ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୭, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫୁଟବଲ ମ୍ୟାଚ

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ

କଟକ ସ୍ଥିତ ରେଭେନଶା କଲେଜିଏଟ ସ୍କୁଲରେ କଟକ ଜିଲା ଶିକ୍ଷା ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଜିଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାକୁ ସିଏମସି ମେୟର ସୁବାସ ସିଂ ଉଦଘାଟନ କରିଛନ୍ତି

କଟକ ସଦର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପାର୍ଥିବ ଶରୀରକୁ ସିଏମସି ଅଫିସ ପରିସରକୁ ଅଣାଯିବା ପରେ କଟକ ମହାନଗର କର୍ମଚାରୀ ସଂଘ ଓ ଉପସ୍ଥିତ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଡିସେମ୍ବର, ୨୦୨୫ )

୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ...

ଓଡ଼ିଶା: ଆଜିର ଫଟୋ (୧୨ ଡିସେମ୍ବର, ୨୦୨୫ )

ଜିକେସିଏମରେ ଆୟୋଜିତ ୧୬ତମ ଭାରତ ମୁନି ଉତ୍ସବରେ ଅଂଶଗ୍ରହଣକାରୀମାନେ ନୃତ୍ୟ ପ୍ରଦର୍ଶନ

ଓଡ଼ିଶା: ଆଜିର ଫଟୋ ( ୧୦ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାର ଗୋଟିଏ ଦିନ ପରେ, ଟିମ୍ ଇଣ୍ଡିଆ ଆଜି ଭୁବନେଶ୍ୱର ଛାଡିଛି      ...

ଓଡ଼ିଶା: ଆଜିର ଫଟୋ ( ୯ ଡିସେମ୍ବର, ୨୦୨୫ )

ଭାରତୀୟ କ୍ରିକେଟ ଦଳ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି       ଜେ.ଏନ୍‌. ଇନଡୋର୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ‘ଓଡିଶା ମାଷ୍ଟର୍ସ୍‌ BWF ଟୁର୍...

ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ଅଭ୍ୟାସ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୭ ଡିସେମ୍ବର, ୨୦୨୫ )

ଶୀତୁଆ ସକାଳରେ ନନ୍ଦନକାନନରେ ଗଛଡାଳରେ ବସିଥିବା ପକ୍ଷୀ   ଆସନ୍ତା ୯ ତାରିଖ କଟକ ବାରବାଟୀରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ...

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri