ମନ ଖୋଜେ ସାଥୀ…

ସୃଷ୍ଟିର ନିୟମ ଅନୁସାରେ ପ୍ରତିଟି କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସଭିଙ୍କର ଜୀବନଶୈଳୀ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ସହିତ ଅନ୍ୟ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ସୃଷ୍ଟି ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହାଦ୍ୱାରା ସନ୍ତାନ ଉତ୍ପାଦନ ସମ୍ଭବ ହୋଇଥାଏ। ଡାରଉଇନ୍‌ଙ୍କ ଜୈବ ବିବର୍ତ୍ତନବାଦ ଅନୁସାରେ ଏହି ପ୍ରକ୍ରିୟା ହିଁ ଜୀବ ସୃଷ୍ଟିର ମୁଖ୍ୟ ଆଧାର। ତେବେ ଏକ ନିର୍ଦ୍ଦିଷ୍ଟ ବୟସରେ ହିଁ ଏଭଳି ଶାରୀରିକ ଏବଂ ମାନସିକ ସ୍ଥିତ ସୃଷ୍ଟି ହୋଇଥାଏ। ଏହି ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ପ୍ରାଣୀଙ୍କ ମଧ୍ୟରେ ସେତେଟା ଉନ୍ମାଦନା ସୃଷ୍ଟି ହୋଇ ନ ଥାଏ । ସମାଜତତ୍ତ୍ୱ ଅନୁସାରେ ୧୩ ବର୍ଷ ବୟସ ପରେ ମଣିଷଙ୍କ ମଧ୍ୟରେ ସାଥୀ ପ୍ରତି ଏକ ଅହେତୁକ ଭାବନା ଜାଗ୍ରତ ହୋଇଥାଏ। ମନ ସାଥୀ ଖୋଜିବା ସହିତ ଆଖିରୁ ନିଦ ବି ହଜିଯାଏ। ଏହି ବୟସଠାରୁ ସେକ୍ସ ହରମୋନର କ୍ଷରଣ ହେବା ଆରମ୍ଭ ହୋଇଥାଏ। ଫଳରେ ଉଭୟ କିଶୋରୀ ଓ କିଶୋର ପ୍ରଜନନ କ୍ଷମତା ହାସଲ କରିଥାନ୍ତି। କିଶୋରୀଙ୍କଠାରେ ଇଷ୍ଟ୍ରୋଜେନ ହରମୋନ୍‌ କ୍ଷରଣ ହେବାଯୋଗୁ ଗର୍ଭାଶୟ, ଡିମ୍ବାଣୁ ଓ ପ୍ରଜନନ ଆଦି ଅଙ୍ଗର ବିକାଶ ହୋଇଥାଏ। ସେହିପରି କିଶୋରଙ୍କ କ୍ଷେତ୍ରରେ ଏହି ବୟସଠାରୁ ଟେଷ୍ଟୋଷ୍ଟରନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଫଳରେ ଶୁକ୍ରାଣୁ ସହିତ ଅନ୍ୟ ପାରିପାର୍ଶ୍ୱିକ ପ୍ରଜନନ ସ୍ଥିତିରେ ବିକାଶ ହୁଏ। ସମାନ ଅବସ୍ଥା କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ବି ଦୃଷ୍ଟି ଗୋଚର ହୋଇଥାଏ। ଏହାକୁ କେହି ନ ଶିଖାଇଲେ ବି ଏହା ପ୍ରକୃତି ଦ୍ୱାରା ଆପେଆପେ ଉତ୍ପନ୍ନ ହୋଇଥାଏ ବୋଲି ଜୈବ ବିବର୍ତ୍ତନବାଦରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri