ସୁମାକରଙ୍କ ପୁଅ ମିକ୍ ଫର୍ମୁଲା-୧ରେ ଡେବ୍ୟୁ କରିବେ
ସାଖିର,୩।୧୨(ଏପି): ଫର୍ମୁଲା-୧ କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ପୁଅ ମିକ୍ ସୁମାକର ଆଗାମୀ ସେସନ୍ରେ ଫର୍ମୁଲା-୧ରେ ପଦାର୍ପଣ କରିବେ। ସେ ହାସ୍ ଟିମ ତରଫରୁ ପ୍ରତିନିଧିତ୍ୱ କରିବେ। ୨୦୧୨ ସେସନ ପରେ ୭ଥର ବିଶ୍ୱଚାମ୍ପିୟନଶିପ୍ ହାସଲ କରିଥିବା ସୁମାକର ଫର୍ମୁଲା-୧ରୁ ଅବସର ନେଇଥିଲେ।…
ଇଣ୍ଡିଆନ ସୁପର ଲିଗ୍: ଓଡ଼ିଶା ଏଫ୍ସି- ଏଟିକେ ମୋହନବାଗାନ ମୁକାବିଲା
ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର ଖେଳା ଯାଇଥିବା ଜାମ୍ସେଦ୍ପୁର ଏଫ୍ସି ବିପକ୍ଷ ମ୍ୟାଚ୍କୁ ଓଡ଼ିଶା ବେଶ୍ ଲଢୁଆ ଢଙ୍ଗରେ ୨-୨…
ଅନ୍ତିମ ୨୦: ଏସ୍ସିଜି ଷ୍ଟାଡିୟମରେ ପୂରା ଦର୍ଶକ ରହିବେ
ସିଡ୍ନୀ,୩।୧୨(ପି.ଟି.): ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ଆୟୋଜନ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ଭର୍ତ୍ତି ହେବ। ଖଚାଖଚ୍ ଭରା ଷ୍ଟାଡିୟମରେ ଦର୍ଶକମାନେ ସବୁଠାରୁ ଛୋଟ ଫର୍ମାଟ୍ର ମଜା ନେବେ। ଡିସେମ୍ବର ୭ ତାରିଖରୁ…
ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍ ସୁଇପ୍
କେପ୍ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ସିରିଜରେ ୩-୦ରେ କ୍ଲିନ୍ ସୁଇପ୍ କରିଛି। ଇଂଲଣ୍ଡ ଟପ୍…
ମିଚେଲ ଷ୍ଟାର୍କ ଆହତ
କାନବେରା, ୩।୧୨(ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆହତ ହୋଇଛନ୍ତି। ସେ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିପାଇଁ ସେ ଭାରତ ବିପକ୍ଷ ତୃତୀୟ ଦିନିକିଆରେ ଖେଳିପାରିଲେ ନାହିଁ ବୋଲି ବୁଧବାର ଅଧିନାୟକ ଆରୋନ ଫିଞ୍ଚ୍ ପ୍ରକାଶ…
ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଷ୍ଟିଭ୍ ସ୍ମିଥ ମ୍ୟାନ୍ ଅଫ ଦି ସିରିଜ
କାନବେରା, ୩।୧୨- ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ୧୫୦ ରନର ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ଥର ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି। ପ୍ରଥମେ…
ଇଣ୍ଡିଆନ ସୁପରଲିଗ୍ : ହାଇଦ୍ରାବାଦ-ଜାମଶେଦପୁର ମ୍ୟାଚ ଡ୍ର
ଭାସ୍କୋ, ୨।୧୨- ଆରିଡାନେ ସାଣ୍ଟାନାଙ୍କ ପରେ ପ୍ରତିପକ୍ଷ ଷ୍ଟିଫେନ୍ ଏଜେଙ୍କ ଗୋଲ ଯୋଗୁ ବୁଧବାର ହାଇଦ୍ରାବାଦ୍ ଏଫ୍ସି ଓ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ…
ଟି୨୦ ସିରିଜରେ ଇଂଲଣ୍ଡର କ୍ଲିନ୍ ସୁଇପ୍
କେପ୍ଟାଉନ,୨।୧୨: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍କୁ ୯ ଉଇକେଟରେ ଅତି ସହଜରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ କ୍ଲିନ ସୁଇପ୍ କରିଛି ଭ୍ରମଣକାରୀ…
ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ
କାନବେରା,୨ା୧୨- ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍କୁ ୧୩ ରନ୍ରେ ଜିତି ନେଇଛି ଭାରତୀୟ ଦଳ। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ରେ ପରାସ୍ତ ହେବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ…
ଡେବ୍ୟୁ ମ୍ୟାଚ୍ରେ ସମସ୍ତଙ୍କୁ ଭାବପ୍ରବଣ କଲେ ଏହି ଖେଳାଳି
ଆଇପିଏଲ ୨୦୨୦ରେ ନିଜର ୟକର୍ର୍ ବଲରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡବିନ୍ଧା ସାଜିଥିବା ପେସର୍ ଟି.ନଟରାଜନ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଛନ୍ତି। କାନବେରାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟରେ ଜାତୀୟ ଦଳର କ୍ୟାପ ନେବା ପରେ ସେ ଭାରତର ୨୩୨ ତମ ଏକଦିବସୀୟ…
୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା-ଜାଡେଜା ଯୋଡି
କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ କାନବେରା ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୦୩ ରନ୍ର ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ରେ ଅଲରାଉଣ୍ଡର ହାର୍ଦ୍ଦିକ…
୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ଏହି ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି; ଜଣକା ଆୟ…
ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କ ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ସ୍ତ୍ରୀ ଅନୁଷ୍କା ଏବେ ଗର୍ଭବତୀ। ଏବେ ଅନୁଷ୍କା କାମରୁ ବିରତି ନେଇ ନ ଥିବା ବେଳେ ନିଜର ଆଗାମି ପ୍ରୋଜେକ୍ଟର ଶୁଟିଂ ଶେଷ କରୁଛନ୍ତି।…

