ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡି ଗିରଫ, ୧୪,୨୦୦ ଟଙ୍କା ଜବତ
ଦିଗପହଣ୍ଡି,୨୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କାଣ୍ତସର ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା।…
ସୁନ୍ଦର ଦିଶିବ ଓଠ
ମାସ୍କ ଲଗାଇବା ଫଳରେ ଏବେ ଅନେକଙ୍କର ଲିପ୍ଷ୍ଟିକ୍ ଖରାପ ହୋଇଯାଉଛି। ତେଣୁ ଅନେକ ସମୟରେ ଲିପଷ୍ଟିକ୍ ମୁହଁରେ ମଧ୍ୟ ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରି ଓଠକୁ ସୁନ୍ଦର କରିବା ନିମନ୍ତେ ଲିପଷ୍ଟିକ୍ ଲଗାଇବା ସମୟରେ କ’ଣ କରିବେ ଜାଣି ରଖନ୍ତୁ……
କଂଗ୍ରେସର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କର ମଙ୍ଗଳବାର ପରଲୋକ ଘଟିଛି। କଟକ ସଦଗୁରୁ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଏ…
ଯୋଗୀଙ୍କ ମିଶନ ଶକ୍ତି ଯୋଜନା: ୨ ଦିନରେ ୧୪ ବଳାତ୍କାର ଅଭିଯୁକ୍ତଙ୍କ ଫାଶୀ, ୨୦ଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ
ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଶନ ଶକ୍ତି ଯୋଜନାର ଲୋକାର୍ପଣ କରିବାର ୨ ଦିନ ମଧ୍ୟରେ ୧୪ ବଳାତ୍କାର ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କରାଯାଇଛି। ସେହିପରି ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯାଇଛି। ଯୋଗୀ ରାଜ୍ୟରେ…
ଡନ୍ଙ୍କୁ ଏନ୍କାଉଣ୍ଟର ଭୟ: ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ମୁକ୍ତାର ଅନସାରି
ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶର ଡନ୍ ତଥା ବହୁଜନ ସମାଜବାଦୀ ପାର୍ଟି ବିଧାୟକ ମୁକ୍ତାର ଅନସାରି ଏବେ ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ହେଉଛନ୍ତି। ରାଜ୍ୟରେ ଏନ୍କାଉଣ୍ଟର କରାଯିବା ଭୟରେ ସେ ଏଭଳି କରୁଥିବ ଚର୍ଚ୍ଚା ହେଉଛି। ଅପରାଧୀଙ୍କୁ ଏନ୍କାଉଣ୍ଟର କରିବା ଲାଗି…
ଦୁର୍ଘଟଣାଗ୍ରସ୍ତ ଛାତ୍ରୀଛାତ୍ର ଏହିଦିନ ଦେଇପାରିବେ ଓଜେଇ ପରୀକ୍ଷା
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଗଜପତି ଜିଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଓଜେଇ ପରୀକ୍ଷା ଦେବା ଲାଗି ଏକ ବସ୍ରେ ଯାଉଥିବା ସମୟରେ ବସଟି ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
ଏଯାଏ ମିଳିନି ଇନ୍ପୁଟ ସବ୍ସିଡି: ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଚାଷୀ
ବରଗଡ଼ ଅଫିସ,୨୦।୧୦: ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍ପୁଟ ସବ୍ସିଡି…
ରାତାରାତି ଦେଶ ଛାଡି ଆମେରିକା ପଳାଇଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି
ରକ୍ଷ୍ଟାର୍, ମାଡ୍ରାସ କାଫେ ଏବଂ ହାଉସଫୁଲ-୩ ଭଳି ହିଟ୍ ଫିଲ୍ମରେ ଅଭିନୟ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନର୍ଗିସ ଫାଖରି ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୨୦, ୧୯୭୯ରେ ନ୍ୟୁୟର୍କରେ ଜନ୍ମଗ୍ରହଣ…
କରୋନା ଭାଇରସ: ଭାରତକୁ ପ୍ରଶଂସା କଲେ ବିଲ୍ ଗେଟ୍ସ
ନୂଆଦିଲ୍ଲୀ,୨୦ ।୧୦: ବିଶ୍ୱର ନାମୀ ଉଦ୍ଦ୍ୟୋପତି ତଥା ସପ୍ଟୱେୟାର କମ୍ପାନୀ ମାଇକ୍ରୋସପ୍ଟର ସହ-ସଂସ୍ଥାପକ ବିଲ୍ ଗେଟ୍ସ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । କରୋନା ମହାମାରୀ ଲଢେଇରେ ଭାରତର ଯୋଗଦାନକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରାଣ୍ଡ…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଭୁବନେଶ୍ୱର ଜିପିଏଚ୍ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢ଼ାଉ ଜାରିରଖିଛି। ତେବେ ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି…
ଦିଲ୍ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମ ଟାଇଟେଲ୍ କିଏ ଦେଇଥିଲେ ଜାଣନ୍ତି କି
ବଲିଉଡରେ ରୋମାନ୍ସ ଉପରେ ନିର୍ମିତ ଅନେକ ସୁପରହିଟ ଫିଲ୍ମ ଅଛି, କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହା ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛି। ସେମିତି ଏକ ଫିଲ୍ମ ହେଉଛି ଶାହରୁଖ ଖାନ୍ ଏବଂ କାଜଲଙ୍କ ନିର୍ମିତ ଦିଲ୍ଓ୍ବାଲେ ଦୁଲହନିଆ…
ସ୍କର୍ଟ, ହାଇ ହିଲ୍ ପିନ୍ଧି ଅଫିସ ଯାଆନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜଣେ ବ୍ୟକ୍ତିର ପୋଷାକରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ। ପ୍ୟାଣ୍ଟ-ସର୍ଟ ପିନ୍ଧୁଥିଲେ ପୁରୁଷ ଏବଂ ସାଲଓ୍ବାର, ସାଢ଼ୀ, ଜିନ୍ସ-ଟପ୍ସ କିମ୍ବା ସ୍କର୍ଟ ପିନ୍ଧୁଥିଲେ ମହିଳା ବୋଲି ଜଣାଯାଏ। ହେଲେ ଜର୍ମାନର ୬୧ ବର୍ଷୀୟ ବୃଦ୍ଧ ମାର୍କ ବ୍ରାୟନଙ୍କ ପୋଷାକକୁ ଦେଖିଲେ ଯେ…
Archives


