ମେଲବର୍ନ ଟେଷ୍ଟରେ ଭାରତର ଧଜ୍ଜିଆ ଉଡାଇଦେବ ଅଷ୍ଟ୍ରେଲିଆ ଟିମ୍: ଓ୍ବାର୍ନ
ନୂଆଦିଲ୍ଲୀ,୨୪।୧୨: ଭାରତ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ୮ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଦୁଇ ଟିମ୍ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୬ରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ବାକ୍ବିତଣ୍ଡା ଜାରି ରହିଛି। ଏହି କ୍ରମରେ…
ଏହି ଦୁଇ ଖେଳାଳିଙ୍କୁ ପଛରେ ପକାଇଲେ ବିରାଟ କୋହଲି ରଚିବେ ଇତିହାସ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୧ ବର୍ଷ ଭିତରେ କ୍ରିକେଟର ବାଦ୍ଶାହ ପାଲଟିଯାଇଛନ୍ତି। ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଭାରତୀୟ ଅଧିନାୟକ ବିରାଟ କୋହଲି ୧୧ ବର୍ଷ ପୂର୍ବେ ଆଜିର ଦିନରେ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ…
କୋହଲିଙ୍କୁ ଛୁଟି ମିଳିଗଲା, କିନ୍ତୁ ନଟରାଜନ ଏପର୍ଯ୍ୟନ୍ତ ଝିଅ ମୁହଁ ଦେଖିପାରିନାହାନ୍ତି
ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଡ୍ରେସିଂ ରୁମରେ ବିଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ ଅଛି…
୫ ମାସର ଗର୍ଭବତୀ ଅଙ୍କିତା ୬୨ ମିନିଟ୍ରେ ଦୌଡ଼ିଲେ ୧୦ କିମି
ବେଙ୍ଗାଲୁରୁ,୨୪।୧୨(ପି.ଟି.): ଅଙ୍କିତା ଗୌଡ଼ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୫ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ସେ ୧୦ କିଲୋମିଟର ବିଶିଷ୍ଟ ରେସ୍କୁ ମାତ୍ର ଏକଘଣ୍ଟା ୨ ମିନିଟ୍ରେ ପୂରା କରିଛନ୍ତି। ରବିବାର ବେଙ୍ଗାଲୁରୁରେ ଅନୁଷ୍ଠିତ ଟିସିଏସ୍ ଓ୍ବାଲର୍ଡ…
ବିସିସିଆଇ ଏଜିଏମ୍: ଆଇପିଏଲ୍ ଦଳ ସଂଖ୍ୟା ବୃଦ୍ଧି, ଟ୍ୟାକ୍ସ ମାମଲା, କ୍ରିକେଟ କମିଟି ଗଠନ ନେଇ ଆଲୋଚନା ହେବ
ଅହମ୍ମଦାବାଦ,୨୪।୧୨(ପି.ଟି.): ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)। ଏହି ହାଇପ୍ରୋଫାଇଲ ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ୨ଟି ନୂଆ ଦଳ ସାମିଲ କରାଯିବା ନେଇ ବିଶେଷ ଭାବେ…
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି
ମେଲବୋର୍ନ, ୨୪।୧୨(ପି.ଟି.)- ପ୍ରଥମ ଟେଷ୍ଟର ଲଜ୍ଜାଜନକ ପ୍ରଦର୍ଶନକୁ ପଛରେ ପକାଇ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ବୁଧବାର ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଅଧିନାୟକ ବିରାଟ…
ଓ୍ବାର୍ନର, ଆବୋଟ ଖେଳିବେନି
ମେଲବୋର୍ନ, ୨୪।୧୨(ପି.ଟି.)- ତାରକା ଓପନର ଡେଭିଡ ଓ୍ବାର୍ନର ଏବଂ ପେସର ସିଅନ ଆବୋଟ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆହତ ସମସ୍ୟା ଏବଂ କୋଭିଡ-୧୯ ପ୍ରୋଟୋକଲ ଦୃଷ୍ଟିରୁ ଏହି ଦୁଇଖେଳାଳି ଆଗାମୀ…
କୋଟ୍ଲାରେ ଜେଟ୍ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବେଦୀଙ୍କ ବିରୋଧ
ନୂଆଦିଲ୍ଲୀ,୨୪।୧୨(ପି.ଟି.): ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପୂର୍ବତନ ସଭାପତି ଅରୁଣ ଜେଟ୍ଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରିଛନ୍ତି ସ୍ପିନ୍ କିମ୍ବଦନ୍ତୀ ବିଶନ ସିଂ ବେଦୀ। ଦିଲ୍ଲୀ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ଏ ନେଇ ନିଷ୍ପତ୍ତି ନେଇଥିବାରୁ ସେ ଏହାର କଡ଼ା…
ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍: ସପ୍ତମ ସ୍ଥାନକୁ ଉଠିଲେ କୋହଲି, ତୃତୀୟରେ ରାହୁଲ ଅପରିବର୍ତ୍ତିତ
ଦୁବାଇ,୨୪।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ…
ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ସୌରଭ ଗାଙ୍ଗୁଲି
ଅହମ୍ମଦାବାଦ,୨୪।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ସେ ବିସିସିଆଇ ସଚିବ ଜୟ ଶାହାଙ୍କ ଦଳ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଡିସେମ୍ବର ୨୪ରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ…
ସ୍ତ୍ରୀଙ୍କ ପାଇଁ ଭାରତ ଫେରିଲେ କୋହଲି
ଭାରତୀୟ କ୍ରିକେଟ ଦଳର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀରେ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ତେଣୁ ଏହି ସମୟରେ ସ୍ତ୍ରୀଙ୍କ ସହ ରହିବା…
ଆଇପିଏଲ୍ ଗଭର୍ନିଂ କାଉନ୍ସିଲକୁ ପ୍ରଜ୍ଞାନ ମନୋନୀତ
ନୂଆଦିଲ୍ଲୀ, ୨୪।୧୨ (ପି.ଟି.)- ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧିଭାବେ ଆଇପିଏଲ୍ ଗଭର୍ନିଂ କାଉନ୍ସିଲ୍କୁ ମନୋନୀତ ହୋଇଛନ୍ତି ଭାରତର ତାରକା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ର ଗୋଟିଏ ଦିନ ପୂର୍ବରୁ ପ୍ରଜ୍ଞାନଙ୍କୁ…

