ବଶିଷ୍ଠକୁଁ ଉଧାର କଲା ଡାକ୍‌ତରି ଦଲ: ଚିକିତ୍ସା ଲାଗି ବୁର୍ଲା ଡାକ୍‌ତରଖାନାରେ ଭରତି

ଲୋଇସିଂହା,୩।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ ନାଗ(୬୦) ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଅଭାବ ଅନାଟନ ଲାଗି ସେ ଚିକିସତ୍ିତ ନାଇଁ ହେଇପାରି ଘରେ ପଡ଼ିରହିଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସୁଆସ୍‌ତିଅ ବିଭାଗ ତାହାକୁ ଉଧାର କରି ଉଚ ଚିକିସତ୍ା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନାକେ ପଠେଇଛେ।
ପୂବର ସୂଚନା ହିସାବେ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ହରିଜନ ପଡ଼ାର ବଶିଷ୍ଠ ନାଗ। ପରିବାର କହେଲେ ମାଏକିନା ବୈଦେହି, ୩ ଝି ଆର ୩ ପୁଓକେ ନେଇ ତାକର ସଁସାର। ଜମିବାଡ଼ି ବଲି ବିଶେଷ କିଛି ନାଇଁ, ବଶିଷ୍ଠ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଇଥ୍‌ରେ ସେ ୩ ଝି’ ଆର ବଡ଼ପୁଓକେ ବିହାଚୁରା କରିଛନ୍‌। ଏହେଦେ ବଡ଼ପୁଓ ନିଜର କୁଟୁମ ଧରି ଉନିଆ ଆଡେ ରହୁଛନ୍‌। ବଶିଷ୍ଠକଁର ସାନପୁଓ ଝନେ ମେଧାବୀ ଛାତ୍ର। ସାନପୁଓକେ ନେଇ ସେ ଅନେକ ସପନ୍‌ ଦେଖିଥିଲେ, ହେଲେ ଦୁଖର କଥା ନିଜେ ବଶିଷ୍ଠ ୩ ବଛର ତଲେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ଅକରମା ହେଇଗଲେ। ଚିକିସତ୍ା ଲାଗି ସେ ଭିନେ ଭିନେ ଡାକ୍‌ତରଖାନା ଯାଇ ଉଷୋକଷା କଲେ। ଅଭାବ ପଡ଼ଲାରୁ ୧ ଏକର ଆଟ ବିକି ଚିକିସତ୍ା କରି ଶେଷେ ନିରାଶ ହେଲେ। ପରିବାରର ଏନ୍‌ତା ପରିସ୍ଥିତି ଦେଖି ମଝିଅଁା ପୁଓ ରମାକାନ୍ତ ପରିବାରର ବୋଝ ଉଠେଇଥିଲେ। ସେ ବସରେ ହେଲ୍‌ପରି କରି ପରିବାର ଚଲାବାର ସଂଗେ ସାନ ଭାଇକେ ପାଠ୍‌ ପଢ଼ଉଛନ୍‌। ବଶିଷ୍ଠକଁର ରୋଗ୍‌ ଆର ପରିବାରର ସମସିଆ ବାବ୍‌ଦେ ଧରିତ୍ରୀରେ ଟିକିନିଖିନୁ ଖବର ବାହାରିଥିଲା। ଇତାର ପରେ ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ସ୍ମୀତା ଶତପଥୀକଁର ନିରଦେଶରେ ଏମ୍‌ଏଚ୍‌ୟୁର ଡାକ୍‌ତରି ଦଲ ବଶିଷ୍ଠକୁଁ ଉଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭରତି କରିଥିଲେ। ସେଠାନେ ପ୍ରାଥମିକ ଚିକିସତ୍ା ଉତାରୁ ଉଚ ଚିକିସତ୍ା ଲାଗି ବଶିଷ୍ଠକୁଁ ବୁର୍ଲା ପଠାଯାଇଥିବାର ଡାକ୍‌ତରଖାନା ତରଫୁ ଜନାଯାଇଛେ। ସେଠାନେ ବୈଦେହି ବଶିଷ୍ଠକଁର ଦେଖ୍‌ଭାଲ କରୁଥିବାର ଥାନୀୟ ଅଙ୍ଗନଓ୍ବାଡି କରମୀ ସୂଚନା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri