ବିବାହକୁ ନେଇ ମନରେ କାହିଁକି ଆସେ ଏମିତି ପ୍ରଶ୍ନ

ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହାକୁ ନେଇ ଉଭୟ ଝିଅ ଓ ପୁଅଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶୀ ଚିନ୍ତିତ ଥା’ନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର କରିବା, ସେମାନଙ୍କ ସହ ନିଜକୁ ଖାପଖୁଆଇ ଚଳିବା ଝିଅଙ୍କ ଲାଗି ସେତେଟା ସହଜ ହୋଇ ନ ଥାଏ। ତେବେ ଏ ନେଇ ସାଧାରଣତଃ ଝିଅଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ପରିଚୟକୁ ନେଇ ପ୍ରଶ ୍ନ:
ଅନେକ ଝିଅ ଭାବନ୍ତି ବିବାହବନ୍ଧନରେ ବାନ୍ଧି ହେଲେ ସେମାନଙ୍କ ପରିଚୟ ହଜିଯାଇଥାଏ। ମାତ୍ର ଏପରି ଭାବିବା ଭୁଲ୍‌ ହୋଇଥାଏ। ବିବାହ ପରେ ଅନ୍ୟ ଏକ ପରିଚୟ ଆପଣଙ୍କ ସହିତ ଯୋଡ଼ି ହୋଇଯାଇଥାଏ। ଏହା ସହ ଆପଣଙ୍କ ସ୍ବାମୀ ମଧ୍ୟ ଆପଣଙ୍କୁ ଏକ ନୂଆ ନାମରେ ସମ୍ବୋଧିତ କରିଥାନ୍ତି।

ରାଗିବାକୁ ନେଇ ପ୍ରଶ୍ନ:
ଅନେକ ସମୟରେ ହସ, ମଜା ମଧ୍ୟ ଭାରି ପଡ଼ିଥାଏ। ଏହି କାରଣକୁ ନେଇ ଯଦି ସ୍ବାମୀ ରାଗିଯା’ନ୍ତି ତେବେ ଝିଅମାନେ ଚିନ୍ତାରେ ପଡ଼ିଯା’ନ୍ତି। ମାତ୍ର ଏତେ ଚିନ୍ତା ନ କରି କିଛି ଗୀତ ସ୍ବାମୀଙ୍କୁ ଶୁଣାନ୍ତୁ। ସେ ନିଶ୍ଚେ ମାନିଯିବେ।

ମା’ଙ୍କ ପାଖେ ଅଭିଯୋଗ:
ନିଜ ପ୍ରଶଂସା ଶୁଣିବାକୁ ପ୍ରାୟ ସବୁ ଝିଅ ପସନ୍ଦ କରିଥାନ୍ତି। ସେମାନେ ଚାହିଁ ନ ଥାନ୍ତି ଶାଶୁଘର ଲୋକ ତାଙ୍କ ବିଷୟରେ ମା’ଙ୍କ ପାଖେ ଅଭିଯୋଗ କରନ୍ତୁ।

ଜିନିଷ ବାଣ୍ଟିବାକୁ ନେଇ ପ୍ରଶ୍ନ:
ଅନେକ ଝିଅ ଅଛନ୍ତି ଯେଉଁମାନେ ସେମାନଙ୍କ ଜିନିଷ ଅନ୍ୟ କାହାକୁ ବାଣ୍ଟିବାକୁ ପସନ୍ଦ କରି ନ ଥାନ୍ତି। ତେଣୁ ଏହାକୁ ନେଇ ସେମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥାଏ॥


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri