ଖେଳ

ଭାରତୀୟ କ୍ରିକେଟରଙ୍କ କୁସ୍ତି ଡ୍ରିଲ

ମେଲବୋର୍ନ, ୨୫।୧୨(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ବିପର୍ଯ୍ୟୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ହୋଇଛି। ଗୁରୁବାର ଖେଳାଳିମାନେ କୁସ୍ତି ଲଢ଼େଇରେ ଯେପରି ଟ୍ରେନିଂ ଡ୍ରିଲ୍‌ କରାଯାଏ ସେପରି କରିଥିବା ପରିଲକ୍ଷିତ ହୋଇଛି। ଦୁଇ ଖେଳାଳି…

ସୟଦ ମୁସ୍ତାକ ଅଲି ଟ୍ରଫି: ଶୁଭ୍ରାଂଶୁଙ୍କୁ ଓଡ଼ିଶାର ନେତୃତ୍ୱ

ଭୁବନେଶ୍ୱର,୨୫।୧୨: ୨୦୨୦-୨୧ ସେସନରେ ଆୟୋଜନ ହେବାକୁଥିବା ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ ପାଇଁ ଗୁରୁବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆସନ୍ତା ୧୦ ତାରିଖରୁ କୋଲକାତାରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଶୁଭ୍ରାଂଶୁ ସେନାପତିଙ୍କୁ ଦଳରେ ନେତୃତ୍ୱ ପ୍ରଦାନ…

କୋଭିଡ୍‌-୧୯: ସିଡ୍‌ନୀ ଟେଷ୍ଟର ବିକଳ୍ପ ଭେନ୍ୟୁ ମେଲବୋର୍ନ: କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ପି.ଟି.): ସିଡନୀରେ କୋଭିଡ୍‌-୧୯ ପ୍ରକୋପ ବଢିବାରେ ଲାଗିଥିବା ବେଳେ ଏଠାରେ ଆୟୋଜନ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଟେଷ୍ଟ ଜାନୁୟାରୀ ୭ରୁ ୧୩ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।…

ଡୋପିଂ: ବାସ୍କେଟ୍‌ବଲ ଖେଳାଳି ସତ୍‌ନାମ ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୨୫।୧୨(ପି.ଟି.): ୨୦୧୫ରେ ପ୍ରଥମ ଭାରତୀୟ ବାସ୍କେଟବଲ୍‌ ଖେଳାଳି ଭାବେ ଏନ୍‌ବିଏ ଟିମ୍‌ରେ ସାମିଲ ହୋଇଥିବା ସତ୍‌ନାମ ସିଂ ଭମରା ଖେଳରୁ ୨ ବର୍ଷ ବାସନ୍ଦ ହୋଇଛନ୍ତି। ଗତବର୍ଷ ଏକ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ତାଙ୍କୁ ଜାତୀୟ ନିଶା ନିବାରଣ…

ବିସିସିଆଇ ଏଜିଏମ୍‌: ୨୦୨୨ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେବେ

ଅହମ୍ମଦାବାଦ,୨୫।୧୨(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ଗୁରୁବାର ଅନୁଷ୍ଠିତ ଏହି ହାଇପ୍ରୋଫାଇଲ ବୈଠକରେ ଆଇପିଏଲ୍‌ ଦଳ ସଂଖ୍ୟା ବୃଦ୍ଧି କରିବାକୁ…

ସୟଦ ମୁସ୍ତାକ ଅଲି ଟି୨୦: ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ନେତୃତ୍ୱ

ଭୁବନେଶ୍ୱର,୨୪।୧୨(ପି.ଟି.): ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ। ଏଥି ଲାଗି ଗୁରୁବାର ଘୋଷିତ ହୋଇଯାଇଛି ଓଡ଼ିଶା ଦଳ। ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରେ ନେତୃତ୍ୱ ଦାୟିତ୍ତ୍ୱ ଦିଆଯାଇଛି। ଓଡ଼ିଶା…

ଜାତୀୟ ସିନିୟର ଚୟନ କମିଟିରେ ଦେବାଶିଷ ମହାନ୍ତି

ଅହମ୍ମଦାବାଦ, ୨୪ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଉପଦେଷ୍ଟା କମିଟି ଗୁରୁବାର ଭାରତର ପୂର୍ବତନ ପେସ୍‌ ବୋଲର ଚେତନ ଶର୍ମାଙ୍କୁ ଜାତୀୟ ସିନିୟର ସିଲେକ୍ସନ ପ୍ୟାନେଲର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛି। ତାଙ୍କ ନେତୃତ୍ୱାଧୀନ ୫ ଜଣିଆ ଚୟନ…

‘କୋହଲି ଦିନେ ନା ଦିନେ ସନ୍ନ୍ୟାସ ନେବେ, ତାଙ୍କ ଉପରେ ନିର୍ଭର କରିବା ଉଚିତ ନୁହେଁ ’

ନୂଆଦିଲ୍ଲୀ,୨୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟର ପ୍ରଥମ ପାଳିରେ ଇଂନିସ ଅଗ୍ରଣୀ ହାସଲ କରିବା ପରେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍‌ ଇଣ୍ଡିଆ। ଏହା ବାଦ୍‌ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିଥିବାରୁ…

ସାମାନ୍ୟ ବଦଳିପାରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀ

ସିଡ୍‌ନୀ,୨୪।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ମୂଳ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ତୃତୀୟ ଟେଷ୍ଟ ସିଡ୍‌ନୀଠାରେ ଅନୁଷ୍ଠିତ ହେବାର ଅଛି। କୁଇନ୍ସଲାଣ୍ଡଠାରେ କୋଭିଡ୍‌-୧୯ ପରିସ୍ଥିତି ଖରାପ ହେଉଥିବାରୁ ସିଡ୍‌ନୀଠାରେ ଏହି ଗୁରୁତ୍ୱପୂର୍ଣ୍ଣ…

୨୦୨୨ରୁ ଆଇପିଏଲରେ ଖେଳିବେ ୧୦ ଦଳ

ଅହମ୍ମଦାବାଦ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୦୨୨ ସଂସ୍କରଣରେ ଦୁଇଟି ନୂଆ ଦଳ ସହ ମୋଟ ୧୦ ଟିମ୍‌ ଅଂଶଗ୍ରହଣ କରିବେ। ଏ ନେଇ ଗୁରୁବାର ବସିଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ନିଷ୍ପତ୍ତି ନିଆଯାଇଛି। ୨୦୨୨ ଆଇପିଏଲରେ ଦୁଇଟି…

ଭାରତକୁ ଚାପରେ ଦେଖିବା ଖୁସି ଦେଉଛି; ଏଣୁ ପୂର୍ବ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ: ଲାଙ୍ଗର

ମେଲବର୍ନ,୨୪।୧୨: ଭାରତ ବିପକ୍ଷରେ ଶନିବାର ଖେଲାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଗୁରୁବାର ଅଷ୍ଟ୍ରେଲିଆର ପ୍ରମୁଖ କୋଚ୍‌ ଜଷ୍ଟିନ ଲାଙ୍ଗର ଏହା କହିଛନ୍ତି। ଆଡିଲେଡ୍‌ ଟେଷ୍ଟରେ ଭାରତକୁ ସର୍ବନିମ୍ନ ସ୍କୋର ୩୬ ରନ୍‌ରେ ଆଉଟ କରିବା…

ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପୂର୍ବରୁ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ୨୦୧୨ରେ ବିରାଟ-ତମନ୍ନା ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳୁଥିଲା। ଏପରି ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?