Posted inTrending, ଖେଳ

ପଡ଼ିଆରେ ରାହୁଲଙ୍କ ଜର୍ସି ଏମିତି ସଜାଡ଼ିଦେଲେ କୋହଲି! ଭାଇରାଲ ଭିଡିଓ ଦେଖି ମନେପଡ଼ିଯିବ ପିଲାଦିନ

ୱେଲିଂଟନ୍‌,୭।୧୧:ପଡ଼ିଆରେ ଖେଳ ସମୟରେ ଗମ୍ଭୀର ଦେଖାଯାଉଥିବା ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କୋହଲି ନିଜ ସାଥୀ ଖେଳାଳି କେଏଲ ରାହୁଲଙ୍କ ଜର୍ସିକୁ ଠିକ କରିଦେଉଥିବା ନଜର ଆସିଛନ୍ତି। ତାଙ୍କ ଏହି ଅନ୍ଦାଜ ଦେଖି ଅନେକଙ୍କୁ ପିଲାଦିନର ସେହି ମୁହୂର୍ତ୍ତ ମନେ ପଡ଼ିଯାଇଛି। ପିଲାଦିନେ ମା’ ଯେପରି ପିଲାଙ୍କ ପୋଷାକ ସଜାଡ଼ି ଦେଉଥିଲେ, ସେହି ମୁହୂର୍ତ୍ତଟି ପିଲାଦିନ କଥା ମନେ ପକାଇ ଦେଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଫିଲ୍ଡିଂ ସମୟରେ କୋହଲି ପ୍ରଥମେ ରାହୁଲଙ୍କ ଜର୍ସିର ଫିଟିଂ ଠିକ କରୁଛନ୍ତି। ଏହାପରେ ତାଙ୍କ ଜର୍ସିର ହାତକୁ ସଜାଡ଼ି ଦେଉଛନ୍ତି। ଏହି ସମୟରେ କୋହଲି ଓ ରାହୁଲ ଉଭୟ ହସୁଥିବା ଦେଖାଯାଉଛି। ପାଖରେ ଠିଆ ହୋଇଥିବା ଅକ୍ଷର ପଟେଲ ମଧ୍ୟ ଏହି ଦୃଶ୍ୟ ଦେଖି ହସୁଛନ୍ତି। କୋହଲିଙ୍କ ଏହି ଆପଣାପଣିଆ ଅନ୍ଦାଜ ଦର୍ଶକଙ୍କ ମନ ଜିଣିଛି।
ଅନ୍ୟପଟେ ମ୍ୟାଚ୍‌ରେ କୋହଲିଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ପ୍ରଥମ ଦିନିକିଆରେ ୭୪ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିବା କୋହଲି ଦ୍ୱିତୀୟ ମ୍ୟାଚ୍‌ରେ ମାତ୍ର ୭ ବଲ୍‌ରୁ ୭ ରନ କରି ଆଉଟ ହୋଇଥିଲେ। ଏହି ପାଳିରେ ସେ ଗୋଟିଏ ଚୌକା ମାରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ବସ୍ ଧକ୍କାରେ ମହିଳା ଗୁରୁତର

କଟକ,୭।୧୧: କଟକ ସହରରେ ପୋଲିସ ବସ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଚାଲି ଚାଲି ଯାଉଥିବାବେଳେ ମହିଳାଙ୍କୁ ଏକ ପୋଲିସ ବସ୍ ଧକ୍କା ଦେଇଥିବା…

କଟକ ସଦର ବିଡିଓଙ୍କ ବଦଳିକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା

କଟକ ସଦର,୭ା୧୧(ସୁଶାନ୍ତ କୁମାର ଜେନା): ୨ ଦିନ ଧରି କଟକ ସଦର ଅଞ୍ଚଳର ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ବଦଳି ସଂକ୍ରାନ୍ତୀୟ ଖବରରେ…

ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ…

୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍‌ଙ୍କ ରେକର୍ଡ

ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍‌ରେ…

‘ମା’, ତୁମକୁ ନେଇ ଗର୍ବିତ’: ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାହୁଲଙ୍କ ଭାବପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ,୭।୧୧: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଆଗାମୀ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love)…

‘ଅତ୍ୟନ୍ତ ଦୁଃଖଦ ଦିନ…’ ମହମ୍ମଦ ସାମିଙ୍କ ଅବସର ନେଇ ଦୁଃଖ ପ୍ରକାଶ କଲେ ଭାରତୀୟ ଦଳର ବୋଲିଂ କୋଚ

ନୂଆଦିଲ୍ଲୀ,୭।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଅବସର ଘୋଷଣା ପ୍ରଶଂସକମାନଙ୍କୁ ଦୁଃଖିତ କରିଥିବା…

IND vs NZ: ମ୍ୟାଚ ଚାଲିଥିବା ବେଳେ ନିଜର playing XI (ଖେଳାଳି ଦଳ)ରେ ହଠାତ ପରିବର୍ତ୍ତନ କରି ସମସ୍ତଙ୍କୁ ଚମକାଇ ଦେଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୭।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶରେ ହଠାତ ଏକ ପରିବର୍ତ୍ତନ କରାଯାଇଛି। ବ୍ଲେୟାର ଟିକନରଙ୍କ ସ୍ଥାନରେ ମ୍ୟାଟ ଫିଶରଙ୍କୁ ଦଳରେ…

ମଦ ବିକ୍ରିକୁ ତୀବ୍ର ବିରୋଧ: ତାତିଲେ ଗ୍ରାମବାସୀ, ଭାଙ୍ଗିଲେ କାଉଣ୍ଟର ଆଜ୍‌ବେଷ୍ଟସ୍‌

ନୟାଗଡ଼,୭ା୧୧(ଲୋକନାଥ ମିଶ୍ର): ଗାଁରେ ମଦ ବିକ୍ରିକୁ ନେଇ ତେଜିଛି ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?