ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ

ଭିଣ୍ଡ,୨୭।୧: ଦେଶର ଅନେକ ସ୍ଥାନରେ ମହାବୀର ହନୁମାନଙ୍କ ମନ୍ଦିର ରହିଛି। ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ। ଦୁଷ୍ଟଶତ୍ରୁ ହେଉ କି ଭୂତ ପିଶାଚ ଆସୁରିକ ପ୍ରବୃତ୍ତି କେହି ବି ହନୁମାନଙ୍କ ନାଁ ଧରିଲେ ପାଖ ମାଡନ୍ତିନି। ତେବେ ମଧ୍ୟପ୍ରଦେଶର ଭିଣ୍ଡରେ କଣ୍ଡୁବା ଧାମ ନାମକ ଏପରି ଏକ ହନୁମାନ ମନ୍ଦିର ରହିଛି। ଯେଉଁଠି ସେ ହନୁମାନଜୀ ନିଜେ ଡାକ୍ତର ହୋଇ ଚିକିତ୍ସା କରୁଛନ୍ତି।

How did Hanuman ji get the title of doctor in Dandraua Dham | दंदरौआ धाम के हनुमान जी को कैसे मिली डॉक्टर की उपाधि | Patrika News

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ମନ୍ଦିରୁ ଦୂର ଦୂରାନ୍ତରକୁ ଲୋକ ଧାଇଁ ଆସନ୍ତି। କ୍ୟାନସର ରୋଗ ଠାରୁ ଆରମ୍ଭ କରି ମାରାତ୍ମକ ରୋଗ ଯାଏଁ ଭଲ କରିବାକୁ ଭକ୍ତ ଏଠାକୁ ଆସିଥାନ୍ତି। କାରଣ ଏଠାରେ ହନୁମାନ, ଡାକ୍ତର ବଜରଙ୍ଗବଲୀ ଭାବରେ ପୂଜା ପାଉଛନ୍ତି। ଏବଂ ତାଙ୍କ ମନ୍ଦିର ହନୁମାନ କ୍ଲିନିକ ଭାବରେ ଜଣାଶୁଣା।

इस मंदिर में डॉक्टर बनकर रोगियों का इलाज करते हैं हनुमान जी | Hindi News | Live News in Hindi | ताजा हिंदी खबरें

ମନ୍ଦିର ପୁରୋହିତ ଓ ସ୍ଥାନୀୟ ଭକ୍ତଙ୍କ ଅନୁସାରେ ନାନା ଦୁରାରୋଗ୍ୟ ହୋଇଥିଲେ ଯଦି ଆପଣ ଦାଣ୍ଡୁରା ଧାମ ଆସି ବଜରଙ୍ଗବଲୀଙ୍କୁ ଦର୍ଶନ କରୁଛନ୍ତି ତେବେ ତାହା ଦର୍ଶନ ମାତ୍ରେ ଭଲ ହୋଇଯିବ। ପ୍ରାୟତଃ ଏଠାକୁ କ୍ୟାନସର ରୋଗୀ ଆସିଥାନ୍ତି। ହନୁମାନଙ୍କ ଚରଣସ୍ପର୍ଶ ପାଣି ପିଇ ସେମାନଙ୍କ କ୍ୟାନସର ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି।

Doctor Hanuman Ji: इस मंदिर में हनुमान जी करते है अपने भक्तों का इलाज

ଯଦି ଆପଣ ଡାକ୍ତର ବଜରଙ୍ଗବଲୀଙ୍କୁ କ୍ରମାଗତ ୫ଟି ମଙ୍ଗଳବାର ଧ୍ୟାନ କରନ୍ତି ଓ ତାଙ୍କ ଚରଣପାଦୁକା ପିଅନ୍ତି ତେବେ କ୍ୟାନସର ଭଳି ମାରାତ୍ମକ ରୋଗ ଭଲ ହୋଇଯାଇଥାଏ। ବିଶ୍ୱାସ ଅଛି କି, ବହୁ ପୁରାତନ କାଳରେ ହନୁମାନଜୀ ନିଜେ ଡାକ୍ତର ଭାବେ ଆସି ରୋଗୀଙ୍କ ଶୁଶ୍ରୁଷା କରୁଥିଲେ। ସେବେଠାରୁ ତାଙ୍କୁ ନେଇ ମନ୍ଦିର ରୂପି ଏହି କ୍ଲିନିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri