Home Left

ଗ୍ରେଟର ନୋଏଡ଼ା ଆକାଶରେ ଏଲିଅନ୍‌: ଲୋକେ ଆତଙ୍କିତ !

ନୋଏଡା, ୧୮।୧୦: ଆକାଶରେ ଲାଲ୍‌ ରଙ୍ଗର ଏଲିଅନ୍‌ ନେଇ ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଦଙ୍କୌର ଅଞ୍ଚଳର ପାରସୌଲ ଗାଁରେ ଲୋକ ଏଭଳି ଏକ ଅଜବ ପ୍ରାଣୀ ଆକାଶରୁ ଖସି ଗାଁ କେନାଲ ଗଛପତ୍ର…

ଟୁଇଟ୍‌କୁ ନେଇ ଫସିଲେ କଙ୍ଗନା

ମୁମ୍ବାଇ, ୧୮ା୧୦: ସୋସିଆଲ ମିଡିଆରେ ଏକ ଟୁଇଟ୍‌କୁ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଓ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲ ଫସିଯାଇଛନ୍ତି। ସେମାନଙ୍କ ଟୁଇଟ୍‌ ମାରାତ୍ମକ ଓ ଏହା ସ।ମ୍ପ୍ରଦାୟିକ ଭେଦଭାବ ସୃଷ୍ଟିକରିବ ବୋଲି ଅଭିଯୋଗ ହୋଇଥିଲା। ଏନେଇ କାଷ୍ଟିଂ ନିର୍ଦ୍ଦେଶକ…

ନ୍ୟୁଜିଲାଣ୍ଡରେ ପୁଣି ଆର୍ଡେର୍ନ ସରକାର

ଅକ୍‌ଲ୍ୟାଣ୍ଡ, ୧୮ା୧୦: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଲିବରାଲ ଲେବର ପାର୍ଟି ନେତା ଜାସିଣ୍ଡା ଆର୍ଡେର୍ନ (୪୦) ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି। ତାଙ୍କ ଦଳକୁ ୪୯% ଭୋଟ ମିଳିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍‌ ନ୍ୟାଶନାଲ ପାର୍ଟିକୁ ମାତ୍ର ୨୭% ଭୋଟ ମିଳିଛି।…

‘ଟିକା ଯୋଗାଣ ପ୍ରକ୍ରିୟା ତ୍ୱରାନ୍ବିତ କର’

ନୂଆଦିଲ୍ଲୀ, ୧୮ା୧୦: ନିର୍ବାଚନ ଓ ପ୍ରକୃତିକ ଦୁର୍ବିପାକ ସମୟରେ ଯେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଏ, କରୋନା ଟିକା ଯୋଗାଣ କ୍ଷେତ୍ରରେ ସେହିଭଳି ପ୍ରକ୍ରିୟା ଜାରି ରହିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶନିବାର କରୋନା ଟିକା ପ୍ରସ୍ତୁତି…

‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ‘ସ୍ପୁଟନିକ୍‌ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ…

ତୁମେଶ୍ୱରଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା

କୋକସରା, ୧୮।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନ୍ଧପଡାରେ ରହୁଥିବା ଅରକ୍ଷିତ ନାଏକଙ୍କ ମଝିଆ ପୁଅ ତୁମେଶ୍ୱର(୫)। ପାଞ୍ଚବର୍ଷର ହୋଇଥିଲେ ବି ସେ ଚଲାବୁଲା କରି ପାରୁ ନାହାନ୍ତି। ଖଟରେ ଦିନରାତି ଶୋଇ ରହିଛନ୍ତି। ଗରୀବ…

ଘରୋଇ କ୍ରିକେଟ ଜାନୁୟାରୀ ୧ରୁ

ନୂଆଦିଲ୍ଲୀ, ୧୮ା୧୦ (ପି.ଟି.)- ବହୁ ପ୍ରତିକ୍ଷୀତ ଘରୋଇ କ୍ରିକେଟ ସିଜନ ଜାନୁୟାରୀ ୧ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ଶନିବାର ସନ୍ଧ୍ୟାରେ ବସିଥିଲା। ଏଥରେ…

ଭାଜପା ପ୍ରାର୍ଥୀଙ୍କ ଭାଇଙ୍କ ଘରୁ ୨୩ କେଜି ସୁନା ଜବତ

ପାଟନା, ୧୭।୧୦: ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ବଡ଼ ଖବର ଆସି ପହଞ୍ଚିଛି। ରାକ୍ସଲରୁ ଭାଜପା ପ୍ରାର୍ଥୀ ଥିବା ପ୍ରମୋଦ କୁମାର ସିହ୍ନାଙ୍କ ଭାଇଙ୍କ ଘରୁ ୨୨ କେଜି ୫୭୬ ଗ୍ରାମ ସୁନା ବିସ୍କୁଟ ଓ ୨ କେଜି…

କ୍ୟାପିଟାଲ୍ସ ସାମ୍ନାରେ ୧୮୦ ରନ ଟାର୍ଗେଟ୍‌ ଧାର୍ଯ୍ୟ କଲା ଧୋନୀଙ୍କ ସୁପର୍‌ କିଙ୍ଗ୍ସ

ଶାରଜା, ୧୭।୧୦: ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ସିଜନର ୩୪ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ନିର୍ଦ୍ଧାରିତ…

୧୦ ଟଙ୍କାରେ ବର୍ଷକୁ ୨ଥର ମିଳିବ ଧୋତୀ-ଶାଢ଼ୀ

ରାଞ୍ଚି, ୧୭।୧୦: ଝାଡ଼ଖଣ୍ଡରେ ୫୭.୧ ଲକ୍ଷ ପରିବାରକୁ ବର୍ଷରେ ୨ଥର ଧୋତୀ-ଶାଢ଼ୀ ଯୋଗାଇ ଦିଆଯିବ। ଏଥିଲାଗି ପରିବାରଠାରୁ ପ୍ରତ୍ୟେକ ଥର ୧୦ ଟଙ୍କା ନିଆଯିବ। ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ‘ସୋନା ସୋବରନ୍‌ ଧୋତୀ-ଶାଢ଼ୀ ବିତରଣ ଯୋଜନା’କୁ ମଞ୍ଜୁରୀ ମିଳିଯାଇଛି। ଏହି…

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର ପଙ୍ଖା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ହେଲିକପ୍ଟର ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ,…

ବିହାର ନିର୍ବାଚନରେ ୯ ମାସର ଗର୍ଭବତୀ

ପାଟନା, ୧୭।୧୦: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସମୟ କେତେ ଆହ୍ବାନପୂର୍ଣ୍ଣ ହୋଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି। ଭୋଜପୁର ଜିଲାର ଜଗଦୀଶପୁର ସିଟ୍‌ରେ ଠିଆ ହୋଇଥିବା ଜେଡିୟୁର ମହିଳା ପ୍ରାର୍ଥୀ ସୁଷମଲତା କୁଶଓ୍ବାଙ୍କ ବିଷୟରେ ଆମେ ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri