଣେ ୟୁଜର ଏହାକୁ ଜେସିବି ମେଶିନ ସହିତ ତୁଳନା କରିଛନ୍ତି। ସେହିପରି ଜଣେ ମହିଳା ୟୁଜର ଲେଖିଛନ୍ତି, ଦୟାକରି କୁହନ୍ତୁ ଭିଡିଓଟି କେଉଁଠୁ ଆସିଛି। ଯଦିଓ ଏହା ସ୍ପଷ୍ଟ ହୋଇନାହିଁ ତଥାପି ହାତୀଟି ଆଫ୍ରିକୀୟ ପ୍ରଜାତିର। ଯାହା ଖୁବ୍‌ ଶକ୍ତିଶାଳୀ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri