୨୯ରେ କୁଲାଡ଼ ଗ୍ରାମବାସୀଙ୍କ ଆନ୍ଦୋଳନ
ବଅଁରପାଳ,୨୬।୧୧(ଡି.ଏନ.ଏ.): ନାଲ୍କୋ ପାରିପାର୍ଶ୍ୱିକ ଗ୍ରାମ କୁଲାଡ଼ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଊଷାରାଣୀ ସ୍ବାଇଁ ଏହାର ନେତୃତ୍ୱ ନେଇଥିଲେ। ବୈଠକରେ କୁହାଯାଇଛି ଯେ, ନାଲ୍କୋ ପ୍ଲାଣ୍ଟ ନିକଟରେ ଥିବା କୁଲାଡ଼ ଗ୍ରାମବାସୀ ଦୀର୍ଘଦିନ ହେଲା ଧୂଳିଧୂଆଁରେ…
ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା
ଛେଣ୍ଡିପଦା,୨୬ା୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ହେଉ ନ ଥିବାରୁ ଶୁକ୍ରବାର ଶତାଧିକ ଛାତ୍ରୀଛାତ୍ରଙ୍କୁ ନେଇ ଅଭିବାବକ, ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ସେମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ…
ସହଜ ହେବ ସମାଧାନ
ଅନୁଗୋଳ ଅଫିସ, ୨୬ା୧୧: ଓ୍ବାର୍ଡରେ ଥିବା ସମସ୍ୟା ନେଇ ଆଉ ଧାଇଁବାକୁ ପଡ଼ିବନି ପୌର କାର୍ଯ୍ୟାଳୟକୁ। ପୌରାଞ୍ଚଳର ପ୍ରତି ଓ୍ବାର୍ଡରେ ନିର୍ମାଣ ହେବାକୁ ଥିବା ସ୍ଥାୟୀ ଓ୍ବାର୍ଡ ଅଫିସ ଜରିଆରେ ସହଜରେ ଏହାର ସମାଧାନ ହୋଇପାରିବ। ଏପରି କି ନିଜ ଅଞ୍ଚଳରେ…
ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଛେଦ
ଛେଣ୍ଡିପଦା,୨୫ା୧୧(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଜରପଡା ଥାନା କତଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ସରକାରୀ ଜାଗାରୁ ବୁଧବାର ସ୍ଥାନୀୟ ପୋଲିସ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛନ୍ତି। ଏହି ସରକାରୀ ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିଲେ। ଉକ୍ତ ଜବରଦଖଲ ହଟାଯିବା…
ବସଲାରେ ୩୩ ହାତୀ, ଲୋକେ ଭୟଭୀତ
ଅନୁଗୋଳ ଅଫିସ,୨୫ା୧୧: ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗ୍ରାମରେ ହାତୀପଲ ଆତଙ୍କ ଖେଳାଇ ଦେଇଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଆକ୍ରମଣ କରିବାକୁ ଗୋଡ଼ାଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରି କି ଗ୍ରାମର ସରୋଜ ଜେନାଙ୍କୁ ଦଳିଦେବାକୁ ଗୋଟିଏ…
ଫସଲ ନଷ୍ଟକଲେ ହାତୀପଲ
ବଅଁରପାଳ/ ବଇଣ୍ଡା,୨୩।୧୧ (ଡି.ଏନ.ଏ.): ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଛନ୍ତି। ଚାଷୀ ଚିତ୍ତରଞ୍ଜନ ସାହୁ, ବିଦ୍ୟାଧର ବେହେରା, ଅକ୍ଷୟ ବେହେରା, ଧନେଶ୍ୱର ବେହେରା, ଗଙ୍ଗାଧର ବେହେରା, ସନ୍ତୋଷ ଦାସ, ସତ୍ୟାନନ୍ଦ ସାହୁ, ଶ୍ରୀକାନ୍ତ ସାହୁ, ଉତ୍ତମ ପ୍ରଧାନ ଏବଂ…
ସୁଧାର ଆଣିପାରିବ ସଚେତନତା
ଛେଣ୍ଡିପଦା, ୨୩।୧୧ (ସ୍ବ.ପ୍ର.): ବଢ଼ୁଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି। ଖାଉଟିଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି ଲାଭଖୋର ବ୍ୟବସାୟୀ। ମାପ ଓଜନରେ ମଧ୍ୟ ଠକାଯାଉଛି ଗ୍ରାହକଙ୍କୁ। ଏପରି ଅସାଧୁ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ପ୍ରଶାସନ ପକ୍ଷରୁ ବିବିଧ ଶୃଙ୍ଖଳା ଟିମ୍…
ଅମଳ ବେଳେ ଅତ୍ୟଧିକ
ଆଠମଲ୍ଲିକ,୨୨ା୧୧ (ଡି.ଏନ.ଏ.): ଆଖି ଆଗରେ ଉଜାଡ଼ି ଦେଉଛନ୍ତି ଫସଲ। ପାଦରେ ଦଳି ନଷ୍ଟ କରୁଛନ୍ତି ଧାନ, ଆଖୁ ଓ ପରିବା ଚାଷ। ଖବର ଦେଲେ ବି ଘଉଡ଼ାଇବାକୁ ଯାଉନାହାନ୍ତି ବନ କର୍ମଚାରୀ। ବର୍ଷକର ଆହାର ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ହାତୀ…
ଧାନବିଲ ଜଗିଥିବା ସମୟରେ ଚାଷୀଙ୍କୁ ମାରିଦେଲା ହାତୀ
ମାଧପୁର,୨୧ା୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମରେ ଅଘଟଣ ଘଟିଛି। ଧାନବିଲ ଜଗିଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ହାବୁଡ଼ରେ ପଡ଼ି ଗ୍ରାମର ରମେଶ ସାହୁ…
ବିପଦ ବଢ଼ାଉଛି ବିଦ୍ୟୁତ୍ ଫାଶ
ଖମାର,୧୯ା୧୧ (ଡି.ଏନ.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍ ତାର। ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି ବନ୍ୟଜନ୍ତୁ। କୁଟୁରା, ବାର୍ହା, ଶମ୍ବର ଆଦି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବସାଯାଉଥିବା ଏହି ବିଦ୍ୟୁତ୍ ଫାଶ ଅନେକ ସମୟରେ ଐତିହ୍ୟ…
ଆବଶ୍ୟକ ବେଳେ ଅଭାବ
ଆଠମଲ୍ଲିକ, ୧୮ା୧୧ (ଡି.ଏନ.ଏ.): ମହାନଦୀ ଉପରେ ଧଳପୁର ସେତୁ ନିର୍ମାଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ରୋଗୀସଂଖ୍ୟା। ପାଖ ହେଉଥିବାରୁ ପଡ଼ୋଶୀ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଆସୁଛନ୍ତି ଏହି ଡାକ୍ତରଖାନାକୁ। ଫଳରେ ଦୈନିକ…
ତାଳଚେରକୁ ଜିଲା ଘୋଷଣା ଦାବି
ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍ ବିଦ୍ୟୁତ କାରଖାନା ଥିବା ଅନୁଗୋଳ ଜିଲାର ତାଳଚେରର ଗୁରୁତ୍ୱକୁ ଉପଲବ୍ଧ କରି ଏହାକୁ ସ୍ବତନ୍ତ୍ର ଜିଲା…

