Home Left

ସାବଧାନ ରହିବାକୁ କହିଲେ ସୁଜୈନ୍‌: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଉଦ୍ୟୋଗୀ ସୁଜୈନ ଖାଁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ କିଛି ଦିନ ତଳେ ହ୍ୟାକ୍‌ ହୋଇଯାଇଥିଲା। ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲମ୍ବା ପୋଷ୍ଟ ଶେୟାର କରି…

ପିପିଲି ମେଡିକାଲରେ ଅବ୍ୟବସ୍ଥା ନେଇ ଧାରଣା

ପିପିଲି,୨୦।୧୦(ସ୍ବ.ପ୍ର.): ପିପିଲି ସରକାରୀ ମେଡିକାଲରେ ବିଭିନ୍ନ ସମସ୍ୟାକୁ ନେଇ ଲାଗିରହିଛି ଅବ୍ୟବସ୍ଥା। ଡାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ନିରାମୟ ସେବା, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ, ମେଡିକାଲ ଯନ୍ତ୍ରାଂଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆବଶ୍ୟକ ଥିବାବେଳେ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଛି। ଏ ନେଇ…

ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ କୋର୍ଟରେ ଦାଖଲ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାର ୧୨ ଦିନ ପରେ ବି ପୋଲିସ କେବଳ ଫୋରେନ୍‌ସିକ୍‌ ରିପୋର୍ଟକୁ ଚାହିଁ ବସିଛି। ରିପୋର୍ଟ ମିଳିବା ପରେ ପୋଲିସ ତଦନ୍ତ ଆଗକୁ ବଢିବ। ସେପଟରେ ନିଖୋଜ ସୀମାଞ୍ଚଳ ପରିଡ଼ା ମୃତ…

ଇକୋ ବାର୍‌ ସିଲ୍‌, ମାଲିକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୧୦ (ବ୍ୟୁରୋ): କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳିବା ମହଙ୍ଗା ପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଇନ୍‌ଫୋସିଟି ରୋଡ୍‌ରେ ଥିବା ଇକୋ ବାର୍‌ରେ ଚଢାଉ କରି ତାହାକୁ ସିଲ୍‌ କରିଛି। ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ କରିବା ସହ ଜନ୍ମଦିନ…

ଡିଜିଟାଲ ଡେବ୍ୟୁ କରିବେ କପିଲ ଶର୍ମା: ଏଥିପାଇଁ କେତେ ଟଙ୍କା ନେଉଛନ୍ତି ଜାଣିଲେ ଉଡିଯିବ ହୋସ୍‌

କପିଲ ଶର୍ମା, କମେଡି ଦୁନିଆର ଏମିତି ଏକ ନାମ ଯାହାର ପରିଚୟର କୌଣସି ଆବଶ୍ୟକତା ନାହିଁ। ସେ କମେଡି ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ‘କମେଡି ନାଇଟ୍‌ସ ଓ୍ବିଥ୍‌ କପିଲ‘ ଏବଂ ‘ଦ କପିଲ…

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ ସେ ଯେମିତି ଚର୍ଚ୍ଚିତ ପ୍ରେମରେ ବି ସେ ବେଶ୍‌ ମାହିର୍‌। ତାଙ୍କ ପ୍ରେମ କାହାଣୀ…

ପାର୍ବଣ ସୁରକ୍ଷା ପାଇଁ ୧୫ ଦିନିଆ ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ପାର୍ବଣ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ। ଏଥିପାଇଁ ୧୫ଦିନିଆ ସ୍ପେଶାଲ ଡ୍ରାଇଭ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦାଦାବଟି, ଲୁଟ, ଡକାୟତି, ଜୁଆ, ଦେହ ବ୍ୟବସାୟ, ନିଶା କାରବାର ଆଦି ଉପରେ କଡ଼ା ନଜର ରହିବ।…

ଏମ୍‌ପିଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିବାରୁ କହିଲେ, ମୁଁ ତୁମ ପିତାଙ୍କ ଚାକର ନୁହେଁ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶର ପିଲିଭିତର ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ବରୁଣ ଗାନ୍ଧୀ ଜଣେ ବ୍ୟକ୍ତିଙ୍କୁ ଗାଳି ଦେଉଥିବାର ଶୁଣିବାକୁ ମିଳୁଛି। ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବରୁଣଙ୍କ ସାହାଯ୍ୟ ପାଇଁ ଫୋନ୍‌ କରିଥିବା…

‘ଗଣମାଧ୍ୟମ ମୁହଁରେ କଳା ବୋଳିଲେ’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଫେକ୍‌ ଭିଡିଓ ଭାଇରାଲ ନେଇ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେଇ ଜେରା କରିବା ପରେ ଟୁଇଟର ଯୁଦ୍ଧ ଜୋର ଧରିଛି। ଏହାକୁ ନିନ୍ଦାକରି ଓଡ଼ିଶା ଏବଂ ମହାରାଷ୍ଟ୍ର ପୋଲିସ ପାକିସ୍ତାନ ଭଳି…

ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କର

କଟକ ଅଫିସ,୨୦।୧୦: କରୋନା ଯୋଗୁ ଗତ ୭ ମାସ ହେବ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତେବେ ନିର୍ବାଚନ ପ୍ରକ୍ରିୟା…

ବନ୍ଧୁକ ଦେଖାଇ ଦଳିତ ଯୁବତୀଙ୍କୁ ଗଣବଳାତ୍କାର

କାନପୁର, ୨୦ା୧୦: ଉତ୍ତରପ୍ରଦେଶ (ୟୁପି)ରେ ଗଣବଳାତ୍କାର ଘଟଣା ଥମିବାର ନଁା ନେଉନାହିଁ। ହାଥ୍‌ରସ, ବାରବାଙ୍କି, ବଲିଆରେ ଗଣବଳାତ୍କାର ଘଟଣାକୁ ନେଇ ସମାଲୋଚନାର ସ୍ବର ଲମ୍ବି ଚାଲିଥିବାବେଳେ ଏବେ କାନପୁର ନେହାଟ୍‌ରେ ଜଣେ ଦଳିତ ଯୁବତୀ (୨୨)ଙ୍କୁ ବନ୍ଧୁକ ଦେଖାଇ ୨ ଯୁବକ…

ବଳାତ୍କାର ପ୍ରସଙ୍ଗ: ମାନବାଧିକାର କମିଶନଙ୍କୁ ଭେଟିଲା ଭାଜପା

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ମହିଳାଙ୍କ ପ୍ରତି ସରକାର ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ବଳାତ୍କାର, ଘରୋଇ ହିଂସା ଏବଂ ହତ୍ୟା ଘଟଣା ବୃଦ୍ଧି ପାଉଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର ଜଣେ ଛାତ୍ରୀଙ୍କୁ କିଛି ଦୃର୍ବୁତ ମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri