
ରବୀନ୍ଦ୍ରନାଥ ଟାଗୋରଙ୍କ ଶ୍ରାଦ୍ଧ ଉତ୍ସବରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଉଇ ଫର ଭୁବନେଶ୍ୱର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି


ଜାତୀୟ ହ୍ୟାଣ୍ଡଲୁମ୍ ଦିବସ: ଭୁବନେଶ୍ୱରରେ ନାବାର୍ଡ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଡେଲମାନେ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପ୍ରଦର୍ଶନ କରୁଛନ୍ତି
ଛାତ୍ର ସଂସଦ ନିର୍ବାଚନ ଦାବି କରି ଛାତ୍ର ସମାଜ ଓଡିଶା ପକ୍ଷ୍ୟରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା
ଖଣ୍ଡଗିରି ଜାଗମରାରେ ବେଆଇନ୍ ଘରକୁ ବିଡିଏ ଉଚ୍ଛେଦ କରୁଛି


