ପୋଲିସ ନିଷ୍ଠୁରତା ବିରୋଧରେ ମହିଳାଙ୍କ ବିକ୍ଷୋଭ
ଲାଗୋସ୍, ୨୦ା୧୦: ନାଇଜେରିଆର ଲାଗୋସ୍ଠାରେ ପୋଲିସ ନିଷ୍ଠୁରତା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ସହସ୍ରାଧିକ ମହିଳା ଦେଶର ବିଭିନ୍ନ ସହରରେ ଏଭଳି ବିକ୍ଷୋଭ ଲାଗି ସଙ୍ଗଠିତ ହୋଇଛନ୍ତି। ଅକ୍ଟୋବର ୮ରୁ ସେମାନେ ଫେଡେରାଲ ସ୍ପେଶାଲ ଆଣ୍ଟି ରବ୍ରି ସ୍କ୍ବାଡ୍…
୫ରୁ ଯୁକ୍ତ୨ ଅପ୍ସନାଲ ପରୀକ୍ଷା
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ୨ ଅପ୍ସନାଲ ପରୀକ୍ଷା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷାର ଯେଉଁ ବିଷୟଗୁଡ଼ିକର ପରୀକ୍ଷା ହୋଇନି ଓ ଗ୍ରେସ୍ ମାର୍କ ଦିଆଯାଇଛି, ସେସବୁ ବିଷୟରେ ପରୀକ୍ଷା ହେବ…
ଡବ୍ଲ୍ୟୁଏଫ୍ପି ସଫଳତା ପଛରେ ଓଡ଼ିଆ ପୁଅ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ୨୦୨୦ ମସିହା ଲାଗି ନୋବେଲ ଶାନ୍ତି ପୁରସ୍କାର ପାଇଛି ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ(ଡବ୍ଲ୍ୟୁଏଫ୍ପି)। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ କାର୍ଯ୍ୟ କରୁଥିବା ଡବ୍ଲ୍ୟୁଏଫ୍ପିକୁ ନୋବେଲ ପୁରସ୍କାର ଦୌଡ଼ରେ ସାମିଲ କରିଥିବା କେତେଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ…
ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବ। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ…
ଆଇସିୟୁରେ ଏସି ବ୍ୟବହାର ଯୋଗୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଡାକ୍ତର!
ନୂଆଦିଲ୍ଲୀ,୨୦ ।୧୦: କରୋନା ମହାମାରୀ ଏବେ ତା’ର କାୟା ବିସ୍ତାର କରି ଚାଲିଛି । ଆଗକୁ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ଶୀତଋତୁ ଆସୁଥିବାରୁ କରୋନା ଆହୁରି ବଢିବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ତେଣୁ ଏହି ସମୟରେ ଅଧିକ ସତର୍କ…
ପ୍ରଦୂଷଣ ଲୁଚାଇବାକୁ ଫନ୍ଦି
ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ପିସିବି ବୈଠକରେ ଏହି ମର୍ମରେ ରାଜ୍ୟର ୭ ସ୍ଥାନରେ କଣ୍ଟିନିୟସ ଏମ୍ବିଏଣ୍ଟ ଏୟାର କ୍ବାଲିଟି…
୯ କମିଟିକୁ ଉଚ୍ଚ ମୂର୍ତ୍ତି ଅନୁମତି
କଟକ ଅଫିସ,୨୦।୧୦: କଟକ ଦଶହରା ମୂର୍ତ୍ତି ନିର୍ମାଣ ବିବାଦକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସୋମବାର ଶୁଣାଣି ହୋଇଥିଲା। ଯେଉଁ ୯ଟି ପୂଜା କମିଟି ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନେ ସେତିକି ଉଚ୍ଚର ମୂର୍ତ୍ତି ରଖି…
୭ଦିନରେ ସ୍ପଷ୍ଟୀକରଣ ଦେବେ ସରକାର
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଘରୋଇ ସ୍କୁଲ ଫି’ ଛାଡ଼ ସମ୍ପର୍କିତ ମାମଲାରେ ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। କେତେକ ଘରୋଇ ସ୍କୁଲ ପକ୍ଷରୁ ଆଗତ ପିଟିଶନକୁ ଅଗ୍ରାହ୍ୟ କରିବା ସହ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆସନ୍ତା ୭ଦିନ…
ଭୁଲିଗଲେ ବର୍ଷା ଜଳ ସଂରକ୍ଷଣ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ନିଅଣ୍ଟିଆ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀ, ନାଳ ଓ ପୋଖରୀ ଉଭେଇ ଗଲେଣି। ସେଥିରୁ ଅଧିକାଂଶ ବର୍ଷା ଦିନେ ମଧ୍ୟ ଶୁଖିଲା ରହୁଛି। ଜଳାଶୟ ଶୁଖିଲା ପଡ଼ିବା ଯୋଗୁ ଏହାର ଗୁରୁତର ପ୍ରଭାବ ଭୂଗର୍ଭ ଜଳସ୍ତର ଉପରେ ପଡ଼ୁଛି।…
କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ
ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନେତା ଏବେ ଆଉ ଏକ ଅଭଦ୍ର ଟିପ୍ପଣି ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଭାଜପା…
ଥରିଲା ଆମେରିକା: ୭.୫ ତୀବ୍ରତାର ଭୂକମ୍ପ ସହ ଆସିଲା ସୁନାମୀ
ଆଲାସ୍କା,୨୦ ।୧: ଆମେରିକାର ଆଲାସ୍କାରେ ସୋମବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୭.୫ । ଫଳରେ ସେଠାକାର ଘରଦ୍ୱାରା ଦୋହଲି ଯିବା ସହ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ସତର୍କତା…
ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ
କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ପାଉନାହାନ୍ତି। ଏ ନେଇ ସୋମବାର ସେମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ…
Archives


