ଉନ୍ନତି ପାଇଁ ମିଳିଲା ଉପାୟ
ଛେଣ୍ଡିପଦା,୧୨ା୧୨ (ଡି.ଏନ.ଏ.): ଆଇନ ସମ୍ପର୍କରେ ଥିଲେ ଅଜ୍ଞ। ଧରପଗଡ଼ କରୁ ନ ଥିଲା ପୋଲିସ। ଅବକାରୀ ବିଭାଗ ମଧ୍ୟ ଦେଖାଉ ନ ଥିଲା ନାଲି ଆଖି। ସେଥିପାଇଁ ବହୁଳ ଭାବେ କରାଯାଉଥିଲା ବେଆଇନ ଗଞ୍ଜେଇ ଚାଷ। ଅଧିକ ଲାଭ ମିଳୁଥିବାରୁ ଦୀର୍ଘବର୍ଷ…
ବଡ଼ତ୍ରିବିଡ଼ାରେ ଜବରଦଖଲ ଉଚ୍ଛେଦ
କଣିହାଁ,୧୧।୧୨(ଡି.ଏନ.ଏ.): କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମରେ କଣିହାଁ ତହସିଲ ତରଫରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଫୋର୍ସ ସହିତ କଣିହାଁ ତହସିଲଦାର ପତିତପାବନ ଦେବତା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ଜିଲାପାଲ ପ୍ରଭାତ ବିଶ୍ୱାଳ, ବିଦ୍ୟୁତ୍ ବିଭାଗ ସମେତ ଅନ୍ୟାନ୍ୟ…
ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ
ଆଠମଲ୍ଲିକ, ୧୧ା୧୨ (ଡି.ଏନ.ଏ.): ଛାତରୁ ପଲସ୍ତରା ଛାଡ଼ିଗଲାଣି। ଲୁହାରଡ୍ରେ କଳଙ୍କି ଲାଗି ଦୁର୍ବଳ ହୋଇଗଲାଣି। ଭିତ୍ତିଭୂମି ଭଲ ନ ଥିବାରୁ ଭୁଶୁଡ଼ିପଡ଼ିବା ଆଶଙ୍କା ବଢ଼ିଲାଣି। ହେଲେ ଏଥିପ୍ରତି ନା ଜନପ୍ରତିନିଧି ନା ପ୍ରଶାସନ, କେହି ବି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଫଳରେ…
ଆଦିବାସୀ ଯୁବତୀ ଯୁବକଙ୍କୁ ବିବାହ କରାଇଲେ
କଣିହାଁ, ୧୦ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ତାରିଣୀ ମନ୍ଦିରରେ ଅସହାୟ ଆଦିବାସୀ ଯୁବତୀ ଯୁବକଙ୍କ ବିବାହ କରାଇଛନ୍ତି ଯୁବ ଉଦ୍ୟୋଗୀ ଭରତ ସାହୁ। ଭରତଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ପ୍ରକାଶ ଯେ, କଣିହାଁ…
ଶୀତଳଭଣ୍ଡାର ଅଭାବରୁ ଶସ୍ତା
ବଇଣ୍ଡା,୧୦ା୧୨ (ପରିକ୍ଷିତ ସାହୁ): ମାସ ମାସର ହାଡ଼ଭଙ୍ଗା ପରିଶ୍ରମ। ତା’ ସାଙ୍ଗକୁ ବ୍ୟାଙ୍କ ଋଣର ବୋଝ। ଏସବୁ ସତ୍ତ୍ୱେ ଫଳାଇଥିବା ଫସଲରୁ ଚାଷୀଙ୍କୁ ମିଳିପାରୁନି ଲାଭ। ଖଟାଇଥିବା ଅର୍ଥ ଫେରିପାଇବା ତ ଦୂରର କଥା, ବରଂ ସହିବାକୁ ପଡ଼ୁଛି କ୍ଷତି। ସରକାର…
୧୧ କେଭି ବିଦ୍ୟୁତ୍ ତାରକୁ ନେଇ ଉତ୍ତେଜନା
ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି। ଘର ଉପରେ ଯାଇଥିବା ଏହି ହାଇଭୋଲଟେଜ ତାର ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଅଡ଼ି…
ଆଶା ବାନ୍ଧିଛି ଅନ୍ତୁଡ଼ିଶାଳ
ଅନୁଗୋଳ ଅଫିସ,୯ା୧୨: ଶେଷହେଲା ଶୃଙ୍ଖଳା ଶିକ୍ଷା। ପଢ଼ାଗଲା ଜନସାଧାରଣଙ୍କ ସହ ସମ୍ପର୍କ ରକ୍ଷାର ପାଠ। ଦିଆଗଲା ଶାରୀରିକ ଭାଷା, ଡ୍ରିଲ୍, ବନ୍ଧୁକ ଚାଳନା ଓ ଆଣ୍ଟି ନକ୍ସଲ ଟ୍ରେନିଂ। ଦୀର୍ଘ ଦେଢ଼ବର୍ଷର ତାଲିମ ପରେ ଏବେ କର୍ମକ୍ଷେତ୍ରକୁ ଓହ୍ଲାଇବେ ୧୨୬ ପୋଲିସ…
ଆଜି ପିଟିସିରେ ପାସିଂ ଆଉଟ ପରେଡ୍
ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା,…
‘ଦମନ’ ଦେଖିଲେ ସ୍ବାସ୍ଥ୍ୟକର୍ମୀ
ଅନୁଗୋଳ ଅଫିସ, ୮ା୧୨: ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିବା ଚଳଚିତ୍ର ‘ଦମନ’ ଦେଖିଛନ୍ତି ଅନୁଗୋଳର ସ୍ବାସ୍ଥ୍ୟକର୍ମୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାଣ୍ଡସରସ୍ଥିତ ସିନେପ୍ଲେକ୍ସ ହଲ୍ରେ ଏଥିଲାଗି ବ୍ୟବସ୍ଥା କରାଯାଇଥିଲା।…
ବନ୍ତଳା ଅଞ୍ଚଳରେ ମାତିଛନ୍ତି ଡକାୟତ
ଅନୁଗୋଳ ଅଫିସ, ୮ା୧୨: ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ପୁରୁଣା କଟକ-ସମ୍ବଲପୁର ରୋଡ୍ରେ ଡକାୟତ ଗ୍ୟାଙ୍ଗ୍ ମାତିଛନ୍ତି। ବେଡ଼ା ବସଲା ଛକରେ ସେମାନେ ଗାଡ଼ି ଚାଳକଙ୍କୁ ଅଟକାଇ ମାଡ଼ ମାରୁଛନ୍ତି। ଭୁଜାଲି ଦେଖାଇ ଭୟଭୀତ କରାଇବା ସହ ଟଙ୍କା ଓ…
ସ୍ବାର୍ଥରକ୍ଷା ପାଇଁ ସୁରକ୍ଷା
ଅନୁଗୋଳ ଅଫିସ, ୭।୧୨: ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି। ମୋବାଇଲ ଛଡ଼ାଇ ଭାଙ୍ଗି ଦିଆଯାଉଛି। ଆକ୍ରୋଶ ମନୋଭାବ ରଖି ହଇରାଣ କରାଯାଉଛି। ଦଲାଲଙ୍କ ପ୍ରବେଶ ରୋକିବା ପରିବର୍ତ୍ତେ ସେମାନଙ୍କ ସହ ସାଲିସ କରି ରୋଗୀ ଓ ସମ୍ପର୍କୀୟଙ୍କଠାରୁ ଅର୍ଥ…
ନିଃଶୁଳ୍କ ସେବା ନ ପାଇ ନିରାଶ
ଅନୁଗୋଳ ଅଫିସ, ୫ା୧୨:ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିବ ନିଃଶୁଳ୍କ ସେବା। ଉତ୍ତମ ଚିକିତ୍ସା ପାଇ ଉପକୃତ ହେବେ ଗରିବ ରୋଗୀ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନ କରାଯାଉଛି।…

