Posted inଖେଳ

ସଚିନ ତେନ୍ଦୁଲକରଙ୍କ ଟ୍ରାଉଜର୍‌ ପିନ୍ଧିଥିଲେ ଏହି ମହାନ୍‌ ଖେଳାଳି

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବଦାନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଛନ୍ତି। ଯେ କହିଛନ୍ତି ଯେ ଥରେ ସଚିନ ତେନ୍ଦୁଲକର ତାଙ୍କୁ ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କ ଟ୍ରାଉଜର ବଦଳାଇବାକୁ କହିଥିଲେ। ୨୦୦୨ ରେ କଟକ ଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ବାଦାନୀ କହିଥିଲେ ଯେ ଶ୍ରୀନାଥ ବହୁତ ନର୍ଭସ ଥିଲେ ଏବଂ ସଚିନ ତାଙ୍କ ମନୋବଳକୁ ଠିକ କରିବା ପାଇଁ ତାଙ୍କ ସହ ଥଟ୍ଟା କରିବାକୁ ଚିନ୍ତା କରିଥିଲେ। ମୁଁ ସେହି ମ୍ୟାଚରେ ଖେଳୁ ନ ଥିଲି, ତେଣୁ ସଚିନ ମୋ ପାଖକୁ ଆସି ଶ୍ରୀନାଥଙ୍କ ସହ ଏକ ଥଟ୍ଟାରେ ଏକ ଖେଳ ଖେଳିବାକୁ କହିଥିଲେ। ସେ କହିଥିଲେ, ତୁମେ ମୋ ଟ୍ରାଉଜରକୁ ନେଇ ଯାଇ ଶ୍ରୀନାଥଙ୍କ କିଟ ବ୍ୟାଗରେ ରଖି ତାଙ୍କୁ ଟ୍ରାଉଜରକୁ ଅନ୍ୟ କୌଣସି ସ୍ଥାନରେ ରଖିଦିଅ। ଶ୍ରୀନାଥଙ୍କ ଟ୍ରାଉଜର ପ୍ରତି ତାଙ୍କ ଆଉ ଧ୍ୟାନ ନ ଥିଲା। ସେ ଛଅ ଫୁଟ ଦୁଇ ଇଞ୍ଚ ଏବଂ ସଚିନ ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଥିଲେ। ଜାଣି ନ ପାରି ସେ ସଚିନଙ୍କ ଛୋଟ ଟ୍ରାଉଜର ପିନ୍ଧିବା ଆରମ୍ଭ କରିଥିଲେ। ଟ୍ରାଉଜର ପିନ୍ଧି ସିଧାସଳଖ ମ୍ୟାଚ୍‌ ଖେଲିବା ପାଇଁ ପଡିଆକୁ ଗଲେ। ସେ ଗୋଟିଏ ଓଭର ମଧ୍ୟ ଫିଙ୍ଗିଥିଲେ। ଓଭର ଫିଙ୍ଗିବା ପରେ ଶ୍ରୀନାଥ ଦେଖିଲେ ଯେ ପୁରା ଦଳ ତାଙ୍କୁ ଦେଖି ହସୁଛନ୍ତି। ଏହା ପରେ ସେ ଜାଣିପାରି ଡ୍ରେସିଂ ରୁମକୁ ଯାଇ ପ୍ୟାଣ୍ଟ ବଦଳାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri