ଖେଳ

ଏହି ଅଭିନେତାଙ୍କୁ ମିଳିଲା ମୁମ୍ବାଇ ରଣଜୀ ଟିମ୍‌ ଚୟନ ଦାୟିତ୍ୱ

କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି। ସେହିପରି ସୁନୀଲ ଶେଟ୍ଟୀ, ସୋହେଲ ଖାନ, ଅଫତାବ ଶିବଦାସାନି ଭଳି କଳାକାରମାନେ ମଧ୍ୟ କ୍ରିକେଟ…

ମୋତେ ନିର୍ଯ୍ୟାତନା ଦେଉଥିଲା ପାକିସ୍ତାନ ମ୍ୟାନେଜମେଣ୍ଟ : ଅମିର

ଇସଲାମାବାଦ, ୧୭।୧୨- ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଅମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ କ୍ରିକେଟ ବୋର୍ଡ ପିସିବି ମ୍ୟାନଜମେଣ୍ଟ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ହଠାତ୍‌ ଅବସର ନିଷ୍ପତ୍ତି ନେଇ ସଭିଙ୍କୁ ଚକିତ କରିଦେଇଛନ୍ତି…

ରେସଲିଂ ବିଶ୍ୱକପ୍‌: ଅଂଶୁ ମଲିକଙ୍କୁ ରୌପ୍ୟ ପଦକ

ବେଲଗ୍ରେଡ୍‌, ୧୭।୧୨- ଏଠାରେ ଚାଲିଥିବା କୁସ୍ତି ବିଶ୍ୱକପ୍‌ରେ ଯୁବା ଅଂଶୁ ମଲିକ ଏକମାତ୍ର ମହିଳା ଯୋଦ୍ଧା ଭାବେ ରୌପ୍ୟ ପଦକ ଜିତିଛନ୍ତି। ୫୭ କିଗ୍ରା ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ଅଂଶୁ। ଜୁନିୟର ବର୍ଗରୁ ଆସି ସିନିୟର ସ୍ଥରରେ ମାତ୍ର…

୧୮ ବର୍ଷ ବୟସରେ କୋଚ୍‌ଙ୍କ ଝିଅକୁ ଭଲପାଇ ବସିଥିଲେ ଏହି ଖେଳାଳି

ଭାରତରେ ଖେଳ ମଧ୍ୟରେ କ୍ରିକେଟକୁ ସମସ୍ତେ ଭଲ ପାଆନ୍ତି। କ୍ରିକେଟ ବ୍ୟତିତ ଯଦି ଅନ୍ୟ କେଉଁ ଖେଳକୁ ଭାରତରେ ଗୁରୁତ୍ୱ ଦିଆଯାଏ ତେବେ ତାହା ହେଲା ଫୁଟବଲ୍‌। ଏବେ ଗୋଆରେ ଚାଲିଥିବା ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ ସମସ୍ତଙ୍କର ମନୋରଞ୍ଜନ କରୁଛି।…

କୋହଲିଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ୨୩୩ ରନ୍‌ କଲା ଭାରତ

ଆଡିଲେଡ୍‌, ୧୭।୧୨- ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ତଥା ଦିବା-ରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୬ ଉଇକେଟ ହରାଇ ୨୩୩ ରନ୍‌ କରିବାକୁ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କରାଚି,୧୭।୧୨: ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଏଥିସହ ସେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି) ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ତେବେ…

ମାର୍କେଟକୁ ଆସିଲା ଧୋନୀଙ୍କ ଫାର୍ମର ପରିବା, ବନ୍ଧାକୋବି କିଲୋ ପ୍ରତି ରହିଛି…

କ୍ରିକେଟରେ ଏକ ଚମତ୍କାର ଇନିଂସ ଖେଳିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ବ୍ୟବସାୟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ଫାର୍ମ ହାଉସ୍‌ କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି। ତାଙ୍କ ଫାର୍ମର ପନିପରିବା ବର୍ତ୍ତମାନ ବଜାରରେ…

ବିରାଟ କୋହଲିଙ୍କ ହାତରୁ ବୋହିଲା ରକ୍ତ: ଭାରତ ୪୦ ଓଭରରେ ୭୨/୨

ଆଡିଲେଡ,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଦଳ ଧୀମା ବ୍ୟାଟିଂ କରିଛି। ଦଳ ୪୦ ଓଭରରେ ୨ ଉଇକେଟ…

ଶୂନରେ ଆଉଟ୍‌ ହେଲେ ପୃଥ୍ବୀ ଶ: ଲୋକେ କହିଲେ ‘ଗୋଟିଏ ବଲ୍‌ରେ ସଚିନ-ସେହଓ୍ବାଗ-ଲାରାଙ୍କ ଉଇକେଟ୍‌ ନେଇଗଲେ ଷ୍ଟାର୍କ

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି। ଯୁବ ଓପନର ପୃଥ୍ବି ଶଙ୍କୁ ସୁଯୋଗ ମିଳିଥିବା ବେଳେ ପ୍ରଥମ ପାଳିରେ ସେ ଖାତା ଖୋଲିପାରିନାହାନ୍ତି। ଗୋଲାପୀ ବଲ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ବଲ୍‌ରେ ପୃଥ୍ବୀଙ୍କୁ…

ବିବାହ ବନ୍ଧନରେ ଭାରତୀୟ ହକି ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୭।୧୨: ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରିତ ସିଂହ ବିବାହ କରିଛନ୍ତି। ସେ ଜଲନ୍ଧରର ଏକ ଗୁରୁଦ୍ୱାରରେ ବୁଧବାର ପ୍ରେମିକା ଇଲି ସିଦ୍ଧକିଙ୍କ ହାତ ଧରିଛନ୍ତି। ଦୀର୍ଘ ୮…

୧୦ ଓଭରରେ ଆସିଲା ପ୍ରଥମ ଚୌକା

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ଆଡିଲେଡରେ ଖେଳା ଯାଉଥିବା ବେଳେ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗଥିଲା। ଓପନର ପୃଥ୍ବୀ ଶ’ କୌଣସି ରନ ନ କରି ଆଉଟ ହୋଇଯାଇଛନ୍ତି।…

ଏହି କାରଣରୁ ମାଛମାଂସ ଛାଡିଦେଇଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?