ଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଶ୍ରେଷ୍ଠ ୩ରେ ରାହୁଲ, ଅଷ୍ଟମସ୍ଥାନରେ କୋହଲି

ଦୁବାଇ,୧୦।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିପରି ଓପନର ଲୋକେଶ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ…

ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତକୁ ଜରିମାନା

ସିଡ୍‌ନୀ, ୧୦ା୧୨ (ପି.ଟି.)-ଏଠାରେ ମଙ୍ଗଳବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ଏହାର ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ଜରିମାନା ହୋଇଛି। ବୋଲିଂ ପାଇଁ ରହିଥିବା ଟର୍ଗେଟ୍‌ ସମୟ…

ଓସିଏ ଆନ୍ତଃ ଜିଲା ଟି୨୦ ଲିଗ୍‌ ୧୪ରୁ

ଭୁବନେଶ୍ୱର, ୧୦ା୧୨ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍‌ ଚଳିତମାସ ୧୪ରୁ ଖେଳାଯିବ। ଏଥିରେ ୩୭ଟି ସ୍ବୀକୃତିପ୍ରାପ୍ତ ୟୁନିଟ୍‌ ଭାଗ ନେବେ। ସମସ୍ତ ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ମ୍ୟାଚଗୁଡ଼ିକ…

ଆଇଏଫ୍‌ଏ ଶିଲ୍ଡ: ସେମିରେ ରିୟଲ କଶ୍ମୀର, ୟୁନାଇଟେଡ ଏସ୍‌ସି

କୋଲକାତା,୧୦।୧୨(ପି.ଟି.): ଇଣ୍ଡିଆନ ଫୁଟବଲ ଆସୋସିଏଶନ (ଆଇଏଫ୍‌ଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ଆଇଏଫ୍‌ଏ ଶିଲ୍ଡର ୧୨୩ତମ ସଂସ୍କରଣରେ ବୁଧବାର ରିୟଲ କଶ୍ମୀର ଓ ୟୁନାଇଟେଡ ଏଫ୍‌ସି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ୨-୧ ଗୋଲରେ ପିୟରଲେସ୍‌ ଏଫ୍‌ସିକୁ ହରାଇବା ପରେ ରିୟଲ କଶ୍ମୀର…

ପିଙ୍କ୍‌ ବଲ୍‌ ଓ୍ବାର୍ମଅପ୍‌ ମ୍ୟାଚ: ଅଷ୍ଟ୍ରେଲିଆ ଏ’ ଦଳରେ ଗ୍ରୀନ୍‌, ସ୍ବେପସନ

ସିଡ୍‌ନୀ, ୧୦ା୧୨ (ପି.ଟି.)-ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଭ୍ରମଣକାରୀ ଭାରତୀୟ ଦଳ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁଥିବା ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ପାଇଁ ବୁଧବାର ୧୨ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ବର୍ତ୍ତମାନ ଫର୍ମରେ ଥିବା ଅଲରାଉଣ୍ଡର କାମେରନ ଗ୍ରୀନ୍‌ ଓ…

ଇଣ୍ଡିଆନ ସୁପର ଲିଗ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଇଷ୍ଟବେଙ୍ଗଲ

ଭାସ୍କୋ,୧୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟୁର୍ନାମେଣ୍ଟରେ ଗୁରୁବାର ଇଷ୍ଟବେଙ୍ଗଲ ଓ ଜାମଶେଦପୁର ଏଫ୍‌ସି ପରସ୍ପରକୁ ଭେଟିବେ। ଏହି ମ୍ୟାଚ ଇଷ୍ଟ ବେଙ୍ଗଲ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଇଷ୍ଟବେଙ୍ଗଲ ତା’ର ପ୍ରଥମ ୩ଟି ମ୍ୟାଚରେ ପରାସ୍ତ ହୋଇଛି ଓ…

ବଜରଙ୍ଗ ପୁନିଆ, ଭାଲାରିଭାନ୍‌ ପୁରସ୍କୃତ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରେସ୍‌ଲର ବଜରଙ୍ଗ ପୁନିଆ ଓ ଶୁଟର ଇଲାଭେନିଲ ଭାଲାରିଭାନ ଏଫ୍‌ଆଇସିସିଆଇ ଇଣ୍ଡିଆ ସ୍ପୋଟର୍‌ସ ଆଓ୍ବାର୍ଡ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୋଭିଡ୍‌ ଯୋଗୁ ଚଳିତବର୍ଷ ପୁରସ୍କାର ଉତ୍ସବ ଭର୍ଚୁଆଲି ଅନୁଷ୍ଠିତ ହୋଇଥିଲା।…

ସବୁ ଫର୍ମାଟ୍‌ରୁ ପାର୍ଥିବ ପଟେଲଙ୍କ ଅବସର

ନୂଆଦିଲ୍ଲୀ, ୧୦।୧୨(ପି.ଟି.): ଜଣାଶୁଣା ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବୁଧବାର କ୍ରିକେଟର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅନ୍ୟତମ ସର୍ବକନିଷ୍ଠ କ୍ରିକେଟର ଭାବେ ଟେଷ୍ଟ ଖେଳିଥିବା ପାର୍ଥତ୍ବ ୩୬ ଜନ୍ମଦିବସ ପାଳନ କରିବାର ଠିକ୍‌…

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ

ବାମ୍ବୋଲିମ,୧୦।୧୨(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମୁମ୍ବାଇ ସିଟି ଏଫ୍‌ସି ତା’ର ପତିଆରା ଜାରି ରଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୧ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ନିଜର…

ମ୍ୟାନ ଅଫ ସିରିଜ’ ଟ୍ରଫିକୁ ଏହି ଖେଳାଳିଙ୍କୁ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ସିଡନୀ,୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟି ନଟରାଜନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପାଣ୍ଡ୍ୟା ବ୍ୟାଟ ନଟରାଜନ ବଲରେ ଯାଦୁ ଦେଖିଥିଲେ। ଦଳ ପାଇଁ ପାଣ୍ଡ୍ୟା ଜଣେ ଭଲ ଫିନିଶର ଭୂମିକା ନିଭାଇ ଥିଲେ। ଦ୍ୱିତୀୟ…

କ୍ରିକେଟକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୨: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଗୁଜୁରାଟର ଏହି ଖେଳାଳି ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ତାଙ୍କର ୧୮ବର୍ଷର କ୍ୟାରିଅରକୁ ସମାପ୍ତ କରିଥିଲେ। ୩୫ ବର୍ଷୀୟ ପଟେଲ ୨୫ଟି ଟେଷ୍ଟ,…

ସକାଳୁ ଉଠି ଦେଖିବି.. କାହିଁକି ଏମିତି କହିଲେ ବିରାଟ କୋହଲି

ସିଡନୀ,୯।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୭ରୁ ୨୧ ଡିସେମ୍ବରରୁ ଆରମ୍ଭ ହେବ। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଆଉ ଗୋଟେିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?