Posted inଜାତୀୟ

ଜଣେ ମନ୍ତ୍ରୀଙ୍କ ପାଖରେ ୧୩ ବିଭାଗ,ଏବେ ଆଇନ ବି ପକେଟରେ…

ନୂଆଦିଲ୍ଲୀ,୯।୧୨ : ଉପରାଜ୍ୟପାଳ ଭି.କେ ସାକ୍ସେନା ଆଇନ ବିଭାଗ ସହ ଜଡିତ ଫାଇଲଗୁଡ଼ିକୁ ମନ୍ତ୍ରୀଙ୍କ ଅନୁମୋଦନ ବିଳମ୍ବରେ ଦର୍ଶାଇ ପ୍ରତ୍ୟାହାର କରିବାର  ଦିନକ ପରେ ଦିଲ୍ଲୀ ମନ୍ତ୍ରୀ କୈଲାଶ ଗେହଲଟଙ୍କଠାରୁ ଆଇନ ବିଭାଗକୁ ଫେରାଇ ନିଆଯାଇଛି ଏବଂ ଆଇନ ବିଭାଗ ପୁନର୍ବାର ମନ୍ତ୍ରୀ ଆତିଶି ମର୍ଲେନାଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହ ଗେହଲଟଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଆତିଶିଙ୍କ ପାଖରେ ରହିଥିଲା।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ୱାରା ଦାଖଲ ହୋଇଥିବା ପୋର୍ଟଫୋଲିଓ ପରିବର୍ତ୍ତନ ସୁପାରିଶକୁ ଦିଲ୍ଲୀ ଉପରାଜ୍ୟପାଳ ଅନୁମୋଦନ କରିଛନ୍ତି। ୧୩ ଟି ବିଭାଗ ସହିତ ଆତିଶିଙ୍କ ପାଖରେ ସର୍ବାଧିକ ସଂଖ୍ୟକ ବିଭାଗ ଅଛି। ଜୁନ ମାସରେ ରାଜସ୍ବ, ଯୋଜନା ଏବଂ ଅର୍ଥ ପୋର୍ଟଫୋଲିଓ, ଯାହା ପୂର୍ବରୁ ଗେହଲଟଙ୍କ ପାଖରେ ଥିଲା ତାହା ଆତିଶିଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ଅଧୀନରେ ଥିବା  ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରେ ଶିକ୍ଷା, ଜନ କାର୍ଯ୍ୟ ବିଭାଗ, ବିଦ୍ୟୁତ  ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ବିଭାଗ ନାହିଁ। ସମସ୍ତ ମନ୍ତ୍ରୀଙ୍କ ଉପରେ ନଜର ରଖିବା ମୁଖ୍ୟମନ୍ତ୍ରୀଙ୍କ କାମ ବୋଲି ଆତିଶି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁସଲମାନ ମହିଳାଙ୍କୁ ଆଇଡି ଚେକ୍ ପାଇଁ ମୁହଁ ଦେଖାଇବାକୁ କହି ବିବାଦରେ ଭାଜପା ପ୍ରାର୍ଥୀ, ରୁଜୁ କଲା ମାମଲା ପୋଲିସ

ନୂଆଦିଲ୍ଲୀ, ୧୩ା୫: ହାଇଦ୍ରାବାଦରୁ ଭାଜପା ପ୍ରାର୍ଥୀ କମ୍ପେଲା ମାଧବୀ ଲଥା ଏକ ପୋଲିଂ ବୁଥରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳାମାନଙ୍କୁ ଭୋଟର ପରିଚୟ ପତ୍ରରେ ଥିବା...

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କଲେ ଏଏପି ଏମପି ସ୍ଵାତି ମାଲିୱାଲ

ନୂଆଦିଲ୍ଲୀ, ୧୩ା୫: ଏଏପି ଏମପି ସ୍ଵାତି ମାଲିୱାଲଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ ସୋମବାର ସକାଳେ ଦିଲ୍ଲୀ ପୋଲିସକୁ...

ଅମିତ ଶାହାଙ୍କ ୫ ବଡ଼ ଭବିଷ୍ୟବାଣୀ: ସତ ହେବାନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୫: ନିର୍ବାଚନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ ଠାରୁ ଆରମ୍ଭ କରି ଷ୍ଟକ ମାର୍କେଟରେ ଏକ...

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା: ଅମିତ ଶାହା କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୫: ଦେଶରେ ନିର୍ବାଚନ ଚାଲିଥିବାବେଳେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ...

ସୁପ୍ରିମକୋର୍ଟରେ କେଜ୍‌ରିଓ୍ବାଲ୍‌ଙ୍କ ଉଦାହରଣ ଦେଲେ ହେମନ୍ତ ସୋରେନ୍‌: ତଥାପି ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୩।୫: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ହେମନ୍ତ ସୋରେନଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ...

ନିଜ ପିଲାଙ୍କୁ ସେଟ୍‌ କରିବାକୁ ଲାଗିଛନ୍ତି ଲଣ୍ଠନ ବାଲା, ଲାଲୁଙ୍କୁ ଟାର୍ଗେଟ କଲେ ମୋଦି

ପାଟନା,୧୩।୫: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ବିହାରକୁ ଆସିଛନ୍ତି। ରବିବାର ସାରେ ସେ ପାଟନାରେ ଦୁଇ କିଲୋମିଟର ଲମ୍ବା ରୋଡ ଶୋ କରିଥିଲେ। ଏହା...

ଚାଇନା-ପାକିସ୍ତାନର ଉଡିଲା ନିଦ, ହାତ ମିଳାଇଲେ ଭାରତ-ଇରାନ!

ନୂଆଦିଲ୍ଲୀ,୧୩।୫: ବ୍ୟସ୍ତବହୁଳ ନିର୍ବାଚନ ଋତୁରେ ଭାରତ ଇରାନ ସହ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦରର ପରିଚାଳନା ଉପରେ...

Video: ମତଦାନ କେନ୍ଦ୍ରରେ ଭୋଟରଙ୍କୁ ବାଡ଼େଇଲେ ବିଧାୟକ, ସମର୍ଥକ

ନୂଆଦିଲ୍ଲୀ,୧୩।୫: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ମାଡ଼ ମାରିଛନ୍ତି। ସୋମବାର ସକାଳେ ଗୁଣ୍ଟୁର ଜିଲାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri