ଏହି ଦେଶରେ ନାହିଁ ବିମାନବନ୍ଦର

ଆଜିର ସମୟରେ ଦୁନିଆର ଅଧିକାଂଶ ଦେଶ ଉନ୍ନତି ପଥରେ ଆଗେଇଛନ୍ତି। ଲୋକଙ୍କ ଜୀବନଶୈଳୀ ସବୁକିଛି ଉନ୍ନତ ହୋଇଛି। ପୂର୍ବ କାଳରେ ଲୋକମାନେ ପାଦରେ ଚାଲି ଚାଲି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। କିନ୍ତୁ ସମୟ ବଢ଼ିବା ସହିତ ଗମନାଗମନର ମାର୍ଗ ବଦଳିବାକୁ ଲାଗିଲା। ଆଗକାଳରେ ଲୋକେ ଶଗଡ଼ରେ ଯାତାୟାତ କଲେ, ପରେ ଗାଡ଼ିମୋଟର ଏବଂ ବିମାନ ଚଳାଚଳ ହେଲା। ବିଶ୍ୱ ଏତେ ଅଗ୍ରଗତି କରିବା ପରେ ମଧ୍ୟ ଆଜି କିଛି ଦେଶ ଅଛି, ଯେଉଁଠାରେ ଗୋଟିଏ ବିମାନବନ୍ଦର ନାହିଁ।

ଏହି ଦେଶ ମଧ୍ୟରେ ଭାଟିକାନ ସିଟି ଅନ୍ୟତମ। ଏହା ଦୁନିଆର ସବୁଠାରୁ ଛୋଟ ଦେଶ ଭାବରେ ଜଣାଶୁଣା। କେବଳ ୧୦୯ ଏକର ଜମିରେ ଅବସ୍ଥିତ ଏହି ଦେଶରେ ଗୋଟିଏ ହେଲେ ବିମାନବନ୍ଦର ନାହିଁ। ଏଠାରେ ପହଞ୍ଚିବା ପାଇଁ ନିକଟତମ ବିମାନବନ୍ଦର ରୋମ୍‌ରେ ଅଛି। ରୋମ୍‌ରେ ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦର ଅଛି। କିନ୍ତୁ ଭାଟିକାନରେ ଗୋଟିଏ ହେଲେ ନାହିଁ।

ମୋନାକୋ: ଏହା ପଶ୍ଚିମ ୟୁରୋପରେ ଅବସ୍ଥିତ ଏକ ଛୋଟ ଦେଶ। ଯାହା ଦୁନିଆର ଦ୍ୱିତୀୟ କ୍ଷୁଦ୍ର ଦେଶ ଭାବରେ ପରିଗଣିତ। ଏହା ଫ୍ରାନ୍ସ ଏବଂ ଇଟାଲୀ ମଧ୍ୟରେ ଅବସ୍ଥିତ। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଏହାର ମୁଣ୍ଡପିଛା ଅଧିକ କୋଟିପତି ଅଛନ୍ତି। ଏହା ପରେ ମଧ୍ୟ ଏଠାରେ ଗୋଟିଏ ବିମାନ ବନ୍ଦର ନ ଥିବାରୁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri