ଶୀତଦିନେ ଶିଶୁର ଯତ୍ନ

ଶୀତଦିନେ ଶିଶୁଙ୍କୁ ଥଣ୍ଡା, କାଶ, ଜ୍ୱର ଏବେ ଇନ୍‌ଫେକ୍‌ଶନ ଆଦିରୁ ରକ୍ଷାକରିବା ନିମନ୍ତେ ସଚେତନ ରହିବା ଜରୁରୀ। ଏଥିପାଇଁ କ’ଣ ସବୁ କରିବେ ଜାଣି ରଖନ୍ତୁ ।

ଶୀତଦିନେ ଶିଶୁଙ୍କୁ ନଖଉଷୁମ ପାଣିରେ ସ୍ନାନ କରାନ୍ତୁ। ସ୍ନାନ ପାଣିରେ ଆଣ୍ଟି ବ୍ୟାକ୍ଟେରିଆଲ ଲିକ୍ୟୁଡ୍‌ ପକାଇ ସେଥିରେ ଟାୱେଲ ଭିଜାଇ ପୋଛି ଦିଅନ୍ତୁ। ଯଦି ଅତ୍ୟଧିକ ଥଣ୍ଡା ହେଉଥାଏ ତେବେ ଦୁଇଦିନରେ ଥରେ ସ୍ନାନ କରାନ୍ତୁ।
ଶିଶୁଙ୍କୁ ଶୀତଦିନେ ଇନ୍‌ଫେକ୍‌ଶନରୁ ରକ୍ଷା କରିବା ନିମନ୍ତେ ଦିନକୁ ଦୁଇଥର ପୋଷାକ ବଦଳାନ୍ତୁ।
ପ୍ରତିଦିନ ତେଲ ମାଲିସ ନିଶ୍ଚୟ କରନ୍ତୁ। ତେଲକୁ ହାଲୁକା ଉଷୁମ କରି ମାଲିସ କଲେ ଭଲ।
ଶିଶୁଙ୍କୁ ଶୀତଦିନେ ଖରାକୁ ନିଶ୍ଚୟ ନିଅନ୍ତୁ। ଫଳରେ ସେମାନଙ୍କୁ ଭିଟାମିନ୍‌ ଡି ମିଳିବ ଓ ହାଡ଼ ମଜଭୁତ ହେବ।
ଶୀତଦିନେ ପିଲାଙ୍କୁ ଥଣ୍ଡାର ପ୍ରକୋପରୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର ପିନ୍ଧାନ୍ତୁ କିନ୍ତୁ ସେମାନଙ୍କ ଉପରେ ଅତ୍ୟଧିକ ଓଜନିଆ କପଡ଼ା ଲଦନ୍ତୁ ନାହିଁ।
ଶିଶୁ ରହିଥିବା ରୁମରେ ହିଟର ବ୍ୟବହାର କରନ୍ତୁ ନାହିଁ। ରୁମ୍‌ ହିଟରରୁ ବାହାରୁଥିବା ଗରମ ଓ ଶୁଖିଲା ପବନ ଶିଶୁର ଶରୀର ପାଇଁ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri