ନବଦମ୍ପତି ଘରେ ଲଗାନ୍ତୁ ଏପରି ପରଦା: ବୃଦ୍ଧି ପାଇବ ସୁଖଶାନ୍ତି

ବିବାହ ସମୟରେ ଘରେ ସବୁ ପ୍ରକାରର ପ୍ରସ୍ତୁତି ଚାଲିଥାଏ। ଘର ସାଜସଜ୍ଜା ଠାରୁ ଆରମ୍ଭ କରି ପେଣ୍ଟିଂ, ପରଦା ବଦଳାଇବା ଇତ୍ୟାଦି। କିନ୍ତୁ ପରଦା ବଦଳାଇବା ବେଳେ ଯତ୍ନବାନ ହେବା ଉଚିତ୍‌। କାରଣ ପରଦାର ରଙ୍ଗ ଅନୁସାରେ ଘରେ ସକାରାତ୍ମକ ବୃଦ୍ଧି ପାଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଅଗ୍ନି କୋଣ ସବୁଠାରୁ ଶୁଭ। ଏହି ଦିଗରେ ଭଗବାନଙ୍କୁ ସ୍ଥାପନା କରାଯିବା ଉଚିତ୍‌। ପୂଜା ଘରେ ହାଲ୍‌କା ହଳଦିଆ କିମ୍ବା କମଳା ରଙ୍ଗର ପରଦା ଲଗାଯିବା ଉଚିତ୍‌। ଏହି ଦୁଇଟି ରଙ୍ଗକୁ ଶୁଦ୍ଧତାର ପ୍ରତୀକ ଭାବରେ ବିବେଚନା କରାଯାଏ। ପୂଜା କରିବା ସମୟରେ ଏହି ରଙ୍ଗ ଆମ ମନକୁ ପ୍ରଭାବିତ କରିଥାଏ।

ପିଲାଙ୍କ ରୁମ୍‌ର ପରଦା: ବାସ୍ତୁ ଅନୁଯାୟୀ, ପିଲାମାନଙ୍କ କୋଠରୀରେ ହାଲ୍‌କା ନୀଳ, ସବୁଜ କିମ୍ବା ଗୋଲାପୀ ରଙ୍ଗର ପରଦା ଲଗାଯିବା ଉଚିତ୍‌। ଏହି ରଙ୍ଗ ଦ୍ୱାରା ପିଲାମାନଙ୍କଠାରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ସେମାନଙ୍କ ମନ ଶାନ୍ତ ରହିଥାଏ। ସବୁଜ ଏବଂ ନୀଳ ରଙ୍ଗକୁ ଶାନ୍ତି ଏବଂ ସୁସ୍ଥତାର ପ୍ରତୀକ ଭାବରେ ବିବେଚନା କରାଯାଏ।

ନବବିବାହିତଙ୍କ ରୁମ୍‌ ପାଇଁ: ନବ ବିବାହିତଙ୍କ ରୁମ୍‌କୁ ଭଲ ଭାବରେ ସଜାଯିବା ଉଚିତ୍‌। ଏହି କୋଠରୀରେ ଲାଲ, ବାଇଗଣୀ କିମ୍ବା ଗୋଲାପୀ ରଙ୍ଗର ପରଦା ଲଗାଇଲେ ଭଲ। ଲାଲ ରଙ୍ଗର ପରଦା ଦାମ୍ପତ୍ୟ ଜୀବନରେ ଖୁସି ଅଣିଥାଏ। ଏଥିସହ ପରିବାରରେ ସମ୍ମାନର ଭାବନା ବୃଦ୍ଧି ପାଇଥାଏ।
ଘରର ଡାଇନିଂ ନିକଟରେ କିମ୍ବା ଉକ୍ତ ଘରର କବାଟ, ଝରକାରେ ବାଦାମୀ ରଙ୍ଗର ପରଦା ଲଗାଇଲେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri