ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ  ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିଥାଏ। ୪ ମାସ ବ୍ୟବଧାନରେ ଏହି ଟଙ୍କା ୨୦୦୦ ଟଙ୍କା ଲେଖାଏ ମିଳିଥାଏ। ଏହି ଟଙ୍କା ନିୟମିତ ବ୍ୟବଧାନରେ ମିଳିବା ପାଇଁ କିଛି କାମ କରିବା ଜରୁରୀ। ଯଦି ଆପଣଙ୍କ କଓ୍ବୋଇସି  ଅପ୍‌ଡେଟ୍‌୍‌ ନାହିଁ, ନଚେତ ମୋବାଇଲ ନମ୍ବର ଅପ୍‌ଡେଟ୍‌ ନାହିଁ ତେବେ ଏହା ବିଳମ୍ବ ହୋଇପାରେ। ଆସନ୍ତୁ ଜାଣିବା…
ଯଦି ଆପଣଙ୍କୁ ପିଏମ୍‌ କିଷାନ ଯୋଜନାର ଲାଭ ମିଳିଥାଏ ତେବେ ଯଥାଶୀଘ୍ର ପିଏମ୍‌ କିଷାନ ପୋର୍ଟାଲ ନଚେତ ନିକଟତମ ସିଏସ୍‌ସି(କମନ୍‌ ସର୍ଭିସ ସେଣ୍ଟର) ଜରିଆରେ ନିଜର କଓ୍ବୋଇସି ପୂରଣ କରନ୍ତୁ।
ପିଏମ୍‌ କିଷାନ ଓ୍ବେବସାଇଟ୍‌ ଅନୁସାରେ,ଏଥିପାଇଁ ରେଜିଷ୍ଟର୍ଡ କିଷାନ ପାଇଁ ଇ-କଓ୍ବୋଇସି ଅନିବାର୍ଯ୍ୟ। ଓଟିପି ଇ-କଓ୍ବୋଇସି ପିଏମ୍‌ କିଷାନ ପୋର୍ଟାଲରେ ଉପଲବ୍ଧ ନଚେତ ବାୟୋମେଟ୍ରିକ ଆଧାରିତ ଇ-କଓ୍ବୋଇସି ଲାଗି ନିକଟତମ ସିଏସ୍‌ସି କେନ୍ଦ୍ର ସମ୍ପର୍କ କରାଯାଇପାରିବ।
ପିଏମ୍‌ କିଷାନ ଯୋଜନା ଲାଗି ମୋବାଇଲ ନମ୍ବର ଅପ୍‌ଡେଟ୍‌:
-ଆଧିକାରିକ ଓ୍ବେବ୍‌ସାଇଟ୍‌ http://pmkisan.gov.in କୁ ଯାଆନ୍ତୁ
-ହୋମ୍‌ପେଜ୍‌ ‘Farmer corner’ ଅପଶନକୁ ଯାଆନ୍ତୁ।
-ମୋବାଇଲ ନମ୍ବର ଅପଡେଟ୍‌ କରନ୍ତୁ ଅର୍ଥାତ ଡିଟେଲ୍‌ ଅପ୍‌ଡେଟ୍‌ କରିବା ଦ୍ୱାରା ସମ୍ବନ୍ଧିତ ବିକଳ୍ପ କ୍ଲିକ୍‌ କରନ୍ତୁ।
-ରେଜିଷ୍ଟ୍ରେଶନ ନମ୍ବର ଅର୍ଥାତ ଆଧାର ନମ୍ବର ଜରିଆରେ ନିଜର ଡିଟେଲ୍‌ ଖୋଜନ୍ତୁ
-ଦିଆଯାଇଥିବା ଫିଲ୍ଡରେ ନିଜର ପଞ୍ଜିକରଣ ନମ୍ବର ଅର୍ଥାତ ଆଧାର ନମ୍ବର ଦାଖଲ କରନ୍ତୁ।
-ସ୍କ୍ରିନରେ ଦେଖାଯାଇଥିବା କ୍ୟାପ୍‌ଚା କୋଡ ଦାଖଲ କରନ୍ତୁ
-ଏବେ ସବ୍‌ମିଟ୍‌ ଉପରେ କ୍ଲ୍‌ିକ୍‌ କରନ୍ତୁ
-ସବ୍‌ମିଟ୍‌ କରିବା ପରେ ନିଜର ମୋବାଇଲ ନମ୍ବର ଅପ୍‌ଡେଟ୍‌ ଅଥବା ସଠିକ୍‌ କରିବା ସ୍କ୍ରିନରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ।
ପିଏମ୍‌ କିଷାନ ଯୋଜନା ଲାଗି ବେନିଫିଶିଆରୀ ଷ୍ଟାଟସ କିଭଳି ଚେକ୍‌ କରିବେ:
-ପିଏମ୍‌ କିଷାନର ଆଧିକାରୀକ ଓ୍ବେବସାଇଟ pmkisan.gov.inକୁ ଯାଆନ୍ତୁ
-ନିଜର ଆଧାର ନମ୍ବର କିମ୍ବା ଆକାଉଣ୍ଟ ନମ୍ବର ଦାଖଲ କରନ୍ତୁ
-ନିଜର ପେମେଣ୍ଟ ହିଷ୍ଟ୍ରି ଏବଂ ଏଲିଜିବିଲିଟି ଭେରିଫାଏ କରନ୍ତୁ

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri