ନୂଆବର୍ଷରେ ନୂଆ ସଂକଳ୍ପ

ନୂଆବର୍ଷର ଅବସର ସମସ୍ତଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। ତେଣୁ ଏଇ ଦିନ ଆସିବା ମାତ୍ରେ ହିଁ ଜୀବନକୁ ସକାରାତ୍ମକ ଭାବରେ ଜିଇଁବା ଲାଗି ଅନେକେ କିଛି ସଂକଳ୍ପ ନେଇଥାନ୍ତି। କିନ୍ତୁ ପରେ କାର୍ଯ୍ୟବ୍ୟସ୍ତତା ଭିତରେ ରହି ସେ ସବୁକୁ ପାଳନ କରିବାକୁ ଭୁଲିଯାନ୍ତି। ହେଲେ ଏଠାରେ ମନେରଖିବା ଉଚିତ ଯେ, ସମୟ କେବେ ବି ଆମ ଜୀବନରେ ପରିବର୍ତ୍ତନ ଆଣିପାରିବ ନାହିଁ ବରଂ ନିଜର ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ହିଁ ଆମେ ଆମ ଜୀବନକୁ ଠିକ୍‌ ଭାବେ ଜିଇଁପାରିବା ଆଉ ଖୁସିରେ ରହିପାରିବା। ତେଣୁ ନୂଆବର୍ଷ ଅବସରରେ ବେଶି ନ ହେଲେ ବି ଅନ୍ତତଃ ଏଇ କେତୋଟି କଥା ପ୍ରାୟ ସମସ୍ତେ ମାନିବା ନିହାତି ଆବଶ୍ୟକ।

ଯେମିତିକି- ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା। ଯେତେ କାମ ଥାଉ ପଛେ ଠିକ୍‌ ସମୟରେ ଖାଇବା ଆଉ ଠିକ୍‌ ସମୟରେ ଶୋଇବା। କାରଣ ଏହି ଦୁଇଟି ହିଁ ହେଉଛି ସୁସ୍ଥ ରହିବାର ସବୁଠୁ ସହଜ ଉପାୟ। ଏଥିସହିତ ପ୍ରତିଦିନ ହାଲ୍‌କା ବ୍ୟାୟାମ କରିବା ବି ଜରୁରୀ। ଦ୍ୱିତୀୟରେ ନିଜ ପାଇଁ ଓ ନିଜ ପରିବାର ପାଇଁ ସମୟ ବାହାର କରିବା। କାରଣ ଜୀବନ କ୍ଷଣସ୍ଥାୟୀ। କେତେବେଳେ କ’ଣ ହେବ କେହି କହି ପାରିବେନି। ତେଣୁ ଯେତିକି ଦିନ ବଞ୍ଚତ୍ବା ଖୁସିରେ ବଞ୍ଚତ୍ବା ଓ ଅନ୍ୟକୁ ଖୁସି ଦେବା। ମନରୁ ହିଂସା, ବାଦ, ଅହଂକାର, ଈର୍ଷା, ଲୋଭ ଦୂରେଇ ପରକୁ ଆପଣାର କରିବା ଆଉ ଅନ୍ୟର ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେବା ହେଉଛି ସବୁଠୁ ବଡ଼ ମଣିଷପଣିଆ।


Enter your email to get our daily news in your inbox.

All Right Reserved By Dharitri.Com

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା। ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri