ଚୌଦ୍ୱାର,୨୭ା୧୧(ଆଶୁତୋଷ ଦାସ): ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ପୂଜାରିଣୀ ନାମକ ଯାତ୍ରୀବାହୀ ବସ୍ ଚୌଦ୍ୱାର ଓଟିଏମ ଛକ ଲିବ୍ରା ଗେଟ୍ ସମ୍ମୁଖ ଓଭରବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ବସ୍ (0D 05 B 4485)।
ସୂଚନାଯୋଗ୍ୟ, ଆହତଙ୍କୁ କଟକ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି।
Dharitri – Odisha’s No.1 Odia Daily

