ଫିଟ୍‌ନେସ ପାଇଁ ମୁମ୍ବାଇ ରାସ୍ତାରେ ସାଇକେଲ ଚଲାଉଥିବା ନଜର ଆସିଲେ ଅଭିନେତ୍ରୀ, ଅଭିନେତା: ଚିହ୍ନିବା କଷ୍ଟକର

 

କରୋନା ସଙ୍କଟ ସମୟରେ ପରିସ୍ଥିତିରେ ଯେତେବେଳେ ଜିମ୍‌ ବନ୍ଦ ହୋଇଯାଏ, ସେହିସମୟରେ ବଲିଉଡ୍‌ ଏବଂ ଟିଭି ତାରକାମାନେ ନିଜକୁ ଫିଟ୍‌ ରଖିବା ପାଇଁ ସାଇକେଲ ଚଲାଇବା ମାଧ୍ୟମରେ ବ୍ୟାୟାମ କରୁଛନ୍ତି। ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଅନେକ ତାରକା ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି।

ତେବେ ଅଭିନେତା ରଣବୀର କପୁର ସାଇକେଲ ଚଲାଉଥିବାର ନଜର ଆସିଥିବା ବେଳେ ତାଙ୍କୁ ଦେଖି ଚିହ୍ନିବା କଷ୍ଟକର ହୋଇଯିବ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିଛନ୍ତି।


ଅଭିନେତ୍ରୀ ସାରା ଅଲ୍ଲୀ ଖାନ ତାଙ୍କ ଭାଇଙ୍କ ସହ ଅନେକ ଥର ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ଏଥର ତାଙ୍କୁ ଏକୁଟିଆ ସାଇକେଲ ଚଳାଉ ଥିବାଦେଖିବାକୁ ମିଳିଛିି।

ଅଭିନେତା ସୋରାଜ ପଞ୍ଚୋଲି ସାଇକେଲ ଚଳାଉଥିବାର ନଜର ଆସିଥିଲେ। ଏହି ସମୟରେ ସୁରଜ ଏକ କଳା ପୋଷାକ ପିନ୍ଧିଥିଲେ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ଶେଷ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ‘ସାଟେଲାଇଟ ଶଙ୍କର’ରେ ସୁରଜଙ୍କୁ ଦେଖିବାକୁ ମିଳିଥିଲା।

ଖତ୍ରୋ କେ ଖିଲାଡି ‘ସିଜନ ୧୦ ବିଜେତା କରିସ୍ମା ତନ୍ନା ମଧ୍ୟ ସାଇକେଲ ଚଲାଇଥିବା ନଜର ଆସିଛନ୍ତି।

ଅଭିନେତା ଡିନୋ ମୋରେଓ ତାଙ୍କ ଫିଟନେସ୍‌ ପାଇଁ କଠିନ ପରିଶ୍ରମ କରନ୍ତି । ବ୍ୟାୟାମ କରିବା ସମୟରେ ତାଙ୍କ ଫଟୋ ଜିମ୍‌ରେ ଭାଇରାଲ ହୋଇଥାଏ। ଡିନୋ ମଧ୍ୟ ଲକଡାଉନରେ ସାଇକେଲ ଚଳାଇ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri