କାର୍ଯ୍ୟସ୍ଥଳରେ ଖରାପ ବୈଷୟିକ ସୁବିଧା କାରଣରୁ ୪୦% ଭାରତୀୟ ଛାଡ଼ିବେ ଚାକିରି: ରିପୋର୍ଟ

ନୂଆଦିଲ୍ଲୀ,୯/୧୧: ଗୁରୁବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଆସନ୍ତ ୬ ମାସରେ ୪୦ ପ୍ରତିଶତ ଭାରତୀୟ ସେମାନଙ୍କର ଚାକିରି ଛାଡିପାରନ୍ତି। ଏହାର କାରଣ ହେଉଛି କାର୍ଯ୍ୟସ୍ଥଳରେ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସୁବିଧା ଉପଲବ୍ଧ କରାଯାଉନାହିଁ।

ସଫ୍ଟୱେୟର କମ୍ପାନୀ ଅନୁଯାୟୀ, ୯୩% ୮୭% କର୍ମଚାରୀ ଅନୁଭବ କରୁଛନ୍ତି ଯେ, ଖରାପ ବୈଷୟିକ କାରଣରୁ କମ୍ପାନୀର ଉତ୍ପାଦକତା ହ୍ରାସ ପାଇଛି। ତେବେ ଅନେକ ଭରତୀୟ କର୍ମଚାରୀ କୁହନ୍ତି ଯେ, ସେମାନଙ୍କୁ ଅନ୍ୟ କମ୍ପାନୀ ମିଳୁଥିବା ଅଫର ବହୁ ମାତ୍ରାରେ ବୈଷୟିକ ସ୍ଥିତି ଉପରେ କରିଥାଏ। ସେହିଭଳି ବହୁତ ଲୋକ(୩୪%) କୁହନ୍ତି ଏହା ବହୁତ ଜଟିଳ ମାମଲା, ଏବଂ ପ୍ରାୟ ୫୦% ଲୋକେ କୁହନ୍ତି କି ଏହା ଅଧିକ ପ୍ରାଥମିକତା ହୋଇଥାଏ।

ସେହିଭଳି ଯେତେବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କଥା ଆସେ, ପ୍ରାୟ ୯୮ ପ୍ରତିଶତ ଭାରତୀୟ ଶ୍ରମିକ କହିଥିଲେ ଯେ ଜେନେରେଟିଭ୍ ଏଇ ସାହାଯ୍ୟକାରୀ ଏବଂ ଚମତ୍କାର ଏବଂ ୯୪ ପ୍ରତିଶତ ଲୋକ ସ୍ୱୟଂଚାଳିତ ବିଷୟରେ ସମାନ କଥା କହିଛନ୍ତି। ଅଧିକାଂଶ ଶିକ୍ଷିତ କର୍ମଚାରୀ (୮୮ ପ୍ରତିଶତ) ଏବଂ ନେତା (୯୪ ପ୍ରତିଶତ) ବିଶ୍ୱାସ କରନ୍ତି ଯେ ସେମାନଙ୍କ କମ୍ପାନୀଗୁଡିକ ଜେନେରେଟିଭ୍ ଏଆଇ ବ୍ୟବହାର କରିବା ଉଚିତ୍, ୬ ପ୍ରତିଶତ ତଥାପି ଦ୍ୱିଧାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri