ଅନୁଗୋଳ

ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ ଓହଳିଥିବା ତାର। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରରେ ଲାଗି ମରୁଛନ୍ତି ଗୋରୁ। ମିଟର ପାଖରେ ନ…

ବିଶ୍ୱାସରେ ବିଷ ଦେଇ ନେଇଗଲେ ୧୫ ଶହ

ଅନୁଗୋଳ ଅଫିସ, ୨୬।୭ ଅନୁଗୋଳ ମେଡିକାଲରେ ଦଲାଲମାନେ ଏବେ ମଧ୍ୟ ସକ୍ରିୟ ଅଛନ୍ତି। ରୋଗୀ ଓ ସମ୍ପର୍କୀୟଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ସୋମବାର ସକାଳେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ବିଶ୍ୱାସରେ ଏପରି ବିଷ…

ଆଦର୍ଶ, ଡେରା ଡିଏଭିରେ ଶତପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୩।୭ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲାର କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦଶମ ପରୀକ୍ଷାରେ ଶତପ୍ରତିଶତ ପିଲା ପାସ୍‌…

ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ ହୋଇଛି। ଏକ ୧୨୮ ଚକିଆ ବିରାଟ ଟ୍ରେଲରରେ ଆସିଥିବା…

ପକ୍କା କରୁନି ପ୍ରଶାସନ

ପରିକ୍ଷିତ ସାହୁ ବଇଣ୍ଡା,୨୦।୭ – ନିର୍ବାଚନ ଆସିଲେ ଆସୁଛନ୍ତି ନେତା। ଦେଉଛନ୍ତି ଭଳିକି ଭଳି ପ୍ରତିଶ୍ରୁତି। ଅଭିଯୋଗ ନେଇ ପ୍ରଶାସନ ନିକଟକୁ ଗଲେ କୁହାଯାଉଛି ନିଆଯିବ ପଦକ୍ଷେପ। କେଇବର୍ଷ ହେଲା କେବଳ ଏଭଳି ପ୍ରତିଶ୍ରୁତି ବ୍ୟତୀତ କିଛି ବି ହେଉନି କାର୍ଯ୍ୟ।…

୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ ରାସ୍ତା ଉପରେ ୪ଟି ଭାରିଯାନ ଅଟକି ଯିବାରୁ ଦିନ ୮ଟା ପର୍ଯ୍ୟନ୍ତ ଯାତାୟତ ସମ୍ପୁର୍ଣ୍ଣ…

ଦୁଇ ବିଚାରାଧୀନ କଏଦୀ ଫେରାର

ଅନୁଗୋଳ ଅଫିସ୍‌,୧୯।୭: ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରି ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫେରାର ଦୁଇ କଏଦୀ ହେଲେ ଡିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ…

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଭାଲୁ ସଙ୍ଗେ ଲଢ଼ିଲେ ସ୍ବାମୀ

ଅନୁଗୋଳ ଅଫିସ,୧୯ା୭:ସ୍ତ୍ରୀଙ୍କ ଜୀବନ ରକ୍ଷା କରିବାକୁ ଭାଲୁ ସହ ଲଢ଼େଇ କରିଛନ୍ତି ସ୍ବାମୀ। ଏଥିରେ ସ୍ବାମୀ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସୋମବାର ଭୋର ସମୟରେ ଅନୁଗୋଳ ଜିଲା ଗୋପାଳପ୍ରସାଦ ଫାଣ୍ଡି ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଥିବା…

ଉଚ୍ଛେଦ ପରେ ଉପେକ୍ଷା

ବଇଣ୍ଡା,୧୮।୭(ଡି.ଏନ.ଏ.) – ବର୍ଷାଦିନେ ପ୍ରାଣୀଧନଙ୍କ ଠାରେ ବ୍ୟାପୁଛି ବିଭିନ୍ନ ସଂକ୍ରାମକ ରୋଗ। ହେଲେ ଚିକିତ୍ସା ପାଇଁ ନା ଅଛନ୍ତି ଚିକିତ୍ସକ ନା ଅଛି ଚିକିତ୍ସାକେନ୍ଦ୍ର। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳୁ ପ୍ରାଣୀଧନ ଚିକିତ୍ସାଳୟକୁ ଉଚ୍ଛେଦ କରାଯିବା…

୬ଷ୍ଠ ଦିନରେ ଶ୍ରମିକ ସଙ୍ଗଠନର ଗଣଧାରଣା

ତାଳଚେର,୧୭।୭(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ନୂତନ ସାଇଲୋ ଘରୋଇକରଣର ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଶନିବାର ୬ଷ୍ଠ ଦିନରେ ପହଞ୍ଚିଛି। ସକାଳେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଶ୍ରମିକମାନେ ଧାରଣାରୁ ଉଠି…

ପରିବାର ଚିନ୍ତାରେ ଅସହାୟ ପଦ୍ମିନୀ

ଛେଣ୍ଡିପଦା,୧୬ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସପୋଇନାଳି ଗ୍ରାମର ଅଚ୍ୟୁତାନନ୍ଦ ବାଘ ଗତ ଗୁରୁବାର ବେକରେ ରଶି ଲାଗାଇ ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି। ଦୁଇ ନାବାଳକ ପୁଅଙ୍କୁ କିପରି ପାଠ ପଢ଼ାଇ ମଣିଷ କରିବେ…

ନିର୍ବାଚିତ ପରେ ନୀରବଦ୍ରଷ୍ଟା

ଅନୁଗୋଳ ଅଫିସ,୧୬ା୭ ଅନୁଗୋଳ ସହରରୁ ହଟାଯିବ ଜବରଦଖଲ। ବିଶେଷକରି ବର୍ଷା ଜଳ ନିଷ୍କାସନ ପଥରେ ଥିବା ସମସ୍ତ ଅବରୋଧକୁ ଉଚ୍ଛେଦ କରାଯିବ। ସହରକୁ ବର୍ଷାଦିନେ ଜଳବନ୍ଦୀରୁ ମୁକ୍ତ କରିବା ଦିଗରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଗତ ପୌର ନିର୍ବାଚନ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?