ଖେଳ

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୪ା୧୨:କରୋନା ଯୋଗୁ ଗତ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ବୁଧବାର ଖୋଲିଛି। ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଫଳରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ପୁରୀ ଜିଲା ପ୍ରଶାସନର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁଯାୟୀ…

ଟୋକିଓ ଅଲିମ୍ପିକ୍ସ: ହିରୋଶୀ ସାସାକି ଉଦ୍‌ଘାଟନୀ, ଉଦ୍‌ଯାପନୀ ନିର୍ଦ୍ଦେଶକ ନିଯୁକ୍ତ

ଟୋକିଓ,୨୪।୧୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ହିରୋଶୀ ସାସାକିଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିଛି। ବୁଧବାର କମିଟି ଉଭୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପାଇଁ ସାସାକିଙ୍କୁ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବର ନିର୍ଦ୍ଦେଶକ ନିଯୁକ୍ତ କରିଛି। ଜାପାନୀ ସିନେମା ଅଭିନେତା…

ଆଙ୍ଗୁଲୋଙ୍କ ଡବଲ ଗୋଲ: ଗୋଆ ବିଜୟୀ

ଭାସ୍କୋ, ୨୪।୧୨- ସ୍ଥାନୀୟ ତିଳକ ମଇଦାନରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଏଫ୍‌ସି ଗୋଆ ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ୩୩ତମ ମିନିଟରେ ଷ୍ଟିଫେନ ଏଜେଙ୍କ ଗୋଲ ବଳରେ ଜାମସେଦପୁର ପ୍ରଥମାର୍ଦ୍ଧରେ ଅଗ୍ରଣୀ ରହିଥିଲା। ମାତ୍ର…

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଇତିହାସ ଜାଣନ୍ତୁ

ମେଲବର୍ନ, ୨୩।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ପଛରେ କ’ଣ ଇତିହାସ ରହିଛି ଜାଣନ୍ତୁ। ଡିସେମ୍ବର ୨୬, ଅର୍ଥାତ୍‌ କ୍ରିସ୍‌ମାସ…

ସର୍ବଶ୍ରେଷ୍ଠ ଟି -୨୦ ତାଲିକା: ପ୍ରଥମ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ୨ଜଣ

ନୂଆଦିଲ୍ଲୀ,୨୩।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ସର୍ବଶ୍ରେଷ୍ଠ ଟି -୨୦ ତାଲିକା ପ୍ରକାଶ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟି-୨୦ ତାଲିକାର ପ୍ରଥମ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବର୍ନ,୨୩।୧୨: ଭାରତୀୟ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ। ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ତାଲିମ ପରେ ରୋହିତ ଶର୍ମା ଡିସେମ୍ବର ୧୬ରେ…

ଡେବ୍ୟୁ ମ୍ୟାଚ୍‌ରେ ଏମିତି କରିଥିଲେ ଧୋନୀ, ଯାହା ସେ କେବେ ଭୁଲିପାରିବେ ନାହିଁ

ଏକଦିବସୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଧୋନୀ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ଯାତ୍ରା ଆରମ୍ଭ କରିଥିଲେ। ଟିମ ଇଣ୍ଡିଆର କ୍ୟାପଟେନ କୁଲ…

ଘୋଡା ନୁହେଁ ବରଂ ଗଧ ପିଠିରେ ବସିବାକୁ ଭଲ ପାଉଥିଲେ ଏହି ଭାରତୀୟ ସ୍ପିନର: ପିଲାଦିନୁ ଥିଲା କ୍ରିକେଟର ସଉକ

ନୂଆଦିଲ୍ଲୀ,୨୩।୧୨: ନିଜ ବିବାହକୁ ନେଇ ଭାରତୀୟ କ୍ରିକେଟ ଟିମ୍‌ର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଧନଶ୍ରୀଙ୍କ ସହ ତାଙ୍କର ଏକାଧିକ ଫଟୋ ଏବେ ଭାଇରାଲ ହେଉଛି। ତେବେ ଆଜିର ଏହି ଷ୍ଟାର କ୍ରିକେଟରଙ୍କ ପିଲାଦିନେ ଅଜବ କାମ…

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ ସହ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା: ମ୍ୟାଚ୍‌ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି

ଆଡିଲେଡ୍‌,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍‌ ଡେଭିଡ ଓ୍ବାର୍ନର ବାହାରିବା ପରେ ଏବେ ଅଲ୍‌ରାଉଣ୍ଡର ସିଏନ୍‌ ଆବୋର୍ଟ ମଧ୍ୟ ଟିମ୍‌ରୁ ବାହାରିଛନ୍ତି।…

ଗମ୍ଭୀରଙ୍କ ଫର୍ମୁଲା: ଦ୍ୱିତୀୟ ଟେଷ୍ଟରେ ୫ ବୋଲର ଖେଳାଯାଉ; ବିରାଟଙ୍କ ସ୍ଥାନରେ ଆସନ୍ତୁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ୫ଜଣ ବୋଲର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଉ। ଅଧିନାୟକ ଅଜିଙ୍କ୍ୟ ରାହାଣେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସନ୍ତୁ ବୋଲି ପୂର୍ବ ଓପନର ଗୌତମ ଗମ୍ଭୀର କହିଛନ୍ତି। ଦଳର ନିୟମିତ ଅଧିନାୟକ…

ସନ୍ୟାସ ଘୋଷଣା ପରେ ପ୍ରଥମ ଥର ମୁହଁ ଖୋଲିଲେ ଆମିର: କହିଲେ ‘ଏହି ଦୁଇଜଣଙ୍କ ପାଇଁ ଏଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି’

ଲାହୋର,୨୩।୧୨: ଗତ ସପ୍ତାହରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ହଠାତ୍‌ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଏହା ପଛରେ କି କାରଣ ରହିଛି ତାହାକୁ ନେଇ ପ୍ରଶ୍ନ କରାଯାଉଥିଲା। ଏବେ ଆମିରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?