ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୨ )

ଭୁବନେଶ୍ୱର ନନ୍ଦନକାନନରେ ଥିବା ଏକ ପୋଖରୀରୁ ରଙ୍ଗୀନ ବଗମାନେ ଖାଦ୍ୟ ଖୋଜୁଛନ୍ତି

 

ଭୁବନେଶ୍ୱର ଝାରପଡା ଅଞ୍ଚଳରେ ହେଲମେଟ୍ ଯାଞ୍ଚ ଚାଲିଛି

 

ଭୁବନେଶ୍ୱର ରାଜୀବଭବନରେ ଓଡିଶାର ବନ୍ୟା ପରିସ୍ଥିତି ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଉଛନ୍ତି

 

ଭୁବନେଶ୍ୱର ୟୁନିଟ୍-୯ରେ ମା ଭଗବତୀ ବସ୍ତି ଗୋପାଳ ସଂଗଠନ ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ

 

କଟକ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ଯୁକ୍ତ-୨ ଆଡମିଶନ୍ ଚାଲିଛି

 

କଟକ ଗଙ୍ଗା ମନ୍ଦିର ପୂଜା କମିଟି ପକ୍ଷ୍ୟରୁ କାଠଯୋଡ଼ି ନଦୀ ତଟରେ ଅନୁଷ୍ଠିତ ମାଟି ଉଠା ଅନୁକୂଳ ପୂଜାର୍ଚ୍ଚନା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୬ ଡିସେମ୍ବର, ୨୦୨୫ )

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି         ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...

ଓଡ଼ିଶା: ଆଜିର ଫଟୋ (୧୪ ଡିସେମ୍ବର, ୨୦୨୫ )

ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।

ଓଡ଼ିଶା: ଆଜିର ଫଟୋ ( ୧୩ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ୱେତପଦ୍ମ ପକ୍ଷରୁ ନାଟକ ‘ନାଗ ବଂଶମ’ ପରିବେଷଣ       ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ୪ର୍ଥ ଜାତୀୟ ଲୋକ ଅଦାଲତ

ଓଡ଼ିଶା: ଆଜିର ଫଟୋ ( ୧୨ ଡିସେମ୍ବର, ୨୦୨୫ )

୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ...

ଓଡ଼ିଶା: ଆଜିର ଫଟୋ (୧୨ ଡିସେମ୍ବର, ୨୦୨୫ )

ଜିକେସିଏମରେ ଆୟୋଜିତ ୧୬ତମ ଭାରତ ମୁନି ଉତ୍ସବରେ ଅଂଶଗ୍ରହଣକାରୀମାନେ ନୃତ୍ୟ ପ୍ରଦର୍ଶନ

ଓଡ଼ିଶା: ଆଜିର ଫଟୋ ( ୧୦ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାର ଗୋଟିଏ ଦିନ ପରେ, ଟିମ୍ ଇଣ୍ଡିଆ ଆଜି ଭୁବନେଶ୍ୱର ଛାଡିଛି      ...

ଓଡ଼ିଶା: ଆଜିର ଫଟୋ ( ୯ ଡିସେମ୍ବର, ୨୦୨୫ )

ଭାରତୀୟ କ୍ରିକେଟ ଦଳ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି       ଜେ.ଏନ୍‌. ଇନଡୋର୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ‘ଓଡିଶା ମାଷ୍ଟର୍ସ୍‌ BWF ଟୁର୍...

ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ଅଭ୍ୟାସ କରୁଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri