ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ ମୋଟା ଅଙ୍କର ସୁଧ ପାଇବା ଆଶାରେ ଏଥିରେ ଅନେକ ପୁଞ୍ଜିନିବେଶ କରିଥାନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ଯେ ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ଏଫ୍‌ଡି କରାନ୍ତି ତେବେ ଅଧିକ ଲାଭବାନ ହେବେ। ଆଜି ଆମେ ଆପଣଙ୍କୁ ସେହି ଲାଭ ବିଷୟରେ କହିବାକୁ ଯାଉଛି। ଯଦି ଆପଣ ଆଗାମୀ ଦିନରେ ଏଫ୍‌ଡି କରାନ୍ତି ତେବେ ଏସବୁ ଜାଣି ରଖନ୍ତୁ।
ଏଫ୍‌ଡି ଯୋଜନାରେ ପୁଞ୍ଜିନିବେଶ କରାଯାଇଥିବା ଟଙ୍କାର ସୁଧ ଉପରେ ଟିଡିଏସ୍‌ କାଟ୍‌ ହୋଇଥାଏ। କାରଣ ଏଫ୍‌ଡିରେ ପ୍ରାପ୍ତ ସୁଧ ଆପଣଙ୍କ ମୋଟ ଆୟ ସହ ଜଡ଼ିତ ହୋଇଥାଏ। ଏଣୁ ନିୟମ ଅନୁଯାୟୀ ଏହି ରୋଜଗାର ଉପରେ ଟିଡିଏସ୍‌ କାଟ୍‌ ହୋଇଥାଏ। ନିୟମ ମୁତାବକ  ଏଫ୍‌ଡିରେ ୪୦,୦୦୦ରୁ ଅଧିକ ସୁଧ କମାଇଲେ ବାର୍ଷିକ ୧୦% ଦରରେ ଟିଡିଏସ୍‌ ଦେବାକୁ ପଡ଼ିଥାଏ।
ସ୍ତ୍ରୀଙ୍କ ନାମରେ କରନ୍ତୁ ଏଫ୍‌ଡି:
ଅପରପକ୍ଷେ ଯଦି ପତ୍ନୀଙ୍କ ନାମରେ ଏଫ୍‌ଡି କରାନ୍ତି ତେବେ ସୁଧ ଟଙ୍କାରେ ଟିଡିଏସ୍‌ ଦେବାକୁ ପଡ଼ି ନ ଥାଏ। ଏଣୁ ଏଭଳି ଆପଣ ରୋଜଗାର ଟଙ୍କାକୁ  ରଖିପାରିବେ। କେବଳ ଏତିକି ନୁହେଁ ଯଦି ଆପଣ ପତ୍ନୀଙ୍କ ସହ ମିଶି ମିଳିତ ଏଫ୍‌ଡି କରନ୍ତି ତେବେ ଟିକସ ଦେବାରୁ ବଞ୍ଚିତ ହେବେ। ଯଦି କେହି ମହିଳା ଗୃହିଣୀ ହୋଇଥିବେ ତେବେ ତାଙ୍କୁ କୌଣସି ପ୍ରକାର ଟିକସ ଦେବାକୁ ପଡ଼ି ନ ଥାଏ। ହେଲେ ଯଦି ସେ ନିମ୍ନ ଟିକସ ସାରଣୀରେ ଆସନ୍ତି ତେବେ ତାଙ୍କୁ କମ୍‌ ଟିକସ ଦେବାକୁ ପଡ଼ିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri