କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା
ବରଗଡ଼ ଅଫିସ୍, ୨୦।୧୦- କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ବଢ଼ି ଚାଲିଛି। କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳି, ବନ୍ଧେଇ ଶ୍ରମିକମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷେ କେନ୍ଦୁପତ୍ର…
ପାଇପ ଫାଟି ରାସ୍ତାରେ ଭାସୁଛି ପାଣି
ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରକଳ୍ପ ଉପରେ ନିର୍ଭର କରନ୍ତି। ହେଲେ ରକ୍ଷଣାବେକ୍ଷଣ…
ଆବାସ ପାଇଁ ରାସ୍ତା ବାଧକ
ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି ସେମାନେ ନିଜର ଘର ଖଣ୍ଡିକ ତିଆରି କରିପାରିବେନି। କାରଣ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ…
ଏସ୍ଏଏନ୍ଟି ମିଶାଇଲ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍ଏଏନ୍ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୮ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର…
ରେଞ୍ଜର୍ସ ଏଫ୍ସି ତରଫରୁ ଖେଳିଲେ ବାଲା ଦେବୀ
ନୂଆଦିଲ୍ଲୀ, ୨୦ା୧୦ (ପି.ଟି.)-ଭାରତୀୟ ମହିଳା ଫୁଟ୍ବଲ ଟିମ୍ ଫରଓ୍ବାର୍ଡ ବାଲା ଦେବୀ ସୁଦୂର ସ୍କଟଲାଣ୍ଡରରେ ଖେଳ ପଡ଼ିଆକୁ ଫେରିଛନ୍ତି। ଏହି ଦେଶର ଅନ୍ୟତମ ଅଗ୍ରଣୀ ମହିଳା ଫୁଟ୍ବଲ କ୍ଲବର ହାଟର୍ସ ଓମେନ୍ ଏଫ୍ସି ବିପକ୍ଷ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ସେ ରେଞ୍ଜର୍ସ ଏଫ୍ସିି…
ଆଇସିସି ଚେୟାରମ୍ୟାନଶିପ୍: ବାର୍କ୍ଲେ ଓ ଖ୍ବାଜା ପ୍ରାର୍ଥୀ
ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡ୍ସି)ର ଗ୍ରେଗୋର୍ ବାର୍କ୍ଲେ ଓ ସିଙ୍ଗାପୁରର ଇମ୍ରାନ ଖ୍ବାଜା ପ୍ରାର୍ଥୀ ହୋଇଛନ୍ତି। ଅକ୍ଟୋବର ୧୮…
ଅବିବାହିତ ଭାବି ମହିଳାଙ୍କ ସହ ସମ୍ପର୍କ ରଖିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପଡ଼ିଲା ମହଙ୍ଗା
ଇନ୍ଦୋର, ୧୯।୧୦: ମଧ୍ୟପ୍ରଦେଶର ଇନ୍ଦୋରରୁ ହନି ଟ୍ରାପ୍ର ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଘରୋଇ କାମ କରୁଥିବା ମହିଳାଙ୍କୁ ଅବିବାହିତ ଭାବି ଜଣେ ବ୍ୟାଙ୍କ ମ୍ୟାନେଜର ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଯେତେବେଳେ ମହିଳାଜଣଙ୍କ ବ୍ଲାକମେଲିଂ କରିବା…
ଶହୀଦ୍ ପୋଲିସଙ୍କ ନାମରେ ନାମିତ କରାଯିବ ସ୍କୁଲ, ରାସ୍ତାଘାଟ
ଡେରାଡୁନ, ୧୯।୧୦: ଉତ୍ତରାଖଣ୍ଡରେ ଶହୀଦ୍ ପୋଲିସ କର୍ମୀଙ୍କ ନାମରେ ସ୍କୁଲ, ରାସ୍ତାଘାଟ, ଗଳି ଆଦିର ନାମକରଣ କରାଯିବ। ଉଲ୍ଲେଖନୀୟ କଥା ହେଉଛି ୨୧ ଅକ୍ଟୋବରରେ ପୋଲିସ ସ୍ମୃତି ଦିବସ ପାଳନ ହେବ। ଏହି ପରିପ୍ରେକ୍ଷୀରେ ପୋଲିସ ଏଥର ଏହି ପଦକ୍ଷେପ ନେଇଛି…
ରାଜସ୍ଥାନ ଆଗରେ ୧୨୬ ରନ ଟାର୍ଗେଟ୍ ରଖିଲା ସୁପର୍ କିଙ୍ଗ୍ସ
ଆବୁଧାବି, ୧୯।୧୦: ଚଳିତ ଆଇପିଏଲ୍ରେ ସୋମବାର ଅନୁଷ୍ଠିତ ୩୭ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ରାଜସ୍ଥାନ ରୟାଲ୍ସ ସହ ହୋଇଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସୁପର୍ କିଙ୍ଗ୍ସ…
ବ୍ୟାଣ୍ଡ୍ ବାଜା ସହ ବାହାରିଲା କୁକୁରର ଅନ୍ତିମ ସଂସ୍କାର; ଦିଆଗଲା ତ୍ରୟୋଦଶ ଭୋଜି
ମିରଟ, ୧୯।୧୦: ଉତ୍ତର ପ୍ରଦେଶର ମିରଟ ସହରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ ଉଦାହରଣ ମିରଟରେ ଦେଖିବାକୁ ମିଳିଛି। ଏଠାରେ ଏକ ବୁଲା କୁକୁରର ମୃତ୍ୟୁ ପରେ…
୫ ମିନିଟ୍ରେ ୧.୬ କିମି ଦୌଡ଼ିଲେ ୯ ମାସର ଗର୍ଭବତୀ
ମାଇକେଲ ମାଇଲର୍ ନାମକ ଜଣେ ବ୍ୟକ୍ତି ନିଜ ୟୁ ଟ୍ୟୁବ ଚ୍ୟାନେଲରେ ପ୍ରାୟ ଏକ ମିନିଟ୍ ଅବଧିର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ମାଇଲରଙ୍କ ସ୍ତ୍ରୀ ମାକେନା ଏକ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ବାସ୍ତବରେ ମାକେନଙ୍କ…
କପିଲ ଶର୍ମାଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଅକ୍ଷୟ କୁମାର
ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଶୋ’କୁ ନେଇ ପ୍ରାୟ ଚର୍ଚ୍ଚାରେ ରୁହନ୍ତି। ସାଧାରଣ ଲୋକଙ୍କ ବ୍ୟତୀତ ଫିଲ୍ମ ତାରକାମାନେ ମଧ୍ୟ ତାଙ୍କ ଶୋ’କୁ ବହୁତ ପସନ୍ଦ କରନ୍ତି। ଏହି କାରଣରୁ ଅନେକ ବଲିଉଡ୍ ତାରକା ନିଜ ଫିଲ୍ମର ପ୍ରମୋଶନ…
Archives


