ଖେଳ

ପୃଥ୍ବୀ ଶ’ଙ୍କ ସମର୍ଥନରେ ବାହାରିଲେ ‘ମିଷ୍ଟର କ୍ରିକେଟ’: କହିଲେ ‘ଦଳରୁ ବାହାର କରା ନ ଯାଉ’

ଆଡିଲେଡ୍‌,୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିବା ଯୋଗୁ ଭାରତ ଏକାଦଶରୁ ପୃଥ୍ବୀ ଶ’ଙ୍କୁ ବାହାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ତଥା ‘ମିଷ୍ଟର କ୍ରିକେଟ’ ନାମରେ ଖ୍ୟାତ ମାଇକେଲ ହସେ ପୃଥ୍ବୀଙ୍କ…

୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌ ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ପଣ୍ଟିଂ ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡରିଥାନ୍ତି। ଏକଦା ଦଳର…

ଜିଏସ୍‌ଟି ବିଲ୍‌ ର଼୍ୟାକେଟର ପର୍ଦ୍ଦାଫାଶ: ୨୦୦ କୋଟିର ଖେଳ

ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍‌ ବିଲ୍‌ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍‌ ଜିଏସ୍‌ଟି ବିଲ୍‌ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ ଗିରଫ…

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: କଟକ-ଏ’ ଚାମ୍ପିୟନ

ଭୁବନେଶ୍ୱର,୨୩।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ ଶେଷ ହୋଇଛି। ଏଥିରେ କଟକ ଏ’ ଚାମ୍ପିୟନ ହୋଇଛି। ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ…

ଥୁରମ ୫ ମ୍ୟାଚରୁ ବାସନ୍ଦ

ବର୍ଲିନ, ୨୩ା୧୨ (ଏପି)-ବୋରୁସିଆ ମଞ୍ଚେନଗ୍ଲାଡବ୍ୟାକ୍‌ ଷ୍ଟ୍ରାଇକର ମାର୍କସ ଥୁରମଙ୍କୁ ୫ଟି ମ୍ୟାଚରୁ ବାସନ୍ଦ କରାଯାଇଛି। ବୁନ୍ଦେସ୍‌ଲିଗାରେ ବିପକ୍ଷ ହଫେନ୍‌ହିମ୍‌ ଦଳର ଜଣେ ଖେଳାଳିଙ୍କ ମୁହଁକୁ ଛେପ ପକାଇଥିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଥିବା ଜର୍ମାନ ଫୁଟ୍‌ବଲ ଫେଡେରେଶନ କହିଛି। ଥୁରମ…

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଓଡ଼ିଶା ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ ମୋଉରିସିଓ ୨୨ତମ ମିନିଟ୍‌ରେ ଗୋଲ…

ଜୋକୋଭିଚ୍‌, ଫେଡରର, ନାଡାଲ ଓ ଟିଆଫୋଙ୍କୁ ଏଟିପି ପୁରସ୍କାର

ଲଣ୍ଡନ,୨୩ା୧୨(ଏପି)-୨୦୨୦ବର୍ଷ ପାଇଁ ଏଟିପିର ଟପ୍‌ ପୁରସ୍କାର ବିଜେତାଙ୍କ ମଧ୍ୟରେ ନୋଭାକ ଜୋକୋଭିଚ୍‌, ରୋଜର ଫେଡରର, ରାଫାଲ ନାଡାଲ ଓ ଫ୍ରାନ୍‌ସେସ୍‌ ଟିଆଫୋ ପ୍ରମୁଖ ରହିଛନ୍ତି। ଜୋକୋଭିଚ୍‌ ବର୍ଷ ଶେଷର ନମ୍ବର ଓ୍ବାନ ଖେଳାଳି ହୋଇଛନ୍ତି। ରେକର୍ଡ ଅଷ୍ଟମ ଥର ପାଇଁ ଅଷ୍ଟ୍ରେଲିଆନ…

ଦୌଡ଼ରେ ସ୍ମିଥ୍‌ଙ୍କ ସହ ଏକାଧିକ ଯୁବ ଖେଳାଳି ରହିଛନ୍ତି: ସିଏ

ମେଲବୋର୍ନ,୨୩।୧୨ (ପି.ଟି.): ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପଦରେ ପୁଣି ଥରେ ବ୍ୟାଟିଂ ସୁପରଷ୍ଟାର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ନିଯୁକ୍ତି ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏ ନେଇ ଭିନ୍ନ ମନ୍ତବ୍ୟ ଦେଇଛି। ନେତୃତ୍ୱ ନେବା ପାଇଁ…

ପ୍ରେମିକାଙ୍କ ଗୁଗ୍‌ଲିର ଶିକାର ହେଲେ ଚହଲ

ନୂଆଦିଲ୍ଲୀ,୨୨।୧୨: ବିଦେଶୀ ହେଉ କି, ଦେଶୀ ବ୍ୟାଟ୍ସମ୍ୟାନଙ୍କୁ ଗୁଗଲିର ହଇରାଣ କରୁଥିବା ଭାରତୀୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରେମିକାଙ୍କ ଗୁଗ୍‌ଲିର ଶିକାର ହୋଇଛନ୍ତି। ଏହି ଲେଗ୍‌ ସ୍ପିନର ମଙ୍ଗଲବାର ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଦୀର୍ଘ ଦିନର ପ୍ରେମିକା…

ପୃଥ୍ବୀ ଶ’ଙ୍କ ବିକଳ୍ପ କେ.ଏଲ୍‌; ଶାମିଙ୍କ ସ୍ଥାନରେ ଖେଳନ୍ତୁ ନବଦୀପ

ନୂଆଦିଲ୍ଲୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ର ଓପନିଂକୁ ନେଇ ପ୍ରଶ୍ନ ଉଠୁଛି। ଏବେ ପୃଥ୍ବୀ ଶଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ ଟିମ୍‌ର ପୂର୍ବ ଓପନର୍‌ ଆକାଶ…

୨.୫୧ କୋଟି ଟଙ୍କାରେ ନିଲାମ ହେଲା ଡନ୍‌ ବ୍ରାଡମ୍ୟାନଙ୍କ ପ୍ରଥମ ଟେଷ୍ଟ କ୍ୟାପ

ସିଡ୍‌ନୀ ,୨୨।୧୨: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣବେଳେ ମିଳିଥିବା କ୍ୟାପକୁ କିଣିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ। ବ୍ରାଡମ୍ୟାନଙ୍କ ବ୍ୟାଗି ଗ୍ରୀନ ଟେଷ୍ଟ କ୍ୟାପକୁ କିଣିବା ଲାଗି ସ୍ଥାନୀୟ ବ୍ୟବସାୟୀ ପିଟର ଫ୍ରିଡମ୍ୟାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି…

ନିୟମ ସମ୍ପର୍କରେ ଅବଗତ ନ ଥିଲେ ରାଇନା

ନୂଆଦିଲ୍ଲୀ,୨୨।୧୨: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମୁମ୍ବାଇରେ କୋଭିଡ୍‌-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସ୍ଥାନୀୟ ନିୟମ ସମ୍ପର୍କରେ ଅବଗତ ନ ଥିବାରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ସିଏସ୍‌କେ ଷ୍ଟାରଙ୍କ ପକ୍ଷରୁ କୁହାଯାଇଛି। ଜେଡ୍‌ବ୍ଲ୍ୟୁ ମାରିଅଟଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?