୩ ଦିନ ପାଇଁ ମୋ’ ବସ୍‌ କଟକଣା: ଏସବୁ ରାସ୍ତା ଦେଇ ଯିବା ମନା

ଭୁବନେଶ୍ୱର,୨୯ା୧୧: ଶୁକ୍ରବାରଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହନ ଚଳାଚଳ ବାରଣ ରହିଛି।

ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲ୍‌କୋ ଛକ ଯାଏ କଟକଣା ରହିଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏଥିପାଇଁ ବିଭିନ୍ନ ରୁଟ୍‌ରେ ମୋ’ ବସ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ୯,୧୦,୧୧,୧୨, ଏଇ-୧, ଏଇ-୨,୧୩,୧୭,୨୦,୨୧,୨୨-ଏ, ୨୩,୨୫,୨୬,୨୭,୨୮,୩୦, ୩୧, ୩୨, ୩୬, ୩୭, ୩୮, ୩୯,୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ’ ବସ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଧରି କାର୍‌ ଅଟକାଇଲେ ୨ ଯୁବକ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଆତଙ୍କ ଖେଳାଇଲେ

ପାଟଣା,୨୨ା୧(ବୀର କିଶୋର ଦାଶ): ରାସ୍ତା ଉପରେ ପୋଲିସ କିମ୍ବା ଆର୍ମିର ବେଆଇନ ବନ୍ଧୁକ ଧରି ଏକ ବୋଲେରୋ ଓ ଏକ କାର୍‌କୁ ଅଟକାଇବା ଭଳି ଫଟୋ...

ସରକାର ନେଲେ ବଡ଼ ନିଷ୍ପତ୍ତି: ଗୁଟ୍‌ଖା, ସିଗାରେଟ୍‌-ବିଡି ସବୁ ବ୍ୟାନ୍‌

ଭୁବନେଶ୍ୱର,୨୨।୧(ସୁଚିସ୍ମିତା ସାହୁ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍‌ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ...

ବୃଦ୍ଧି ହେବ ଅଟଳ ପେନସନ ଯୋଜନାର ପେନସନ? ବଜେଟରେ ହେବ ଘୋଷଣା!

ନୂଆଦିଲ୍ଲୀ,୨୨।୧: ବଜେଟରେ ସରକାର ଅଟଳ ପେନସନ ଯୋଜନା ଅଧୀନରେ ପେନସନ ବୃଦ୍ଧି କରିବେ କି? ଅଟଳ ପେନସନ ଯୋଜନାର ଅନେକ ଗ୍ରାହକଙ୍କ ମନରେ ଏହି ପ୍ରଶ୍ନ...

ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୭ ଶ୍ରମିକଙ୍କ ମୃତ୍ୟୁ

ରାୟପୁର, ୨୨।୧:  ଛତିଶଗଡ଼ର ବଲୋଦା ବଜାର ଜିଲାରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହା ଫଳରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।...

ଶ୍ରୀମନ୍ଦିର ଉପରେ ଉଡ଼ାଉଥିଲେ ଡ୍ରୋନ୍‌, ଅଭିଯୁକ୍ତଙ୍କୁ ପୋଲିସ କାବୁ କରି…

ପୁରୀ,୨୨ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି। କିଛି ଦିନ ବ୍ୟବଧାନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳୁଛି। ତେବେ...

ଭାଜପା ବିଧାୟକଙ୍କ ଦ୍ୱିତୀୟ ବିବାହକୁ ନେଇ ଉଠିଲା ବିବାଦ: ପ୍ରଥମ ସ୍ତ୍ରୀ କଲେ…

କୋକାତା,୨୨।୧: ପଶ୍ଚିମବଙ୍ଗର ଖଡ଼ଗପୁର ସଦରର ଭାଜପା ବିଧାୟକ ଏବଂ ପ୍ରସିଦ୍ଧ ଅଭିନେତା ହିରନ ଚାଟାର୍ଜୀ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆଇନଗତ ସମସ୍ୟାରେ ଫସିଥିବା ଜଣାପଡ଼ିଛି।...

ବଂଶଧାରା ବସନ୍ତ ମହୋତ୍ସବକୁ ନେଇ ସାର୍ବଜନିକ ଅଭିଯୋଗ, ଅନୁମତି ବିନା…

ଗୁଣୁପୁର,୨୨।୧(ସଂକେତ ପାତ୍ର ): ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ପ୍ରତିବର୍ଷ ଆୟୋଜିତ “ବଂଶଧାରା ବସନ୍ତ ମହୋତ୍ସବ” କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି ।...

1984 Anti-Sikh Riots: ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୧: ରାଜଧାନୀ ଦିଲ୍ଲୀରେ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ଏକ ମାମଲାରେ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ଆଜି (ଜାନୁଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri