୧୩,୭୩୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଯୋଗ୍ୟତା ଓ ସମୟସୀମା

ନୂଆଦିଲ୍ଲୀ,୧୮ା୧୨: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏସବିଆଇ ଏକ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ୧୩,୭୩୫ କିରାଣୀ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ନିମନ୍ତ୍ରଣ କରିଥିବା ବେଳେ ଏଥିନିମନ୍ତେ ଆବେଦନ ଆରମ୍ଭ ହୋଇଯାଇଛି।

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in ରୁ ଆବେଦନ କରିପାରିବେ। ଏସବିଆଇ କ୍ଲର୍କ ନିଯୁକ୍ତି

୨୦୨୪ ପାଇଁ ଆବେଦନ କରିବାର ଶେଷ ତାରିଖ ୭ ଜାନୁଆରୀ ୨୦୨୫ ରହିଛି।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪: ଗୁରୁତ୍ୱପୂର୍ଣ୍ଣ ତାରିଖ।
ଆବେଦନ ଆରମ୍ଭ ତାରିଖ: ୧୭ ଡିସେମ୍ବର ୨୦୨୪।
ଆବେଦନ କରିବାର ଶେଷ ତାରିଖ: ୭ ଜାନୁଆରୀ ୨୦୨୫।
ପ୍ରିଲିମ ପରୀକ୍ଷା: ସମ୍ଭବତ ଫେବୃଆରୀ ୨୦୨୫।
ମେନ୍ ପରୀକ୍ଷା: ସମ୍ଭବତ ମାର୍ଚ୍ଚ / ଏପ୍ରିଲ୍ ୨୦୨୫।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ଜରୁରୀ ଯୋଗ୍ୟତା:

କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ (IDD) ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ, କିନ୍ତୁ ଏହା ଡିସେମ୍ବର ୩୧, ୨୦୨୪ ରେ କିମ୍ବା ପୂର୍ବରୁ ହେବା ଉଚିତ୍।

ସେହିଭଳି ପ୍ରାର୍ଥୀଙ୍କ ବୟସ ସୀମା ୧.୦୪.୨୦୨୪ ସୁଦ୍ଧା ୨୦ ବର୍ଷରୁ କମ୍ କିମ୍ବା ୨୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ, ଅର୍ଥାତ୍ ପ୍ରାର୍ଥୀ ୨.୦୪.୧୯୯୬ ପୂର୍ବରୁ ଏବଂ ୧.୦୪.୨୦୦୪ ପରେ (ଉଭୟ ଦିନ ଅନ୍ତର୍ଭୂକ୍ତ) ହେବା ଉଚିତ୍ ନୁହେଁ।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ଚୟନ ପ୍ରକ୍ରିୟା:

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ଚୟନ ପ୍ରକ୍ରିୟାରେ ଅନଲାଇନ୍ ପରୀକ୍ଷା ହେବ। ପରୀକ୍ଷଣର ଦୁଇଟି ପର୍ୟ୍ୟାୟ ହେବ। ଗୋଟିଏ ପ୍ରିଲିମ ପରୀକ୍ଷା ଏବଂ ଅନ୍ୟଟି ମେନ୍ ପରୀକ୍ଷା। ଆବେଦନକାରୀମାନଙ୍କୁ ଚୟନ କରିଥିବା ଭାଷାରେ ପରୀକ୍ଷା ଦେବାକୁ ପଡିବ। ପ୍ରିଲିମ ପରୀକ୍ଷାରେ ୧୦୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ରହିବ। ପରୀକ୍ଷାର ସମୟ ଅବଧି ୧ ଘଣ୍ଟା ହେବ।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ଆବେଦନ ଶୁଳ୍କ:

ଜେନେରାଲ / OBC / EWS ବର୍ଗ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା। ଯେଉଁଠାରେ AC / ST / PWBD / XS / DXS ବର୍ଗ ପ୍ରାର୍ଥୀମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri