ଅନୁଗୋଳ

ତତ୍ପରତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ,୩ା୧୨(ଡି.ଏନ୍‌.ଏ.): ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ଅନୁଗୋଳ ଜିଲା ଗସ୍ତରେ ଆସି ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ନିରୀକ୍ଷଣ କରିଥିଲେ। ସରକାରଙ୍କ ଜନହିତକର ଯୋଜନାଗୁଡିକ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇପାରିବ…

ଦାୟିତ୍ୱ ନେଲେ ନାଲ୍‌କୋର ନୂଆ ଇଡି

ବଅଁରପାଳ,୩ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ପାଇଥିବା ଭୀମସେନ ପ୍ରଧାନ ଶୁକ୍ରବାର ସ୍ମେଲଟର ଓ ପାଓ୍ବାର କମ୍ପ୍ଲେକ୍ସଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଏସ୍‌ ଆଣ୍ଡ ପି କମ୍ପ୍ଲେକ୍ସର କର୍ମଚାରୀଗଣ, ସମସ୍ତ…

ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜେଲରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁ ପାଇଁ ପୋଲିସକୁ…

ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨ା୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ନାବାଳିକା ବଳାତ୍କାର ଘଟଣାରେ ଜେଲ୍‌ରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା…

ଦୁଇ ମାସରେ ଗଲାଣି ୩ ହାତୀଙ୍କ ଜୀବନ, ରୋକିବାରେ ବନ ବିଭାଗ ବିଫଳ

ମାଧପୁର,୨ା୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡ଼ାଗାଡ଼ି ବିଟ୍‌ ଘୋଡ଼ାଗାଡ଼ି ଖେଶ୍ରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଘୋଡ଼ାଗାଡ଼ି ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବାର ଖବର ପାଇ…

ଅନୁଗୋଳରେ ଏଡ୍‌ସ ଅଣାୟତ୍ତ

ଅନୁଗୋଳ ଅଫିସ,୧ା୧୨: ସଚେତନ, ସତର୍କ ଓ ସଂଜମ ଆଚରଣ ଦ୍ୱାରା ହିଁ ଏଡ୍‌ସର ପ୍ରତିରୋଧ କରାଯାଇପାରିବ। ଦୀର୍ଘବର୍ଷ ହେଲା ସରକାର ଏହା ବୁଝାଉଛନ୍ତି। ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ଏନ୍‌ଜିଓ ମାଧ୍ୟମରେ ସଚେତନତା ସୃଷ୍ଟିର ଉଦ୍ୟମ କରିଆସୁଛନ୍ତି। ହେଲେ ଅନୁଗୋଳ ଜିଲାର ଅନେକେଙ୍କ…

ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧ

ତାଳଚେର,୩୦।୧୧(ନି.ପ୍ର.): ତାଳଚେର ପୌର ପରିଷଦ ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯିବାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପୌରାଞ୍ଚଳବାସୀ। ଏହି ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ମ୍ୟୁନିସିପାଲ ଆକ୍ଟକୁ ଖିଲାପ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ତାଳଚେର ନାଗରିକ ମଞ୍ଚ ପକ୍ଷରୁ…

ମନମୁଖି ଯୋଗୁ ମନ୍ଥର

ବଇଣ୍ଡା, ୩୦।୧୧: ଠିକା ସଂସ୍ଥା ବଦଳିଲା। ହେଲେ ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ କାର୍ଯ୍ୟରେ। ପୂର୍ବପରି ଏହା କଚ୍ଛପ ଗତିରେ ଚାଲୁଥିବାରୁ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଶେଷ ହେବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ। ଏ ନେଇ ବାରମ୍ବାର…

ମଧ୍ୟାହ୍ନଭୋଜନ ଖାଇ ୧୧୬ ଛାତ୍ରୀଛାତ୍ର ଅସୁସ୍ଥ

ଖମାର, ୩୦ା୧୧ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ରଜଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାନଭୋଜନ ଖାଇ ୧୧୬ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରାଯାଇଛି। ମଧ୍ୟାନଭୋଜନରେ ଖାଇଥିବା ସୋୟା ବଡି ନିମ୍ନମାନର…

ଉତ୍ସାହ ନେଇ ଆସୁଛି ଉତ୍ସବ ଋତୁ

ଅନୁଗୋଳ ଅଫିସ, ୨୯ା୧୧:ଆସନ୍ତା ଡିସେମ୍ବରରୁ ୨୦୨୩ ଏପ୍ରିଲ୍‌ ୧, ଏହି ୪ ମାସ ଉତ୍ସବମୁଖର ହେବ ଅନୁଗୋଳ। ସାହିତ୍ୟ ସମ୍ମିଳନୀଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ଅନେକ କିଛି ହେବ ଆୟୋଜନ। ଏଥିପାଇଁ ପ୍ରକମ୍ପିତ ହେବ ସାରା ଜିଲା। ଓଲିଉଡ୍‌, ବଲିଉଡ ଷ୍ଟାରଙ୍କ…

ଅବସର ନେବେ ନାଲ୍‌କୋ ଇଡି, ଜିଜିଏମ୍‌

ବଅଁରପାଳ,୨୮।୧୧(ଡି.ଏନ୍‌.ଏ.): ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ (ଇଡି) ଅମ୍ବିକା ପ୍ରସାଦ ପଣ୍ଡା ଏବଂ ଜିଜିଏମ୍‌ (ମାନବ ସମ୍ବଳ) ସତ୍ୟାନନ୍ଦ ସାହୁଙ୍କ କାର୍ଯ୍ୟକାଳ ୪ ଦିନ ପରେ ଶେଷ ହେବ। ଖାଲି ପଡୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କମ୍ପାନୀ ପକ୍ଷରୁ କାହାକୁ ନିଯୁକ୍ତି ଦିଆଯିବ,…

ବର୍ଷା ହେଲେ ବାରଣ୍ଡାରେ ପଢ଼ାଯାଉଛି ପାଠ

ବଇଣ୍ଡା, ୨୭ା୧୧ (ଡି.ଏନ.ଏ.): ବିଦ୍ୟାଳୟରେ ଖାଲିପଡ଼ିଛି ଗଣିତ ଶିକ୍ଷକ ପଦବୀ। ୩ଟି ଯାକ ଶ୍ରେଣୀଗୃହ ବିପଦସଙ୍କୁଳ। ଅବସ୍ଥା ଏମିତି ଯେ, ସାମାନ୍ୟ ବର୍ଷା ହେଲେ ଛାତରୁ ଗଳୁଛି ପାଣି। ବାରଣ୍ଡାରେ ବସାଇ ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି ପାଠ। ଦୀର୍ଘବର୍ଷ ହେଲା ଏପରି ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?