ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ମନୀଷ: ଇନଷ୍ଟାରେ ଲେଖିଲେ ଛଅ ପୃଷ୍ଠାର ଚିଠି

ମୁମ୍ବାଇ: ସୁପରହିଟ୍‌ ରିଆଲିଟି ଶୋ’ ‘ବିଗ୍‌ ବସ’ରୁ ବାହାରିବା ପରେ ଲୋକପ୍ରିୟ ହୋଇଥିବା ଟେଲି ଷ୍ଟାର ସୃଷ୍ଟି ରୋଡେଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ପ୍ରେମିକ ମନୀଷ ନାଗଦେବଙ୍କଠାରୁ ଅଲଗା ହେବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ଶେଷରେ ମନୀଷ ଏ ନେଇ ମୁହଁ ଖୋଲିଛନ୍ତି। ସୃଷ୍ଟିଙ୍କ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ସେ କହିବା ସହ ନିଜର ଇନଷ୍ଟା ପୃଷ୍ଠାରେ ଛଅ ପୃଷ୍ଠାର ଚିଠି ଲେଖି ମନକଥା କହିଛନ୍ତି।

ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌ ହେବାର ଛଅ ମାସ ପରେ ମନୀଷ ପୂର୍ବରୁ ଭଲ ପାଇବା ସହ ଏବଂ ଏବେ ହୋସ୍‌ରେ ଚିଠି ଲେଖୁଛନ୍ତି ବୋଲି କହିଛନ୍ତି। ଗୋଟିଏ ଫୋନ୍‌ କଲରେ ସମ୍ପର୍କ ତୁଟାଇଥିଲେ ସୃଷ୍ଟି। ନିଜ କ୍ୟାରିଅରର ଭଲ ସମୟରେ ସେ ଅଛନ୍ତି। ତେଣୁ କାହା ସହ ସମ୍ପର୍କରେ ରହିବାକୁ ଚାହୁଁ ନ ଥିବା ସେ କହିଥିଲେ ବୋଲି ମନୀଷ ଚିଠିରେ ଉଲ୍ଲେଖ କରିଛନ୍ତି।

ସୃଷ୍ଟିଙ୍କ ବିରୋଧରେ ଅଭିଯୋଗ କରି ମନୀଷ କହିଛନ୍ତି, ସେ ବିଗ୍‌ବସ୍‌ରେ ଥିବା ବେଳେ ତାଙ୍କ ପ୍ରଚାର ଦାୟିତ୍ୱ ମନୀଷଙ୍କ ଉପରେ ଥିଲା। ସୋସିଆଲ ମିଡିଆ ଆକାଉଣ୍ଟରୁ ଆରମ୍ଭ କରି ପିଆର୍‌ ପର୍ଯ୍ୟସ୍ତ ସେ ସବୁ ସମ୍ଭାଳୁଥିଲେ। ହେଲେ ଶୋ’ରୁ ବାହାରିବା ପରେ ଧନ୍ୟବାଦ ସେ କହି ନ ଥିବା ମନୀଷ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ...

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri